ପାଳଲହଡ଼ା ସରସ୍ବତୀ ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ, ନଗର ପରିକ୍ରମା କଲେ ଛାତ୍ରଛାତ୍ରୀ
ଅନୁଗୁଳ: ପାଳଲହଡା ସରସ୍ଵତୀ ଶିଶୁ ମନ୍ଦିରରେ ବୁଧବାର ହିନ୍ଦୁ ନବବର୍ଷ ମହାସମାରୋହରେ ପାଳିତ ହୋଇଛି। ଏ ଅବସରରେ ସକାଳୁ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ଘୋଷ ବାଦ୍ୟ ସହ ନଗର ପରିକ୍ରମା କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ, ଗୁରୁଜୀ ଗୁରୁମା ଓ ସ୍ବୟଂ ସେବକ…
