ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ: ଜଣେ ମୃତ, ୩ ଗୁରୁତର
ପାଳଲହଡ଼ା: ଅନୁଗୁଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦାରେ ବାଣ ଭିଡୁ ଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ସେହି ଗାଁର ତ୍ରିପୁର ବେହେରା। ସୂଚନା ଅନୁସାରେ, ଦୀପାବଳି…
ପାଳଲହଡ଼ା: ଅନୁଗୁଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦାରେ ବାଣ ଭିଡୁ ଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ସେହି ଗାଁର ତ୍ରିପୁର ବେହେରା। ସୂଚନା ଅନୁସାରେ, ଦୀପାବଳି…
ପାଳଲହଡ଼ା : ପାଳଲହଡ଼ା ବ୍ଲକ୍ ଇଡା ପଞ୍ଚାୟତ କାଦଡିହାରେ ତିନିଦିନ ଧରି ଚାଲିଥିବା ମା' ହରଗୌରୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି। ଏ ଅବସରରେ ମୁଖ୍ୟ ଅତିଥି ଭାବେ ଟ୍ରିପଲ୍ ଏସର ଅଧ୍ୟକ୍ଷ ତଥା ତାମଡା ଅଧ୍ୟକ୍ଷ ଇଂ ଅବନୀକାନ୍ତ…
ପାଳଲହଡ଼ା: ପାଳଲହଡ଼ା ବ୍ଲକ ବନ୍ଧାଭୂଇଁ ପଞ୍ଚାୟତ ପଟାମୁଣ୍ଡ ଗ୍ରାମ ଚାଉରିଆ ସାହି ଗୋରୁ ଗୋଠ ଉପରେ ଅପରାହ୍ନରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ୧୩ଟି ଗାଈଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଗୋରୁ ଚରାଳି ଗାଈଙ୍କୁ ଚରାଇ ସାରି ଏକ ଶାଳବଣି ଠାରେ…
ପାଳଲହଡ଼ା: ଆଜି ପାଳଲହଡ଼ା ଫୁଟବଲ ଆସୋସିଏସନ ପକ୍ଷରୁ ସର୍ବଭାରତୀୟ ପାଳଲହଡ଼ା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିବସରେ ସୋନପୁର ଏକାଦଶ ଓ ବିଏଫଏକଲା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଛି। ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବିଏଫଏକଲା ଦଳ ସୋନପୁର ଏକାଦଶକୁ ୨-୧ ଗୋଲରେ…
ପାଳଲହଡ଼ା: ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ପାଖାପାଖି ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ପୀଡ଼ିତ ଥାନାରେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଆଜି ସକାଳେ ଡିମିରିଆ ଜନସେବା କେନ୍ଦ୍ରର ମାଲିକ ହୃଦୟ ନାଥ ସାହୁଙ୍କ ଭାଇ…
ପାଳଲହଡ଼ା: ସ୍ଥାନୀୟ ପାଳଲହଡ଼ା ଅଞ୍ଚଳରେ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ବରଡ଼ିହ ପଞ୍ଚାୟତ ତନଗୋଳାର ସୁକୁଟୁ ଦେହୁରୀ ବୋଲି ଜଣାପଡ଼ିଛି। ସେ ୫ ବର୍ଷ ହେବ ମୁକ୍ତାପୁରରେ ସମ୍ପର୍କୀୟ ବିଧବା…
ପାଳଲହଡ଼ା: ସ୍ଥାନୀୟ ପାଳଲହଡ଼ା ବ୍ଲକ୍ ସଇଡ଼ା ପଞ୍ଚାୟତ ସଇଡ଼ା ଗାଁରେ ଜଗତଜନନୀ ମା' ଦୁର୍ଗାଙ୍କ ପୂଜା ଉପଲକ୍ଷେ ଜୟ ଦୁର୍ଗା ଯୁବକ ସଂଘ ପକ୍ଷରୁ ଦେବୀଙ୍କ ଆଜ୍ଞା ଲଡୁ ନିଲାମ ହୋଇଛି। ଆଜ୍ଞା ଲଡୁକୁ ସେହି ଗାଁର ଅଶୋକ କୁମାର ନାୟକ…
ଅନୁଗୁଳ: ଖମାର ଥାନା ମୁଣ୍ଡୁରୀବେଡ଼ା ଗାଁ ବେଲଗୁଡ଼ାସାହିରେ ବାପାର ଟାଙ୍ଗିଆ ଚୋଟରେ ପୁଅର ଜୀବନ ଚାଲିଯାଇଛି। ପାରିବାରିକ କଳହ ଯୋଗୁ ଏହି ଲୋମଟାଙ୍କୁରା ଘଟଣା ଘଟିଥିବା ଜଣାଯାଇଛି। ପୋଲିସର ସୂଚନା ମୁତାବକ, ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ପାରିବାରିକ କଳହକୁ…
ଅନୁଗୁଳ: ପାଳଲହଡା ଜେଲରୁ ସୋମବାର ସନ୍ଧ୍ୟାରେ ଫେରାର ଦୁଇ କଏଦୀଙ୍କ ମଧ୍ୟରୁ ପୋଲିସ ଜଣଙ୍କୁ ଧରିବାରେ ସଫଳ ହୋଇଛି। ସୂଚନା ମୁତାବକ, ଫେରାର ନେଣ୍ଟୁ ନାଏକକୁ ପୋଲିସ ଖମାର ଓଡ଼ଶ ତା' ନିଜ ଗାଁରେ ବୁଲୁଥିଲା ବେଳେ ଗିରଫ କରିଛି। ଖମାର…
ଅନୁଗୁଳ/ପାଳଲହଡ଼ା: ପାଳଲହଡା ଉପଖଣ୍ଡ କାରାଗାରର ପାଚେରୀ ଡେଇଁ ଦୁଇ ବିଚାରାଧୀନ କଏଦୀ ଚମ୍ପଟ ମାରିଛନ୍ତି। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା କୁହାଯାଉଛି। ଫେରାର କଏଦୀ ଦ୍ବୟ ହେଲେ ଡିମିରିଆ ଗାଁର ବସନ୍ତ ମହାକୁଳ ଏବଂ ଓଡ଼ଶ ଗାଁର ନେଣ୍ଟୁ ନାଏକ ବୋଲି…