୨୨ରୁ ମାଲ୍ୟଗିରି ମହୋତ୍ସବ: ତିନିଦିନ ଧରି ଦୁଲୁକିବ ପାଳଲହଡ଼ା

ଅନୁଗୁଳ: ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବ ଦ୍ଵିତୀୟ ମାଲ୍ୟଗିରି ମହୋତ୍ସବ । ପାଳଲହଡ଼ା ଷ୍ଟାଡିୟମ୍‌ରେ ୩ ଦିନ ବ୍ୟାପୀ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଏହାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ସୋମବାର ଏକ ପ୍ରସ୍ତୁତି ବୈଠକ…

Continue Reading୨୨ରୁ ମାଲ୍ୟଗିରି ମହୋତ୍ସବ: ତିନିଦିନ ଧରି ଦୁଲୁକିବ ପାଳଲହଡ଼ା

ବାଇକ ଉପରେ ଚଢ଼ିଗଲା ଟ୍ରକ, ବାପା-ଝିଅ ମୃତ

ଅନୁଗୁଳ: ସ୍ଥାନୀୟ ପାଳଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ କଲଣ୍ଡା ଗାଁ ନିକଟ ଜାତୀୟ ରାଜପଥ ୧୪୯ ରେ ବାଇକ ଉପରେ ଟ୍ରକ୍‌ ଚଢ଼ି ଯିବାରୁ ବାପା ଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଖମାର ଗାଁର ସୁନୀଲ କୁମାର ସାହୁ…

Continue Readingବାଇକ ଉପରେ ଚଢ଼ିଗଲା ଟ୍ରକ, ବାପା-ଝିଅ ମୃତ

ଟ୍ରକ୍ ପଛରେ ପିଟିହେଲା କାର୍, ୫ ଜଣଙ୍କର ମୃତ୍ୟୁ

ଅନୁଗୁଳ: ଟ୍ରକ୍ ପଛରେ ପିଟି ହେଲା କାର୍ । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର କଣ୍ଟିଆପଶି ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା…

Continue Readingଟ୍ରକ୍ ପଛରେ ପିଟିହେଲା କାର୍, ୫ ଜଣଙ୍କର ମୃତ୍ୟୁ

ଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଡ-ହକ୍ ଅଡିସନାଲ ଜିଲ୍ଲା ଦୌରା ଜଜ୍(ଫାଷ୍ଟ ଟ୍ରାକ୍) କୋର୍ଟର ବିଚାରପତି ପି.ଆର ବହିଦାର ମଙ୍ଗଳବାର ଜଣେ ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଯେ, ଅନୁଗୁଳ ଜିଲ୍ଲା ଖମାର ଥାନା ଅଞ୍ଚଳର…

Continue Readingଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

୨ୟ ଦିନରେ ୪୮୮ ଜଣଙ୍କ ନାମାଙ୍କନପତ୍ର ଦାଖଲ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ମଙ୍ଗଳବାର ୨ୟ ଦିନରେ ତ୍ରିସ୍ତରୀୟ ପଞ୍ଚୟତ ନିବର୍ବାଚନ ପ।ଇଁ ୪୮୮ ଜଣ ପ୍ରାର୍ଥିଙ୍କ ନାମାଙ୍କନପତ୍ର ଦାଖଲ ହୋଇଛି। ଜିଲା ପରିଷଦ ପାଇଁ କୌଣସି ନାମାଙ୍କନପତ୍ର ଦାଖଲ ହୋଇନାହିଁ। ଜିଲ୍ଲାରେ ୩୯୩ ଜଣ ୱାର୍ଡ ସଭ୍ୟ, ୪୬ ଜଣ…

Continue Reading୨ୟ ଦିନରେ ୪୮୮ ଜଣଙ୍କ ନାମାଙ୍କନପତ୍ର ଦାଖଲ

‘ଆବାସ’ ଟଙ୍କାନେଇ ଦଲାଲ ଚମ୍ପଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ଡିମିରିଆ ପଞ୍ଚାୟତ ଆନନ୍ଦସାହିର ବାସନ୍ତୀ ମୁଣ୍ଡା ପକ୍କାଘର କରିବା ପାଇଁ ସରକାରଙ୍କଠାରୁ ଅନୁଦାନ ପାଇଲେ। ମାତ୍ର ଏହି ଟଙ୍କା ଜଣେ ଦଲାଲ ନେଇ ଆଉ ଧରାଛୁଆଁ ଦେଉନାହିଁ। ଫଳରେ ବାସନ୍ତୀଙ୍କ ପରିବାର ଭାଗ୍ୟକୁ ଆଦରି…

Continue Reading‘ଆବାସ’ ଟଙ୍କାନେଇ ଦଲାଲ ଚମ୍ପଟ

ନାବାଳିକା ବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଚାଇଲଡ ଲାଇନ୍‌ପକ୍ଷରୁ ଜଣେ ୧୭ ବର୍ଷୀୟା ନାବାଳିକାର ବିବାହ ହେବାକୁଥିବା ଖବର ପାଇଁ ତାଙ୍କ ଘରେ ପହଞ୍ଚି ବିବାହକୁ ବନ୍ଦ କରିଥିବା ଜଣାପିଛି। ପାଳଲହଡା ବ୍ଲକ ବାଲିପଶି ପଞ୍ଚାଯତ ହାତୀଗେଞ୍ଜ ଗ୍ରାମର ଏହି ନାବାଳିକା ଜଣକ ଆସନ୍ତା…

Continue Readingନାବାଳିକା ବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ

ପାଣି ଟ୍ୟାଙ୍କରରୁ ଗଞ୍ଜେଇ ଜବତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ୨୪୯ ନଂ ଜାତୀୟ ରାଜପଥରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। କେତେଵେଳେ ଚୋରା କୋଇଲା ତ ଆଉ କେତେଵେଳେ ଚୋରାକାଠ। ତେବେ ଚୋରା ଗଞ୍ଜେଇ ଚାଲାଣ ଏହି ରାସ୍ତାର…

Continue Readingପାଣି ଟ୍ୟାଙ୍କରରୁ ଗଞ୍ଜେଇ ଜବତ

ଭୋଜି ପାଇଁ ତଣ୍ଡ ଗଣିଲେ

ଅନୁଗୁଳ: କୋଭିଡ ନିୟମ ଉଲ୍ଲଙ୍ଘନ କରି ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଳକର ଦ୍ବିତୀୟ ଚିଲିକାଠାରେ ଭୋଜି କରିବା ମହଙ୍ଗା ପଡିଲା। ପାଳଲହଡା ତହସିଲଦାର ଲମ୍ବୋଦର ମାରାଣ୍ଡିଙ୍କ ନେତୃତ୍ବରେ ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନ ଏବଂ ପୁଲିସ ପ୍ରଶାସନର ଏକ ମିଳିତ ଦଳ…

Continue Readingଭୋଜି ପାଇଁ ତଣ୍ଡ ଗଣିଲେ

ବୁଧବର ଖୋଲିବ ଧାନ ମଣ୍ଡି

ଅନୁଗୁଳ:ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡରେ ଆସନ୍ତା ୫ ତାରିଖରୁ ଧାନ କ୍ରୟ ଆରମ୍ଭ କରାଯିବ ବୋଲି ଜଣାଯାଇଛି । ନିଜର ହକ ପାଇଁ ସମବାୟ ସମିତିର କର୍ମଚାରୀମାନେ ଧାରଣାରେ ବସିବା ପରେ ସରକାରଙ୍କ ସହିତ ବୁଝାମଣା କରି ସମବାୟ ସମିତିର କର୍ମଚାରୀମାନେ…

Continue Readingବୁଧବର ଖୋଲିବ ଧାନ ମଣ୍ଡି