ବନ୍ଦ ହେବ ପାଳଲହଡ଼ା ଜେଲ୍!

ଅନୁଗୁଳ: ଅନ୍ତେବାସୀ ବା କଏଦୀଙ୍କ ଅଭାବ ହେତୁ ଓଡ଼ିଶାର ୧୮ଟି ଜେଲ୍‌ ବନ୍ଦ ହେବ। ବ୍ରିଟିଶ୍‌ ଅମଳର ଏହି ସବୁ ଜେଲ୍‌ରେ ଏବେ ଯଥେଷ୍ଟ ସ˚ଖ୍ୟକ ଅନ୍ତେବାସୀ ବା କଏଦୀ ନଥିବାରୁ ସେଗୁଡ଼ିକୁ ବନ୍ଦ କରାଯିବା ନେଇ ସୂଚନା ଦେଇଛନ୍ତି ଡିଜି…

Continue Readingବନ୍ଦ ହେବ ପାଳଲହଡ଼ା ଜେଲ୍!

କାଠ ବୋଝେଇ ପିକଅପ ଭ୍ୟାନ ଜବତ୍

ପାଲଲହଡ଼ା: ପାଳଲହଡ଼ା ବ୍ଳକ ଖମାର ଅଞ୍ଚଳରେ ବନ କର୍ମଚାରୀ ହାତୀ ସୁରକ୍ଷା ଦାୟିତ୍ବରେ ଥିବା ବେଳେ ଏହାର ଫାଇଦା ନେଉଛନ୍ତି କାଠ ମାଫିଆ। ଗତ ଗୁରୁବାର ସଂଧ୍ୟାରେ କଣିହାଁ ବ୍ଲକ୍ ଅର୍କିଳ ଗ୍ରାମରୁ ଵିଜିଗୋଳ ଗ୍ରାମକୁ କାଠ ଚାଲାଣ ହେଉଥିବା ଏକ…

Continue Readingକାଠ ବୋଝେଇ ପିକଅପ ଭ୍ୟାନ ଜବତ୍

ଆମ୍ବୁଲାନ୍ସ- ଟ୍ରକ୍ ମୁହାଁମୁହିଁ ଧକ୍କା

ପାଳଲହଡ଼ା: ପାଳଲହଡା ଥାନା ମୁକ୍ତାପୁର ଛକ ନିକଟରେ ଗୁରୁବାର ୧୦୨ ଆମ୍ବୁଲାନ୍ସ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଆମ୍ବୁଲାନ୍ସ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ପାଳଲହଡା ଡାକ୍ତରଖାନାରେ ନିୟୋଜିତ ଥିବା 102 ଆମ୍ବୁଲାନ୍ସ ରୋଗୀ…

Continue Readingଆମ୍ବୁଲାନ୍ସ- ଟ୍ରକ୍ ମୁହାଁମୁହିଁ ଧକ୍କା

କରୋନା ଯୋଗୁଁ ପତ୍ରିକା ବେପାର ମାନ୍ଦା

ଅନୁଗୁଳ: ଲେଖକ, ପ୍ରକାଶକ, ପାଠକ ସମସ୍ତେ ଚାହିଁ ବସିଥାନ୍ତି ଶାରଦୀୟ ପତ୍ରିକା ହାଟକୁ। ଏହି ସମୟରେ ବରିଷ୍ଠ ଓ କନିଷ୍ଠ କବି ଓ ଲେଖକଙ୍କ ଲେଖାରେ ସମୃଦ୍ଧ ବିଭିନ୍ନ ପତ୍ରିକା ବଜାରକୁ ଆସେ। ପାଠକ ଓ ସାହିତ୍ୟପ୍ରେମୀ ପତ୍ରିକା କିଣନ୍ତି, ପଢ଼ନ୍ତି।…

Continue Readingକରୋନା ଯୋଗୁଁ ପତ୍ରିକା ବେପାର ମାନ୍ଦା