ଚୋରି କରି ଜଣେ ଗିରଫ
ଅନୁଗୁଳ: ଘରେ ପଶି ଚୋରି କରିବା ଅଭିଯୋଗରେ ପାଳଲହଡ଼ା ପୁଲିସ ବୁଧବାର ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୋଗ ଅନୁଯାୟୀ, ଗତ ୮ ତାରିଖରେ ପାଲଲହଡ଼ା ଅ ଳର ମମତା ମହାନ୍ତଙ୍କ ପରିବାର ଲୋକ ରାତିରେ ଖାଇସାରି…
ଅନୁଗୁଳ: ଘରେ ପଶି ଚୋରି କରିବା ଅଭିଯୋଗରେ ପାଳଲହଡ଼ା ପୁଲିସ ବୁଧବାର ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୋଗ ଅନୁଯାୟୀ, ଗତ ୮ ତାରିଖରେ ପାଲଲହଡ଼ା ଅ ଳର ମମତା ମହାନ୍ତଙ୍କ ପରିବାର ଲୋକ ରାତିରେ ଖାଇସାରି…
ଅନୁଗୁଳ: ପାଳଲହଡ଼ା ବ୍ଲକ୍ ରୋହିଲା ପଂଚାୟତରେ ବ୍ୟାପକ ଦୁର୍ନୀତି, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହେରଫେର ,ମନରେଗା କାମରେ ଶ୍ରମିକ ବଦଳରେ ମେସିନ ଦ୍ବାରା କାମ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ୧୦ ଦିନ ତଳେ ଜିଲ୍ଲା ଓ ଉପଖଣ୍ଡ…
ଅନୁଗୁଳ: ମଙ୍ଗଳବାର ପାଳଲହଡ଼ା ଉପଖଣ୍ଡର ଖମାରଠାରେ ଥିବା ଔଷଧ ଦୋକାନ ଯାଞ୍ଚ କରିଛନ୍ତି ଡ୍ରଗସ୍ ଇନିସପେକ୍ଟର (ଡିଆଇ) ମୁକ୍ତିନନ୍ଦା ଶତପଥୀ । ପ୍ରାୟ ୧୦ଟି ଦୋକାନ ଯାଞ୍ଚ କରି ଔଷଧପତ୍ର ଓ କାଗଜାତ୍ ଯାଞ୍ଚ କରିଥିଲେ । ଔଷଧର ଅବଧି ସରିଛି…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବେଆଇନ୍ ଗୋରୁ ଚାଲାଣ ଥମିବାର ନାଁ’ ନେଉନି। ପୁଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ମାଫିଆ ଗୋରୁଚାଲାଣ କରୁଥିବା ବେଳେ ଶୁକ୍ରବାର ପାଲଲହଡ଼ା ଥାନା ଇଲାକା ବାଙ୍କଧର ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଅଭାବନୀୟ ଘଟଣା…
ଅନୁଗୁଳ:ପାଳଲହଡ଼ା ବ୍ଲକ ନମପଶି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚାୟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଥିବା ପଞ୍ଚାୟତର ୧୧ଟି ଗାଁର ପାଖାପାଖି ୮୦ ଜଣ ଆବେଦନକାରୀ ଗୁରୁବାର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ ଏ…
ଅନୁଗୁଳ: ଦୁର୍ବୃତ୍ତଙ୍କ ଟାର୍ଗେଟ୍ରେ ଏବେ ସ୍କୁଲ । ନିୟମିତ ଜିଲ୍ଲାର ବିଭିନ୍ନ ସ୍କୁଲରୁ ଚୋରି ହେଉଛି। କିଛି ଦିନ ତଳେ ଅନୁଗୁଳ ବ୍ଲକ୍ର ବଲାସିଂହା ଓ ମାଟିଆସାହି ସ୍କୁଲରୁ ଚୋରି ହୋଇଥିଲା। ଏହି ଦୁଇ ଚୋରି ମନରୁ ନଲିଭୁଣୁ ପାଳଲହଡ଼ା ଥାନା…
ଅନୁଗୁଳ: ଆଷାଢ଼ ବିତିବାକୁ ବସିଲାଣି। ଏବେ ଅସରାକୁ ଅସରା ବର୍ଷା ହେବା କଥା। କିନ୍ତୁ ଟାଇଁ ଟାଇଁ ଖରାରେ ଧାନଗଛ ଝାଉଁଳିଲାଣି। ପାଳଲହଡ଼ା ବ୍ଲକ୍ରେ ମରୁଡ଼ି ହେବା ନେଇ ଚାଷୀମାନେ ଆଶଙ୍କା କଲେଣି। ବ୍ଲକ୍ରେ ଚାଷ ମୁଖ୍ୟତଃ ବର୍ଷାଜଳ ଉପରେ ନିର୍ଭର…
ଅନୁଗୁଳ : ମାରାତ୍ମକ ରୋଗ ଡେଙ୍ଗୁର ମୁକାବିଲା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଅଣ୍ଟା ଭିଡ଼ିଛି। ଜୁଲାଇ ମାସକୁ ଡେଙ୍ଗୁ ସଚେତନତା ମାସ ଭାବେ ପାଳନ କରାଯାଏ। ଏହି ଉପଲକ୍ଷେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଡେଙ୍ଗୁ ନିରୋଧ ବୈଠକ…
ଅନୁଗୁଳ: ଓଡ଼ିଶାର ସମସ୍ତ ଜିଲ୍ଲାରେ ଥିବା ପାଉଡ଼ି ଭୂୟାଁମାନଙ୍କ ପାଇଁ ରାଜ୍ୟସରକାର ୫ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି। କରୋନା ଯୋଗୁଁ ଗରିବ ଲୋକେ ଜୀବିକା ହରାଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବୁଧବାର ଏହି ଘୋଷଣା ସେମାନଙ୍କ ମଧ୍ୟରେ ଆନନ୍ଦ…
ଅନୁଗୁଳ:ପାଳଲହଡା ଅଞ୍ଚଳରେ ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି। ଫଳରେ ଖଟିଆରେ ଦେଢ କିଲୋମିଟର ବୁହା ହୋଇଛନ୍ତି ରୋଗୀ । ଏମିତି ଏକ ବିଚଳିତ କଲା ଭଳି ଚିତ୍ର ସାମ୍ନାକୁ ଆସିଛି ପାଳଲହଡା ଟାଉନ ଠାରୁ ମାତ୍ର ଦୁଇ…