ଚୌକାଠ ସହ ୪ ସାଇକଲ୍ ଜବତ

ଅନୁଗୁଳ: ଖମାର ରେଞ୍ଜ ତାମ୍ବୁର ବିଟ୍ ଅଞ୍ଚଳରେ ବନବିଭାଗ ଗୁରୁବାର ଭୋରରେ ଚଢ଼ିଉକରି ଶାଳ ଚୌକାଠ ନେଉଥିବା ୪ଟି ସାଇକଲ୍ ଜବତ କରିଛି । ବନ ବିଭାଗ ସୂତ୍ରରୁ ପ୍ରକାଶ, ରାତିରେ ଖମାର ରେଞ୍ଜର ଚନ୍ଦ୍ରଶେଖର ଗଡ଼ନାୟକ ସଦଳବଳ ତାମ୍ବୁର ବିଟ୍…

Continue Readingଚୌକାଠ ସହ ୪ ସାଇକଲ୍ ଜବତ

ପାଲଲହଡାରେ କୋଭିଡ କେୟାର ସେଣ୍ଟର ଉଦଘାଟନ ବେଳେ ସାଂସଦ ଓ ବିଧାୟକ ଗୋଷ୍ଠୀ ମୁହାଁମୁହିଁ

ଅନୁଗୁଳ: ପାଲଲହଡାରେ କୋଭିଡ କେୟାର ସେଣ୍ଟର ଉଦଘାଟନୀକୁ ନେଇ ବିଧାୟକ, ସାଂସଦ ମୁହାଁମୁହିଁ । ସାଂସଦ ମହେଶ ସାହୁ ପହଁଚିବା ପୂର୍ବରୁ ବିଧାୟକ ମୁକେଶ ପାଲ ଫିତା କାଟି ଦେଇଥିଲେ । ଫଳରେ ତାକୁ ନେଇ ଫାୟାର ହୋଇଯାଇଥିଲେ ସାଂସଦ ମହୋଦୟ…

Continue Readingପାଲଲହଡାରେ କୋଭିଡ କେୟାର ସେଣ୍ଟର ଉଦଘାଟନ ବେଳେ ସାଂସଦ ଓ ବିଧାୟକ ଗୋଷ୍ଠୀ ମୁହାଁମୁହିଁ

ଅସହାୟ ୧୧ ଶିଶୁଙ୍କ ଥଇଥାନ ପ୍ରୟାସ

ଅନୁଗୁଳ: ଜିଲ୍ଲାରେ ଥିବା ବାପ-ମା’ଛେଉଣ୍ଡ ପିଲାଙ୍କ ଥଇଥାନକୁ ଗୁରୁତ୍ବ ଦେଉଛି ଜିଲ୍ଲା ପ୍ରଶାସନ। ବାପା-ମା'ଙ୍କୁ ହରାଇବା ପରେ ସେମାନଙ୍କର ଅନାଥ ପିଲାମାନଙ୍କୁ ଉତ୍ତମ ଶିକ୍ଷା ସହ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଛି । ରବିବାର…

Continue Readingଅସହାୟ ୧୧ ଶିଶୁଙ୍କ ଥଇଥାନ ପ୍ରୟାସ

ଟାଟା ପାୱାରର ୧୦୦ କର୍ମଚାରୀ ଗଲେ ଭଦ୍ରକ

ଅନୁଗୁଳ:ବାତ୍ୟା 'ୟାସ୍‌’ ପ୍ରଭାବରେ ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସେବା ସ୍ବାଭାବିକ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଶାସନ ସଚିବ ଓ…

Continue Readingଟାଟା ପାୱାରର ୧୦୦ କର୍ମଚାରୀ ଗଲେ ଭଦ୍ରକ

ପାରିବାରିକ କଳହର କରୁଣ ପରିଣତି, ନିଆଁ ପୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର

ଅନୁଗୁଳ: ପାରିବାରିକ କଳହର କରୁଣ ପରିଣତି ସ୍ୱାମୀଙ୍କ ସହ ଝଗଡ଼ା ହେବାରୁ ରାଗି ଯାଇ ପତ୍ନୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଲେ ପତ୍ନୀଙ୍କୁ ରକ୍ଷା କରିବାକୁ ଯାଇ ସ୍ଵାମୀ ମଧ୍ୟ ଗୁରୁତର ଭାବେ ପୋଡ଼ି ହୋଇଯାଇଛନ୍ତି ।…

Continue Readingପାରିବାରିକ କଳହର କରୁଣ ପରିଣତି, ନିଆଁ ପୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର

ନାବାଳିକା ବିବାହ ପଣ୍ଡ କଲା ଚାଇଲ୍ଡ ଲାଇନ୍

ଅନୁଗୁଳ: ବିବାହ ପ୍ରସ୍ତୁତି ଶେଷ ହୋଇଥିଲା। ଆଉ କେଇ ଘଣ୍ଟା ପରେ ବିବାହ ବନ୍ଧନରେ ଛନ୍ଦି ହୋଇଥାନ୍ତେ ନାବାଳିକା। ହେଲେ ଠିକଣା ସମୟରେ ଏଣ୍ଟ୍ରି ମାରି ନାବାଳିକା ବିବାହକୁ ରୋକିଲା ଚାଇଲ୍ଡଲାଇନ୍। ପାଳଲହଡ଼ା ବ୍ଲକ ମହୁଲିଆପଶି ଗ୍ରାମରେ ଘଟିଥିବା ଏହି ଘଟଣା…

Continue Readingନାବାଳିକା ବିବାହ ପଣ୍ଡ କଲା ଚାଇଲ୍ଡ ଲାଇନ୍

ପାଳଲହଡ଼ାରେ ତିନିଦିନିଆ ସଟ୍‌ଡାଉନ୍

ଅନୁଗୁଳ: ପାଲଲହଡ଼ା ବ୍ଲକ୍‌ରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣ ରୋକିବା ପାଇଁ ପାଳଲହଡ଼ା ଟାଉନକୁ ୩ ଦିନ ସଟ୍‌ଡାଉନ୍ କରିବା ନିମନ୍ତେ ସ୍ଥାନୀୟ ବ୍ୟବସାୟୀ ସଂଘ ପକ୍ଷରୁ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରଶାସନର ସହମତି ପରେ ବୁଧବାରଠାରୁ ୩ ଦିନ ପର୍ଯ୍ୟନ୍ତ…

Continue Readingପାଳଲହଡ଼ାରେ ତିନିଦିନିଆ ସଟ୍‌ଡାଉନ୍

ପୁଲିସ ଯାଞ୍ଚ, ଅମାନିଆଙ୍କୁ ଜରିମାନା

ଅନୁଗୁଳ: କରୋନା ଅଞ୍ଚଳରେ ଆତଙ୍କ ଖେଳାଇଲାଣି। ଏହା ସତ୍ତ୍ବେ ଅନେକ ଲୋକ ଆବଶ୍ୟକ କଟକଣା ମାନିବାକୁ ନାରାଜ। ଏହିଭଳି ଅମାନିଆଙ୍କ ପ୍ରତି ପ୍ରଶାସନ ପକ୍ଷରୁ ମଙ୍ଗଳବାର ପଦକ୍ଷେପ ନିଆଯାଇଛି। ପାଳଲହଡ଼ା ଟାଉନ ରାମାୟଣ ଛକ, ବଜାର ଛକ ଓ ନୂଆ ବସସ୍ଟାଣ୍ଡରେ…

Continue Readingପୁଲିସ ଯାଞ୍ଚ, ଅମାନିଆଙ୍କୁ ଜରିମାନା

ଅନୁଗୁଳରେ ଖୋଲିବ ତିନି ଦମକଳ କେନ୍ଦ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆଉ ତିନିଟି ଦମକଳ କେନ୍ଦ୍ର ଖୋଲିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପାଲଲହଡ଼ା ବ୍ଳକ୍‌ର ଖମାର, ଆଠମଲ୍ଲିକ ଉପଖଣ୍ଡ ତଥା କିଶୋରନଗର ବ୍ଳକ୍ର ବଇଣ୍ଡା ଓ ଅନୁଗୁଳ ବ୍ଳକ୍‌ର ଅନ୍ତୁଳିଆଠାରେ ଏହି ଦମକଳ କେନ୍ଦ୍ର…

Continue Readingଅନୁଗୁଳରେ ଖୋଲିବ ତିନି ଦମକଳ କେନ୍ଦ୍ର

ଜଳିଗଲା କଣ୍ଟେନର୍

ଅନୁଗୁଳ: ୪୯ ନମ୍ବର ଜାତୀୟ ରାଜପଥରେ ପାଳଲହଡ଼ା ଟାଉନ ଉପକଣ୍ଠ ଶିବମନ୍ଦିର ଛକରେ ଛିଡ଼ା ହୋଇଥିବା ଏକ ମାଲ୍ ବୋଝେଇ କଣ୍ଟେନର୍ (ଏଚ୍ଆର୬୧ଡି- ୦୩୫୩) ଶୁକ୍ରବାର ରାତି ପ୍ରାୟ ୭ଟାବେଳେ ଜଳିଯାଇଛି । ମୋବିଲ୍ ଓ ଗାଡ଼ିଯନ୍ତ୍ରାଂଶ ବୋଝେଇ ହୋଇଥିବା ଏହି…

Continue Readingଜଳିଗଲା କଣ୍ଟେନର୍