ଜିଲ୍ଲା ପ୍ରଶାସନର ନୂଆ ପ୍ରୟାସ: ୨୦୨୩ ସୁଦ୍ଧା ଅନୁଗୁଳ ହେବ ଦେଶର ଅନ୍ୟତମ ଶ୍ରେଷ୍ଠ ଜିଲ୍ଲା

ଅନୁଗୁଳ: ଖଣି ଅଧ୍ୟୁଷିତ ଜିଲ୍ଲା ଅନୁଗୁଳକୁ ୨୦୨୩ ସୁଦ୍ଧା ଦେଶର ଅନ୍ୟତମ ଶ୍ରେଷ୍ଠ ଜିଲ୍ଲାରେ ପରିଣତ କରିବା ପାଇଁ ପ୍ରସ୍ତୁତ କରାଯାଇଛି ଭିଜନ-୨୦୨୩। ଏଥିରେ ଜିଲ୍ଲାର ପରିବେଶ ସୁରକ୍ଷା, ସା˚ସ୍କୃତିକ ଐତିହ୍ୟ ସାଙ୍ଗକୁ ମାନବ ସମ୍ବଳର କିଭଳି ବିକାଶ ହେବ ସେଥିନେଇ…

Continue Readingଜିଲ୍ଲା ପ୍ରଶାସନର ନୂଆ ପ୍ରୟାସ: ୨୦୨୩ ସୁଦ୍ଧା ଅନୁଗୁଳ ହେବ ଦେଶର ଅନ୍ୟତମ ଶ୍ରେଷ୍ଠ ଜିଲ୍ଲା

କଳାକନା ବୁଲାଇଲେ ଦୁର୍ବୃତ୍ତ ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଅନୁଗୁଳ: ପାଳଲହଡ଼ା ଦମକଳ କେନ୍ଦ୍ର ନିକଟ ଏକ ଘରେ କଳାକଳା ବୁଲାଇଛନ୍ତି ଦୁର୍ବୃତ୍ତ । ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ଜଣେ ଅଗ୍ନିଶମ କର୍ମଚାରୀଙ୍କ ଭଡ଼ାଘରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଛନ୍ତି । ପୁଲିସ୍ ସୂଚନା ମୁତାବକ, ଦେବଗଡ଼ ଜିଲ୍ଲା…

Continue Readingକଳାକନା ବୁଲାଇଲେ ଦୁର୍ବୃତ୍ତ ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣି ସାଧୁ ଚାତମ୍ବା ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କାଗଜପତ୍ର କାମ ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିନେଇଥିଲେ। ଏକ ଜମିଜମା…

Continue Readingଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

ଦୁଇଦିନ ହାଲୁକା ବର୍ଷା ସମ୍ଭାବନା ଅନୁଗୁଳରେ ଘନ କୁହୁଡି ଆଶଙ୍କା

ଅନୁଗୁଳ: ସାମୟିକ ଭାବେ ବଦଳିବ ପାଗ। ଗୁରୁବାର ଓ ଶୁକ୍ରବାର ରାଜ୍ୟର କେତେକ ଜାଗାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ପରେ ରାଜ୍ୟର ଶୀତ ପ୍ରକୋପ ପୁଣି ବଢ଼ିବା ସମ୍ଭାବନା ଅଛି। ସୋଆ ଜଳବାୟୁ ଓ ପରିବେଶ (ସିଇସି) କେନ୍ଦ୍ର…

Continue Readingଦୁଇଦିନ ହାଲୁକା ବର୍ଷା ସମ୍ଭାବନା ଅନୁଗୁଳରେ ଘନ କୁହୁଡି ଆଶଙ୍କା

ଜଙ୍ଗଲରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

ଅନୁଗୁଳ: ବୁଧବାର ପୂର୍ବାହ୍ନରେ ପାଳଲହଡ଼ା ବ୍ଲକ୍ ତଥା ଖମାର ଥାନା କୁଚିଆବେଡା ଜଙ୍ଗଲରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁଟି ଗଛ ମୂଳରେ ପଡିଥିବା ବେଳେ ଗ୍ରାମର କିଛି ମହିଳା ଦେଖିଥିଲେ। ଖବର ପାଇ ଖବର ପାଇ ଖମାର ଥାନା…

Continue Readingଜଙ୍ଗଲରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

ଧାନ ମଣ୍ତିରେ ଘୋଟାଲା, ଜିଲ୍ଲାପାଳଙ୍କୁ ଅଭିଯୋଗ

ଖାମର: ପାଳଲହଡ଼ା ବ୍ଲକ୍‌ ଅନ୍ତର୍ଗତ ଖମାର ସେବା ସମବାୟ ଧାନ ମଣ୍ତିରେ ବଡ଼ଧରଣର ଘୋଟାଲା ହୋଇଥିବା ନେଇ ଚାଷୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଅଭିଯୋଗ କରିଛନ୍ତି। ଖମାର ଡାକବଙ୍ଗଳାଠାରେ ଜିଲ୍ଲାପାଳ, ଏଡିଏମ୍‌ଙ୍କୁ ଗିରିଶ ପ୍ରଧାନ, ଅଲେଖ ପ୍ରଧାନ, ସଞ୍ଜୟ ପ୍ରଧାନ,…

Continue Readingଧାନ ମଣ୍ତିରେ ଘୋଟାଲା, ଜିଲ୍ଲାପାଳଙ୍କୁ ଅଭିଯୋଗ

ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ

ପାଲଲହଡା: ଶନିବାର ପୂର୍ବାହ୍ନ ସାଢେ଼ ୧୧ ଟା ବେଳେ ବିଶ୍ୱନାଥ ନାଏକ ନାମକ ଜଣେ ଯୁବକ ଥାନା ଆଗରେ ଦେହରେ କିରାସିନି ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ଯାଇଛି। ତାଙ୍କ ଘର ସ୍ଥାନୀୟ ଈଶ୍ୱରନଗରରେ। ପ୍ରେମରେ ବିଫଳ ହେଇ…

Continue Readingବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ

ଦୁଇ ଅପହୃତ ସୁପର୍ ଭାଇଜର୍ ଉଦ୍ଧାର

ପାଲଲହଡା: ଗତ ସୋମବାର ବିଳମ୍ବିତ ରାତିରେ ପାଳଲହଡା ଥାନା ଶିଗଡ ପଞ୍ଚାୟତ କମ୍ପରକିଳାଠାରେ ଥିବା ଏକ ଠିକା କ୍ୟାମ୍ପରୁ ଅପହୃତ ଦୁଇ ଜଣ ସୁପରଭାଇଜାର ଶୁକ୍ରବାର ଫେରିଛନ୍ତି। ଅପହରଣର ତିନି ଦିନ ପରେ ଓଡିଶା- ଝାଡ଼ଖଣ୍ଡ ସୀମାରେ ଅପହର୍ତା ସେମାନଂକୁ ଛାଡ଼ି…

Continue Readingଦୁଇ ଅପହୃତ ସୁପର୍ ଭାଇଜର୍ ଉଦ୍ଧାର

ଠିକାସଂସ୍ଥା କ୍ୟାମ୍ପରୁ ବନ୍ଧୁକ ମୁନରେ ଦୁଇ ସୁପରଭାଇଜରଙ୍କୁ ଅପହରଣ

ପାଲଲହଡ଼ା: ପାଲଲହଡ଼ା ଟାଉନ ଠାରୁ ୩ କିମି ଦୂର କମ୍ପରକୀଳା ସ୍ଥିତ ଏକ ଠିକା କ୍ୟାମ୍ପରୁ ଗତ ରାତିରେ ଦୁଇ ସୁପରଭାଇଜରଙ୍କୁ ଅପହରଣ କରଯାଇଛି। ୧୦/୧୨ ଜଣ ଯୁବକ ବନ୍ଧୁକ ମୁନରେ ଦୁଇ ସୁପରଭାଇଜରଙ୍କୁ ଉଠାଇ ନେଇଛନ୍ତି। ଠିକାଦାର ଛେଣ୍ଡିପଦା ଥାନା…

Continue Readingଠିକାସଂସ୍ଥା କ୍ୟାମ୍ପରୁ ବନ୍ଧୁକ ମୁନରେ ଦୁଇ ସୁପରଭାଇଜରଙ୍କୁ ଅପହରଣ

ଛଟେଇ ଠିକା ବିଦ୍ୟୁତ୍‌ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବି

ଅନୁଗୁଳ: ଏନ୍‌ଜେଏନ୍‌ଠାରୁ ବିଦ୍ୟୁତ୍‌ ଆବଣ୍ଟନ ଦାୟିତ୍ବ ଟିପିସିଓଡିଏଲ୍‌ (ଟାଟା ପାଵାର‌୍‌ ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମଟେଡ୍‌) ଅଧୀନକୁ ଯିବା ପରେ ପୂର୍ବରୁ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିଯୁକ୍ତି ମିଳିନାହିଁ। ବାରମ୍ବାର ଦାବି ସତ୍ତ୍ବେ ଟାଟା ପାୱାର ସେମାନଙ୍କୁ ନିଯୁକ୍ତି ନ ଦେବାରୁ…

Continue Readingଛଟେଇ ଠିକା ବିଦ୍ୟୁତ୍‌ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବି