ଔଷଧ ଦୋକାନରୁ ଚୋରି
ଅନୁଗୁଳ: ପାଳଲହଡ଼ା ବ୍ଲକ ଖମାର ଡାକ୍ତରଖାନା ସମ୍ମୁଖ ଏକ ଔଷଧ ଦୋକାନରୁ ଚୋରି ହୋଇଛି। କେହି ଦୁର୍ବୃତ୍ତ ଦୋକାନର ଆଜବେଷ୍ଟସ ଭାଙ୍ଗି ଲାପଟପ୍ ସହ ପ୍ରାୟ ୪୫ ହଜାର ଟଙ୍କା ଚୋରି କରିଥିବା ଖମାର ଥାନାରେ ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା…
ଅନୁଗୁଳ: ପାଳଲହଡ଼ା ବ୍ଲକ ଖମାର ଡାକ୍ତରଖାନା ସମ୍ମୁଖ ଏକ ଔଷଧ ଦୋକାନରୁ ଚୋରି ହୋଇଛି। କେହି ଦୁର୍ବୃତ୍ତ ଦୋକାନର ଆଜବେଷ୍ଟସ ଭାଙ୍ଗି ଲାପଟପ୍ ସହ ପ୍ରାୟ ୪୫ ହଜାର ଟଙ୍କା ଚୋରି କରିଥିବା ଖମାର ଥାନାରେ ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା…
ଅନୁଗୁଳ: ଖମାର ବନାଞ୍ଚଳ ଗାରଡ଼ମୁଣ୍ଡା ପୁରୁଣାପାଣି ଜଙ୍ଗଲରୁ ଶନିବାର ସକାଳେ ଏକ କୁଟୁରା ଆହତ ଅବସ୍ଥାରେ ଉଦ୍ଧାର ହୋଇଛି । ସକାଳୁ ଗାରଡ଼ ମୁଣ୍ଡା ଗ୍ରାମର କିଛିଲୋକ କେନ୍ଦୁପତ୍ର ସଂଗ୍ରହ କରି ନିକଟସ୍ଥ ପୁରୁଣାପାଣି ଜଙ୍ଗଲରୁ ଫେରୁଥିବା ବେଳେ ବାଟରେ କୁକୁର…
ଅନୁଗୁଳ: କରୋନା ବିରୁଦ୍ଧରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର। କରୋନାର ଲେଉଟାଣି ସାଙ୍ଗକୁ କଠୋର ହୋଇଛି କଟକଣା। ପୁଣି ଫେରିଛି ରାତ୍ରିକାଳୀନ କର୍ଫ୍ୟୁ। ଶନିବାର ରାତିରୁ ନାଇଟ୍ କର୍ଫ୍ୟୁ ନେଇ ରାଜ୍ୟ ସରକାର ଘୋଷଣା କରିବା ପରେ ଏଥିପାଇଁ ଅନୁଗୁଳ…
ଅନୁଗୁଳ:କରୋନା ସଂକ୍ରମଣ ରୋକିବା ପାଇଁ ପାଳଲହଡ଼ା ଟାଉନରେ ଶୁକ୍ରବାର କଡ଼ାକଡ଼ି ଭାବେ ମାସ୍କ ଯାଞ୍ଚ କରାଯିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲା। ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନଙ୍କ ଉପସ୍ଥିତିରେ…
ଅନୁଗୁଳ: ପାଳଲହଡ଼ା ବ୍ଲକ୍ ବତିସୁଆଁ ପଞ୍ଚାୟତର ପୁରୁଣାପାଣି ଭୀମକାଣ୍ଡ ଗାଁର ଦାନସର ସାମାଡ଼(୧୧) ସୋମବାର ରାତିରେ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୧୦ଟାବେଳେ ଦାନସର ପରିସ୍ରା କରିବା ପାଇଁ ଘରୁ ବାହାରକୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କୋର୍ଟ ପରିସରରେ କ୍ୟାବିନ୍ ଓ ପାଳଲହଡ଼ା ଏସଡିଜିଏମ୍ କୋର୍ଟରେ ଇ - ସେବା କେନ୍ଦ୍ର ସୋମବାର ଉଦଘାଟିତ ହୋଇଯାଇଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡ. ଏସ୍ ମୁରଲୀଧର ଭିଡିଓ କନଫରେନ୍ସି ଜରିଆରେ…
ଅନୁଗୁଳ: ପାଳଲହଡା ବ୍ଲକ୍ ତଥା ଖମାର ଥାନା ଇଞ୍ଜିଡ଼ ପଞ୍ଚାୟତ ଇଲାକାରୁ ୪ ତାରିଖ ରାତିରେ ଏଲ୍ଏଣ୍ଟଟିରେ ପାଣି ପାଇପ୍ ଚୋରି କରିବା ଅଭିଯୋଗରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଗୋଟିଏ ୧୨ ଚକିଆ ଟ୍ରକ୍ ସମେତ ୱାଗନର…
ଅନୁଗୁଳ: ପାଳଲହଡ଼ା ଥାନା ଇଲାକା ବତିସୁଆଁ ଗ୍ରାମରେ ଜଣେ ମହିଳାଙ୍କୁ ଗାଳିଗୁଲଜ ସହ ତାଙ୍କ ପିନ୍ଧା ଲୁଗାକୁ ଚିରି ଟଣାଓଟରା କରାଯିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏତଲା କ୍ରମେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି…
ଅନୁଗୁଳ: ପାଲଲହଡା ଉପଖଣ୍ଡ ଖମାର ଥାନା ଇଲାକାରେ ସୋମବାର ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ ବଳାତ୍କାରର ଶିକାର ହୋଇଛି । ମାଛ ତରକାରୀ ଓ ଚକଲେଟ ଦେବା ବାହାନାରେ ଜଣେ, ୧୬ ବର୍ଷ ର ବାଳକ ଏହି ଅମାନବୀୟ କାଣ୍ଡ ଘଟାଇଥିବା…
ଅନୁଗୁଳ: ପାଳଲହଡ଼ା ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକା ଏବେ ୮ମାସର ଗର୍ଭବତୀ। ପୀଡ଼ିତା ନାବାଳିକାର ବାପା ଏ ସଂପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ଜଣେ ୧୭ ବର୍ଷର ନାବାଳକ ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା…