ପାଳଲହଡ଼ା ମହୋତ୍ସବ ପାଇଁ ବାଜିଲା ବିଗୁଲ: ୨୮ରୁ ତିନି ଦିନ ଧରି ଜମିବ ସାଂସ୍କୃତିକ ଆସର
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାର ମହାକୁମ୍ଭ 'ପାଳଲହଡ଼ା ମହୋତ୍ସବ' ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ଠାରୁ ସ୍ଥାନୀୟ ଷ୍ଟାଡିୟମ ପରିସରରେ ତିନି ଦିନ ଧରି ଏହି ଭବ୍ୟ ମହୋତ୍ସବ ଆୟୋଜିତ ହେବାକୁ…



