ସରକାରୀ ବେତନ ଦାବି: କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ମାଲ୍ୟଗିରି ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ

ଅନୁଗୁଳ: ରାଜ୍ୟ ସଂଘର ଆହ୍ୱାନ କ୍ରମେ ସରକାରୀ ବେତନ ଦାବିରେ ଅନୁଗୁଳ ଜିଲ୍ଲା ପାଳଲହଡା ମାଲ୍ୟଗିରି ମହାବିଦ୍ୟାଳୟର ପରିଚାଳନା କମିଟି ଦ୍ଵାରା ନିଯୁକ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଅଧ୍ୟାପକ ମନୋଜ କୁମାର ବିଶ୍ୱାଳଙ୍କ କହିବାନୁଯାୟୀ, ୨୦୦୮ରୁ…

Continue Readingସରକାରୀ ବେତନ ଦାବି: କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ମାଲ୍ୟଗିରି ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଛାତ୍ରଙ୍କ ସହ ତିନି ଜଣ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଦେଇ ଯାଇଥିବା ରାଜପଥରେ ଆଜି ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଫଳରେ ୩ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଗୁରୁବାର ମାଲ୍ୟାଗିରି ମହାବିଦ୍ୟାଳୟର ଯୁକ୍ତ ଦୁଇର ଛାତ୍ର ସିଦ୍ଧାର୍ଥ ନାୟକ ବାଇକରେ ନିଜ…

Continue Readingଦୁଇ ବାଇକ ମୁହାଁମୁହିଁ ଧକ୍କା, ଛାତ୍ରଙ୍କ ସହ ତିନି ଜଣ ଗୁରୁତର

ଶୌଚ ହେବାକୁ ଗଲେ, ଶବ ହୋଇ ଫେରିଲେ: ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ଖମାର ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମ ନିକଟସ୍ଥ ୧୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଲଣ୍ଡା ଗ୍ରାମରେ ବସନ୍ତ କୁମାର ମହାନ୍ତି…

Continue Readingଶୌଚ ହେବାକୁ ଗଲେ, ଶବ ହୋଇ ଫେରିଲେ: ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଶଙ୍ଖମୁରର ସମିତିସଭ୍ଯଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତକୁ ନ ଗିରଫ କଲେ ବିଜେଡିର ଥାନା ଘେରାଉ ଚେତାବନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ଶଙ୍ଖମୁର ପଞ୍ଚାୟତର ବିଜେଡି ସମର୍ଥିତ ସମିତିସଭ୍ୟ ନୀଳମାଧବ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ୧୫ରୁ ଊର୍ଦ୍ଧ୍ବ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଖମାର ଡାକ୍ତରଖାନାରେ…

Continue Readingଶଙ୍ଖମୁରର ସମିତିସଭ୍ଯଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତକୁ ନ ଗିରଫ କଲେ ବିଜେଡିର ଥାନା ଘେରାଉ ଚେତାବନୀ

କାଠ କାଟୁଥିବା ବେଳେ ଲାଗିଗଲା ବିଦ୍ୟୁତ୍ ତାର, ଅଧା ପୋଡ଼ିଯାଇ ଯୁବକ ମୃତ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଶିଗଡ଼ ପଞ୍ଚାୟତ ଅନ୍ତର୍ଗତ ତିମି ଗାଁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ଗାଁର ଅରୁଣ ପ୍ରଧାନ (୨୨) ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, ଅରୁଣ…

Continue Readingକାଠ କାଟୁଥିବା ବେଳେ ଲାଗିଗଲା ବିଦ୍ୟୁତ୍ ତାର, ଅଧା ପୋଡ଼ିଯାଇ ଯୁବକ ମୃତ

ଦୁଗ୍ଧ ଚାଷୀଙ୍କ ପାଇଁ ସୋସାଇଟି: ଗୋ ଚାଷୀଙ୍କ ବୈଠକରେ ବିଧାୟକଙ୍କ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ବ୍ୟାରେଜ ଅତିଥି ଭବନ ଠାରେ କୁଲେଇ, ସମଲ ଓ ହରିହର ପୁର ପଞ୍ଚାୟତର ଗୋ ଚାଷୀଙ୍କ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପାଳଲହଡା ବିଧାୟକ ଯୋଗ ଦେଇ ୩ଟି ପଞ୍ଚାୟତର…

Continue Readingଦୁଗ୍ଧ ଚାଷୀଙ୍କ ପାଇଁ ସୋସାଇଟି: ଗୋ ଚାଷୀଙ୍କ ବୈଠକରେ ବିଧାୟକଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ

ଅନୁଗୁଳ: ଆଜି ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପାଳଲହଡା ଉପଜିଲ୍ଲାପାଳଙ୍କ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନଶୁଣାଣି ଶିବିରରେ ସମୁଦାୟ ୮୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୬୬ଟି ବ୍ୟକ୍ତିଗତ…

Continue Readingଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ

ନଦୀ ପଠାରୁ ଗଳିତ ମୃତ ଦେହ ଉଦ୍ଧାର

ପାଳଲହଡା: ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ପବିତ୍ରପୁର ପଞ୍ଚାୟତ ସନବାଗଦାରୀ ଗାଁ ନଦୀ ପଠାରେ ଏକ ଅଜଣା ଗଳିତ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପ୍ରାଥମିକ ତଦନ୍ତ ଅନୁସାରେ ମୃତଦେହଟି…

Continue Readingନଦୀ ପଠାରୁ ଗଳିତ ମୃତ ଦେହ ଉଦ୍ଧାର

ନାବାଳିକାକୁ ଅପହରଣ ପରେ ଯୌନ ଶୋଷଣ, ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ଯୌନ ସମ୍ପର୍କ ରଖିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଦେଓପୋଷ ଗାଁର…

Continue Readingନାବାଳିକାକୁ ଅପହରଣ ପରେ ଯୌନ ଶୋଷଣ, ଯୁବକ ଗିରଫ

ଜୁଇରୁ ମହିଳାଙ୍କ ଶବ ଜବତ, ହତ୍ୟା ଅଭିଯୋଗରେ ସ୍ଵାମୀ ଅଟକ

ଅନୁଗୁଳ: ଜୁଇରୁ ମହିଳାଙ୍କ ଶବ ଜବତ। ଦାହ କରିବା ପୂର୍ବରୁ ଉଠାଇ ଆଣିଲା ପୋଲିସ। ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ ସଇଡା ଗ୍ରାମରେ ସୋମବାର ଏଭଳି ଘଟଣା ଦେଖିବାକୁ ମିଳିଛି। ମହିଳାଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ପରେ ପୋଲିସ…

Continue Readingଜୁଇରୁ ମହିଳାଙ୍କ ଶବ ଜବତ, ହତ୍ୟା ଅଭିଯୋଗରେ ସ୍ଵାମୀ ଅଟକ