ଗ୍ୟାସ୍ ଟାଙ୍କି ବିସ୍ଫୋରଣ, ୪ ଗୁରୁତର
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ତଥା ରେଙ୍ଗାଳି ଥାନା ବାଲିପଶି ଗ୍ରାମରେ ଭୟଙ୍କର ଗ୍ୟାସ୍ ଟାଙ୍କି ବିସ୍ଫୋରଣ ଜନିତ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ ହୋଇଛନ୍ତି । ତିନି ଜଣ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର ହୋଇଥିବା…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ତଥା ରେଙ୍ଗାଳି ଥାନା ବାଲିପଶି ଗ୍ରାମରେ ଭୟଙ୍କର ଗ୍ୟାସ୍ ଟାଙ୍କି ବିସ୍ଫୋରଣ ଜନିତ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ ହୋଇଛନ୍ତି । ତିନି ଜଣ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର ହୋଇଥିବା…
ଅନୁଗୁଳ(Jugal Kishore Sahoo) : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଜଳଭଣ୍ଡାରର ଉପର ମୁଣ୍ଡରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବ୍ରାହ୍ମଣୀ ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ବନ୍ୟାଜଳ ନିଷ୍କାସନ ପାଇଁ ସକାଳ ୧୧ଟା ୪୮ ମିନିଟ୍ରେ ୭…
ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଥାନା ଭାଲିଆବେଡା ଗ୍ରାମର ସନତ୍ କୁମାର ପ୍ରଧାନ (୨୬)ଯୁବକକୁ ସେହି ଗ୍ରାମର ଯଶୋବନ୍ତ ଦାସ ମାଡ଼ପିଟ କରି ସୁନା ଚେନ ଛଡାଇ ନେଇଯିବା ବୁଧବାର ଥାନାରେ ଅଭିଯୋଗ ହୋଇଛି।…
ଅନୁଗୁଳ ( Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ସୁଲେଇପାଳ ଗ୍ରାମରେ ସ୍ବାମୀ ଓ ସ୍ତ୍ରୀଙ୍କୁ ପ୍ରାଣନ୍ତକ ଆକ୍ରମଣ ଘଟଣାରେ ଫେରାର ଥିବା ସେହି ଗ୍ରାମର ଅଭିଯୁକ୍ତ ଦାଣ୍ଡୁଆ ଗୋଛାୟତକୁ ପୁଲିସ୍ ଗିରଫ କରି ମଙ୍ଗଳବାର…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଳକ ରେଙ୍ଗାଳି ପ୍ରକଳ୍ପ ଓସିସି କଲୋନି ନିକଟସ୍ଥ ବାବା ଆଖଣ୍ଡଳମଣି ମନ୍ଦିର ପରିସରରେ ପ୍ରତିଷ୍ଠିତ ମା’ ସନ୍ତୋଷୀଙ୍କ ଜନ୍ମ ଉତ୍ସବ ରବିବାର କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ପ୍ରତ୍ୟୁଷରୁ ମନ୍ଦିରରେ ମାଙ୍କ ଯଥା ରୀତିନୀତି…
ଅନୁଗୁଳ: କଣିହାଁ ବ୍ଲକ୍ ରେଙ୍ଗାଳି ପ୍ରକଳ୍ପ ଓଏଚ୍ପିସିର ରେଙ୍ଗାଳି ପାଓ୍ବାର ପ୍ରୋଜେକ୍ଟ ୱାର୍କର୍ସ ୟୁନିଅନ୍ର ଏକ ବୈଠକ ସୋମବାର ୟୁନିଅନ୍ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି ୟୁନିୟନ୍ର ବିଭିନ୍ନ ଦାବି ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା। ବସନ୍ତ କୁମାର ଗଡ଼ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ…
ଅନୁଗୁଳ: କଣିହାଁ ବ୍ଲକ୍ ରେଙ୍ଗାଳି ପ୍ରକଳ୍ପ ଇଲେକ୍ଟ୍ରିକାଲ କଲୋନିର ଏକ କ୍ବାର୍ଟର୍ସ ପରିସରରୁ ଟିପିସିଓଡିଏଲ୍ କନିଷ୍ଠଯନ୍ତ୍ରୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ମୃତ କନିଷ୍ଠଯନ୍ତ୍ରୀ ବୀରେନ୍ କୁମାର ବେଉରିଆ (୨୩) ଓ ତାଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଟିଣା…
ଅନୁଗୁଳ: ୨୦ ଟଙ୍କାର ମଦ ପାଇଁ ଚାଲିଗଲା ଜୀବନ । ବଚସା ଏତେ ଉଗ୍ର ରୂପ ନେଇଥିଲା ଯେ, ପିଟାମରା କରିବା ପରେ ଗରମ ପାଣି ଫୋପାଡ଼ି ନିର୍ମମ ଭାବେ କଲେ ହତ୍ୟା । କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ଥାନା…
ଅନୁଗୁଳ: କଣିହାଁ ବ୍ଳକ୍ ତଥା ରେଙ୍ଗାଳି ଥାନା ଇଲାକାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଶାଳୀ ସହ ଅନୈତିକ ସମ୍ପର୍କ ସ୍ଥାପନ କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ଉନ୍ମତକାଣ୍ଡ ଘଟାଇଛି ଅଭିଯୁକ୍ତ ଭିଣେଇ। ଭିଣେଇର କାଠ ଫାଳିଆ…
ଅନୁଗୁଳ: କଣିହାଁ ବ୍ଲକ୍ ରେଙ୍ଗାଳି ବନ୍ଧ ଉପର ରାସ୍ତାରେ ଚଳିତ ମାସ ୩ ତାରିଖରେ ଯାତାୟାତ ଉପରେ କଟକଣା ଜାରି କରାଯାଇଛି । ମରାମତି ପାଇଁ ୧୦ ଘଣ୍ଟା ଧରି ଡ୍ୟାମ୍ ରାସ୍ତା ବନ୍ଦ ରଖାଯିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।…