ମହିଳାଙ୍କ ସୁରକ୍ଷା ପାଇଁ ଅନୁଗୁଳରେ ଆରମ୍ଭ ହେଲା ‘ଶକ୍ତି ବାହିନୀ’: ଜାରି ହେଲା ନୂଆ ହେଲ୍ପଲାଇନ ନମ୍ବର

ଅନୁଗୁଳ: ଜିଲ୍ଲାରେ ବଢ଼ି ଚାଲିଛି ମହିଳା ବିରୋଧୀ ହିଂସା। ଏଥିରେ ରୋକ୍‌ ଲଗାଇବା ପାଇଁ ଏକ ଅଭିନବ ଯୋଜନା ହାତକୁ ନେଇ ଅନୁଗୁଳ ପୋଲିସ। ‘ଶକ୍ତି ବାହିନୀ’ ନାମରେ ଏକ ମୋବାଇଲ ପାଟ୍ରୋଲିଂ ଟିମ୍‌ ଗଠନ କରାଯାଇଛି। ଏଥିରେ ଦକ୍ଷ ଓ…

Continue Readingମହିଳାଙ୍କ ସୁରକ୍ଷା ପାଇଁ ଅନୁଗୁଳରେ ଆରମ୍ଭ ହେଲା ‘ଶକ୍ତି ବାହିନୀ’: ଜାରି ହେଲା ନୂଆ ହେଲ୍ପଲାଇନ ନମ୍ବର

ଲକ୍ଷ୍ମୀ ପୂଜା ପାଇଁ ଅନୁଗୁଳ ପୋଲିସର ବ୍ୟାପକ ପ୍ରସ୍ତୁତି, ଜଗିବେ ୨୦ ପ୍ଲାଟୁନ ପୋଲିସ ଫୋର୍ସ

ଅନୁଗୁଳ: ଲକ୍ଷ୍ମୀପୂଜାକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବା ପାଇଁ ଅନୁଗୁଳ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶତାଧିକ ଅଧିକାରୀଙ୍କ ନେତୃତ୍ବରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା, ଟ୍ରାଫିକ ଓ ଶାନ୍ତିଶୃଙ୍ଖଳା ଦାୟିତ୍ବରେ ରହିବେ। ଏଥିନେଇ ଆଜି ଅଧିକାରୀଙ୍କ ଭିତରେ…

Continue Readingଲକ୍ଷ୍ମୀ ପୂଜା ପାଇଁ ଅନୁଗୁଳ ପୋଲିସର ବ୍ୟାପକ ପ୍ରସ୍ତୁତି, ଜଗିବେ ୨୦ ପ୍ଲାଟୁନ ପୋଲିସ ଫୋର୍ସ

ବଦଳିଲେ ଜିଲ୍ଲା ପୁଲିସର ବହୁ ଅଧିକାରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ନିଷ୍ପତ୍ତି କ୍ରମେ ଏସ୍‌ପି ଜଗମୋହନ ମୀନା ବୁଧବାର ପୁଲିସ ସବ୍‌ ଇନିସପେକ୍ଟର(ଏସ୍ଆଇ) ଓ ଆସିଷ୍ଟାଣ୍ଟ ପୁଲିସ ସବ୍ ଇନିସପେକ୍ଟର(ଏଏସ୍ଆଇ) ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ଏସ୍ଆଇ ବିପ୍ଳବ ସାହୁଙ୍କୁ ତାଳଚେରୁ…

Continue Readingବଦଳିଲେ ଜିଲ୍ଲା ପୁଲିସର ବହୁ ଅଧିକାରୀ

ବିଶ୍ବ ମାତୃତ୍ବ ଦିବସରେ ଅନୁଗୁଳରେ ୨ୟ ରାହାଗିରି ମା’ଙ୍କ ପାଇଁ

ଅନୁଗୁଳ: ଅନୁଗୁଳ ସହରରେ ରବିବାର ସକାଳେ ଦ୍ଵିତୀୟ ରାହଗିରି ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ମନ୍ଦିର ରାସ୍ତାରେ ଅନୁଷ୍ଠିତ ଏହି ରାହାଗିରିରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱ ମାତୃତ୍ବ ଦିବସରେ ରାହଗିରି ସବୁ ମା'…

Continue Readingବିଶ୍ବ ମାତୃତ୍ବ ଦିବସରେ ଅନୁଗୁଳରେ ୨ୟ ରାହାଗିରି ମା’ଙ୍କ ପାଇଁ

ଅଭିଜିତ ପଟ୍ଟନାୟକ ଆତ୍ମହତ୍ୟା ମାମଲା: ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅନୁଗୁଳ/ କଟକ: ଅନୁଗୁଳର ବହୁ ଚର୍ଚ୍ଚିତ ଅଭିଜିତ ପଟ୍ଟନାୟକ(୨୮) ଆତ୍ମହତ୍ୟା ମାମଲାରେ ୪ ସପ୍ତାହ ମଧ୍ୟରେ ଦୋଷୀ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁଗୁଳ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରିପୋର୍ଟ ମୁତାବକ, ଅଭିଜିତ ଭାଲେଣ୍ଟାଇନ ଡେ ଦିନ…

Continue Readingଅଭିଜିତ ପଟ୍ଟନାୟକ ଆତ୍ମହତ୍ୟା ମାମଲା: ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅନୁଗୁଳ ଜିଲ୍ଲାରେ ୯୩ ନକ୍ସଲ ପ୍ରବଣ ବୁଥ୍

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପୁଲିସ ଓ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପୁଲିସ ପ୍ରଶାସନ ତରଫରୁ ନିର୍ବାଚନ ସୁପରିଚାଳନା ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ପୁଲସ ସୂତ୍ରରୁ ଜଣା ଯାଇଛି ଯେ,…

Continue Readingଅନୁଗୁଳ ଜିଲ୍ଲାରେ ୯୩ ନକ୍ସଲ ପ୍ରବଣ ବୁଥ୍

ଘରୋଇ ହସ୍ପିଟାଲ୍‌ରେ ଜିଲ୍ଲାପାଳଙ୍କ ଯାଞ୍ଚ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠରେ ଥିବା ନର୍ସିଂହୋମ୍ ସରୋଜିନୀ କେୟାରକୁ ମଙ୍ଗଳବାର ଅଚାନକ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥଶଙ୍କର ସ୍ବାଇଁ, ଏସ୍‌ପି ଜଗମୋହନ ମୀନା ଓ ସିଡିଏମ୍‌ଓ ଡା. ତ୍ରିଲୋଚନ ପ୍ରଧାନ ଗସ୍ତ କରି ବିଏସ୍‌‌କେୱାଇ କାର୍ଡ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।…

Continue Readingଘରୋଇ ହସ୍ପିଟାଲ୍‌ରେ ଜିଲ୍ଲାପାଳଙ୍କ ଯାଞ୍ଚ

ଅଟୋ ଚାଳକଙ୍କ ସନ୍ଦେହଜନକ ମୃତ୍ୟୁ:ହତ୍ୟା ନା ଦୁର୍ଘଟଣା??

ଅନୁଗୁଳ: ଅନୁଗୁଳ ବସଷ୍ଟାଣ୍ଡରେ ଅଟୋ ଚଳାଇ ପେଟ ପୋଷୁଥିବା ମୁନା ବେହେରାଙ୍କ ଅସ୍ୱାଭାବିକ ମୃତ୍ୟୁ ନେଇ ଚର୍ଚ୍ଚା ହେଉଛି। ଘଟଣାରୁ ପ୍ରକାଶ ୩୧ ତାରିଖ ରାତି ପ୍ରାୟ ବାରଟା ବେଳେ ମୁନାକୁ ଅଟୋ ଭଡାରେ ଯିବା କହି କିଛି ଲୋକ ଡାକିନେଇଥିଲେ।…

Continue Readingଅଟୋ ଚାଳକଙ୍କ ସନ୍ଦେହଜନକ ମୃତ୍ୟୁ:ହତ୍ୟା ନା ଦୁର୍ଘଟଣା??

ମହିଳାଙ୍କୁ କିରୋସିନି ଢ଼ାଳି ହତ୍ୟା ଉଦ୍ୟମ!

ଅନୁଗୁଳ : ଅନୁଗୁଳ ପୌରପାଳିକା ଅନ୍ତର୍ଗତ ହେମସୁରପଡ଼ାରେ ଜଣେ ମହିଳାଙ୍କ ଦେହରେ କିରାସିନି ଢାଳି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁୁୁତାବକ,ହେମସୁରପଡ଼ାର ଶିବ ନାରାୟଣ ନାୟକଙ୍କ ପତ୍ନୀ ହରପ୍ରିୟା ନାୟକ(୩୫) ବୁଧବାର ସକାଳେ ଠାକୁର ପୂଜା କରୁଥିଲେ। ଏହି…

Continue Readingମହିଳାଙ୍କୁ କିରୋସିନି ଢ଼ାଳି ହତ୍ୟା ଉଦ୍ୟମ!

ବଦଳିଲେ ୧୦ ଥାନା ଅଧିକାରୀ

ଅନୁଗୁଳ: ଅନୁଗୁଳ ପୁଲିସ୍‌ରେ ଗୁରୁବାର ଅଧିକାରୀସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଛେଣ୍ଡିପଦା, ଜରପଡ଼ା, ନିଶା ଶିଳ୍ପାଞ୍ଚଳ ଥାନା ସମେତ ମୋଟ୍ ୧୦ଟି ଥାନାର ଭାରପ୍ରାପ୍ତ ଅଧିକାରୀ ବଦଳିଛନ୍ତି।…

Continue Readingବଦଳିଲେ ୧୦ ଥାନା ଅଧିକାରୀ