ବନ୍ଧା ହେଲେ ୨ ଛିନ୍‌ତାଇ ଅଭିଯୁକ୍ତ

ଅନୁଗୁଳ: ଛିନ୍‌ତାଇ କରି ଅନୁଗୁଳ ସହରରେ ଆତଙ୍କ ଖେଳାଇଥିବା ୨ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛି ସଦର ଥାନା ପୁଲିସ୍‌। ଗିରଫ ଅଭିଯୁକ୍ତ ହେଲେ ହେମସୁରପଡ଼ାର ରବି ମିଶ୍ର ଓ ଅନ୍ୟ ଜଣେ ନାବାଳକ ଥିବା ଜଣାପଡ଼ିଛି। ପୁଲିସ୍‌ ସେମାନଙ୍କ ଠାରୁ ଲୁଟ୍‌…

Continue Readingବନ୍ଧା ହେଲେ ୨ ଛିନ୍‌ତାଇ ଅଭିଯୁକ୍ତ

୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଚକୋଲେଟ୍ ଦେବା ବାହାନାରେ ଗାଁ ଦାଣ୍ଡରେ ଖେଳୁଥିବା ଶିଶୁକନ୍ୟାକୁ ଉଠାଇନେଇ ଦୁର୍ବୃତ୍ତ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତାର…

Continue Reading୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଅନୁଗୁଳରେ ୭୨ତମ ଗଣତନ୍ତ୍ର ଦିବସ

ଅନୁଗୁଳ: କରୋନା କଟକଣା ମଧ୍ୟରେ ଅନୁଗୁଳ ଷ୍ଟାଡିୟମ୍‌ ପରିସରରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ରୂପେ ସମାରୋହରେ ଯୋଗ ଦେଇ ଜାତୀୟ ପତାକା…

Continue Readingଅନୁଗୁଳରେ ୭୨ତମ ଗଣତନ୍ତ୍ର ଦିବସ

ଅନୁଗୁଳ ଏସ୍ଡ଼ିପିଓଙ୍କୁ ରାଜ୍ୟପାଳ ପୁଲିସ୍ ମେଡାଲ

ଅନୁଗୁଳ: ପୁଲିସ୍ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ ହେବେ ଅନୁଗୁଳ ଉପଖଣ୍ଡ ପୁଲିସ୍ ଅଧିକାରୀ ଅଶ୍ୱିନୀ କୁମାର ସାହୁ। ସୋମବାର ସନ୍ଧ୍ୟାରେ ରାଜ୍ୟ ଗୃହ ବିଭାଗ ତାଙ୍କ ନାମକୁ ରାଜ୍ୟପାଳ ପୁଲିସ୍ ମେଡାଲ୍ ପାଇଁ ଘୋଷଣା କରିଛି। ଆସନ୍ତା ସ୍ଵାଧୀନତା…

Continue Readingଅନୁଗୁଳ ଏସ୍ଡ଼ିପିଓଙ୍କୁ ରାଜ୍ୟପାଳ ପୁଲିସ୍ ମେଡାଲ

ସନ୍ତୋଷ ଏଜେନ୍ସୀ ସଟର‌୍‌ ତାଡ଼ିଦେଲେ

ଅନୁଗୁଳ: ଅନୁଗୁଳ ସହରରେ ମାତିଛନ୍ତି ଲୁଟେରା। ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ କରୁଛନ୍ତି ଲୁଟ୍‌ପାଟ୍‌। ଢିଲା ପାଟ୍ରୋଲି˚ ଯୋଗୁଁ ରାତିରେ ଦୁବୃର୍ତ୍ତଙ୍କ ଦୌରାତ୍ମ୍ୟ ବଢ଼ୁଛି। ଗୁରୁବାର ବିଳମ୍ବିତ ରାତିରେ ୫୫ ନମ୍ବର ଜାତୀୟ ରାଜପଥ କଡ଼ ହନୁମାନ ବଜାରରେ ଥିବା ଏକ…

Continue Readingସନ୍ତୋଷ ଏଜେନ୍ସୀ ସଟର‌୍‌ ତାଡ଼ିଦେଲେ

ବେଧଡ଼କ ଚାଲିଛି ସାଇବର ଠକେଇ

ଅନୁଗୁଳ: ଆତଙ୍କ ସୃଷ୍ଟି କରିଛନ୍ତି ସାଇବର ଠକ। ନୂଆ ନୂଆ ଉପାୟ ଆପଣାଇ ଆଖି ପିଛୁଳାକେ ଖାଲି କରୁଛନ୍ତି ଲୋକଙ୍କ ଆକାଉଣ୍ଟ। କେତେବେଳେ ଲୋଭନୀୟ ଅଫର ଦେଇ ତ ଆଉ କେତେବେଳେ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ ବେଳେ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି। ଶିଳ୍ପନଗରୀ…

Continue Readingବେଧଡ଼କ ଚାଲିଛି ସାଇବର ଠକେଇ

ଗର୍ଭବତୀ ମହିଳାଙ୍କୁ ବଳାତ୍କାର ଉଦ୍ୟମ

ଅନୁଗୁଳ: ରବିବାର ଅନୁଗୁଳ ସହରାଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ୍‌ ସୂଚନା ମୁତାବକ, ସୁକାନ୍ତି ବେହେରା (ଛନ୍ମନାମ,…

Continue Readingଗର୍ଭବତୀ ମହିଳାଙ୍କୁ ବଳାତ୍କାର ଉଦ୍ୟମ

ହାଟରେ ମିଳୁଛି ନକଲି ସାମଗ୍ରୀ, ଯାଞ୍ଚ ପାଇଁ ସମୟ ନାହିଁ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଅନେକ ସାପ୍ତାହିକ ହାଟରେ ବିଭିନ୍ନ ନକଲି ସାମ୍ରଗୀର କାରବାର ବୃଦ୍ଧି ପାଇଛି। ବିଶେଷ କରି ଭେଜାଲ୍‌ ତେଜରାତି ସାମଗ୍ରୀ, ମସଲା, ତେଲ ଆଦି ବିକ୍ରି ହେଉଥିବା ଅଭିଯୋଗ ହେଉଛି। ସହରାଞ୍ଚଳ ଦୋକାନ ଗୁଡ଼ିକରେ ନବିକି ସାପ୍ତାହିକ ହାଟକୁ…

Continue Readingହାଟରେ ମିଳୁଛି ନକଲି ସାମଗ୍ରୀ, ଯାଞ୍ଚ ପାଇଁ ସମୟ ନାହିଁ

କଲିକତା ବସ୍‌ରେ ଅନୁଗୁଳ ଆସୁଛି ସିନ୍ଥେଟିକ୍‌ ପନିର, ଆଣୁଛି କିଏ?

ଅନୁଗୁଳ: ନିକଟରେ ଚାଉଳିଆଗଞ୍ଜ ପୁଲିସ୍‌ କଲିକତା ବସ୍‌ରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସିନ୍ଥେଟିକ୍‌ ପନିର‌୍‌ ଜବତ କରିବା ପରେ ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପନିର ନାଁରେ ବିଷ ବେପାର କରୁଥିବା ବେପାରୀମାନେ କିଭଳି ଲୋକଙ୍କ ଜୀବନ ସହ ଖେଳୁଛନ୍ତି ତାହା…

Continue Readingକଲିକତା ବସ୍‌ରେ ଅନୁଗୁଳ ଆସୁଛି ସିନ୍ଥେଟିକ୍‌ ପନିର, ଆଣୁଛି କିଏ?

ଜାନୁଆରୀ ୩ରୁ ଖୋଲିବ ଧର୍ମାନୁଷ୍ଠାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଚିଠି ସ˚ଖ୍ୟା ୪୬୯୭ ତା୩୧ା୧୨ା୨୦୨୦ ଅନୁସାରେ ଜିଲ୍ଲାର ସବୁ ଧର୍ମମୟ ଅନୁଷ୍ଠାନ ଜାନୁଆରୀ ୩ରୁ ଖୋଲିବାକୁ ଆଦେଶ ପ୍ରଦାନ କରିଛନ୍ତି। ତେବେ କୋଭିଡ୍‌ କଟକଣା ମାନି ଏହି ଅନୁଷ୍ଠାନ ସବୁ ଖୋଲିବ। ମାସ୍କ ପିନ୍ଧିବା, ୬ ଗଜ…

Continue Readingଜାନୁଆରୀ ୩ରୁ ଖୋଲିବ ଧର୍ମାନୁଷ୍ଠାନ