ଟ୍ରକ ଧକ୍କାରେ ତାଳଚେର ବ୍ଲକ କଂଗ୍ରେସ ସଭାପତି ବିଛନ୍ଦ ସାମଲଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ଅଞ୍ଚଳବାସୀ
ଅନୁଗୁଳ: ସଡ଼କ ଦୁର୍ଘଟଣାରେ ତାଳଚେର ବ୍ଲକ କଂଗ୍ରେସ ସଭାପତି ତଥା ଗଣପତି ଗେଷ୍ଟ ହାଉସର ମାଲିକ ବିଛନ୍ଦ ସାମଲଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ବିଛନ୍ଦ ଗୁରୁବାର ମଧ୍ୟାହ୍ନରେ ନିଜ ଗେଷ୍ଟ ହାଉସରୁ ଘରକୁ ବାଇକରେ ଫେରୁଥିବା ବେଳେ ଏକ କୋଇଲା…
