ଚୋରି ବେଳେ ଆସିଗଲେ ମାଲିକ: ଭୁଜାଲିରେ ଆକ୍ରମଣ କରି ଟଙ୍କା ଓ ସୁନା ନେଇ ଚୋର ଚମ୍ପଟ

ଅନୁଗୁଳ: ଘରୁ ଚୋରି କରୁଥିବା ବେଳେ ଅଟକାଇବାରୁ ମରଣାନ୍ତକ ଆକ୍ରମଣ। ମାଲିକଙ୍କୁ ଆକ୍ରମଣ କରି ଟଙ୍କା ଓ ସୁନା ଲୁଟି ନେଲେ ଦୁର୍ବୃତ୍ତ। ଅନୁଗୁଳ ଜିଲ୍ଲା ତାଳଚେର ଦେଉଳବେଡା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ…

Continue Readingଚୋରି ବେଳେ ଆସିଗଲେ ମାଲିକ: ଭୁଜାଲିରେ ଆକ୍ରମଣ କରି ଟଙ୍କା ଓ ସୁନା ନେଇ ଚୋର ଚମ୍ପଟ

ଭୁବନେଶ୍ୱର ଯିବାକୁ ଷ୍ଟେସନ ଆସିଥିଲେ ଯୁବତୀ, ୪ ଦିନ ହେଲାଣି ମିଳୁନି ପତ୍ତା

ଅନୁଗୁଳ: କର୍ମକ୍ଷେତ୍ରକୁ ଯିବାକୁ ଘରୁ ବାହାରିଥିଲା। କିନ୍ତୁ ଷ୍ଟେସନରେ ପହଞ୍ଚିବା ଆଗରୁ ନିଖୋଜ ହୋଇ ଯାଇଛି ବଢ଼ିଲା ଝିଅ। ଏହି ଖବର ଶୁଣିବା ପରେ ଆଉ ଥୟ ଧରିପାରୁନାହାନ୍ତି ପରିବାର ଲୋକ। ରୋଜଗାରିଆ ଝିଅ ଘରର ଅଧା ଦାୟିତ୍ୱ ମୁଣ୍ଡାଇଥିଲା। ଏବେ…

Continue Readingଭୁବନେଶ୍ୱର ଯିବାକୁ ଷ୍ଟେସନ ଆସିଥିଲେ ଯୁବତୀ, ୪ ଦିନ ହେଲାଣି ମିଳୁନି ପତ୍ତା

ଗ୍ରୀଷ୍ମକାଳୀନ ବ୍ୟାଡମିଣ୍ଟନ ଶିବିର

ଅନୁଗୁଳ:  ଅନୁଗୁଳ ଇଣ୍ଡୋର୍ ଷ୍ଟାଡିୟମ୍, ଆଠମଲ୍ଲିକ ଏମ୍ପିଆଇଏସଓ ତାଳଚେର ଏମ୍ପିଆଇଏସ ଠାରେ ଗ୍ରୀଷ୍ମକାଳୀନ ବ୍ୟାଡମିଣ୍ଟନ ତାଲିମ ଶିବିର ଆୟୋଜିତ ହୋଇଯାଇଛି।ଗତ ୨୫ ତାରିଖରୁ ୧୧ ମଇ ପ୍ରଥମ ବ୍ୟାଚ ଏବଂ ୧୫ ମଇ ରୁ ୩୧ ମଇ ପର୍ଯ୍ୟନ୍ତ ଦ୍ଵିତୀୟ ବ୍ୟାଚର…

Continue Readingଗ୍ରୀଷ୍ମକାଳୀନ ବ୍ୟାଡମିଣ୍ଟନ ଶିବିର

ନିଯୁକ୍ତି, ଥଇଥାନ ଓ କ୍ଷତି ପୂରଣ ଦାବି,ତାଳଚେର ହିଙ୍ଗୁଳା କୋଇଲା ଖଣି ବନ୍ଦ କରି କ୍ଷତିଗ୍ରସ୍ତ ପ୍ରଜାଙ୍କ ଆନ୍ଦୋଳନ

ଅନୁଗୁଳ: ନିଯୁକ୍ତି, ଥଇଥାନ ଓ କ୍ଷତି ପୂରଣ ଦାବିରେ ତାତିଲେ ଅନୁଗୁଳ ଜିଲ୍ଲା ତାଳଚେରର ଗୋପାଳ ପ୍ରସାଦ ଗ୍ରାମବାସୀ। ଆନ୍ଦୋଳନ କରିବା ସହ ବନ୍ଦ କଲେ ତାଳଚେର ହିଙ୍ଗୁଳା କୋଇଲା ଖଣି।ଗୋପାଳ ପ୍ରସାଦ ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଦୀର୍ଘ ୧୫ ବର୍ଷ…

Continue Readingନିଯୁକ୍ତି, ଥଇଥାନ ଓ କ୍ଷତି ପୂରଣ ଦାବି,ତାଳଚେର ହିଙ୍ଗୁଳା କୋଇଲା ଖଣି ବନ୍ଦ କରି କ୍ଷତିଗ୍ରସ୍ତ ପ୍ରଜାଙ୍କ ଆନ୍ଦୋଳନ

ତାଳଚେର ଅବକାରୀ ବିଭାଗକୁ ବଡ଼ ସଫଳତା: ୬୮ ଗ୍ରାମ୍‌ ହେରୋଇନ୍‌ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୬୮ ଗ୍ରାମ୍‌ ହେରୋଇନ୍‌ ଜବତ କରାଯାଇଛି। ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଜଣକ ହେଲେ ନନ୍ଦ ଗାଇପାଇ (୨୬)। ଅଭିଯୁକ୍ତଙ୍କ ଠାରୁ ଏକ ବାଇକ୍‌…

Continue Readingତାଳଚେର ଅବକାରୀ ବିଭାଗକୁ ବଡ଼ ସଫଳତା: ୬୮ ଗ୍ରାମ୍‌ ହେରୋଇନ୍‌ ଜବତ, ଜଣେ ଗିରଫ

ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନର ବାର୍ଷିକ ବନ୍ଧୁ ମିଳନ ଏବଂ କର୍ମକର୍ତ୍ତା ଚୟନ, ସଭାପତି ହେଲେ ମଦନ ମୋହନ ସାହୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନର ବାର୍ଷିକ ବନ୍ଧୁ ମିଳନ ଏବଂ ନୂତନ କର୍ମକର୍ତ୍ତା ଚୟନ ପଞ୍ଚାୟତ ସମିତି ସଭା ଗୃହ ଠାରେ ଆୟୋଜିତ ହୋଇଛି। ଏ ଅବସରରେ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପୂର୍ବତନ ସମ୍ପାଦକ ସୌଭାଗ୍ୟ…

Continue Readingତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନର ବାର୍ଷିକ ବନ୍ଧୁ ମିଳନ ଏବଂ କର୍ମକର୍ତ୍ତା ଚୟନ, ସଭାପତି ହେଲେ ମଦନ ମୋହନ ସାହୁ

ଅନୁଗୁଳ ଜିଲ୍ଲା ବିଜେଡି ସଭାପତି ହେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେଡି ସଭାପତି ହେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ। ଆଜି ଏନେଇ ବିଜେଡି ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ଏହା ସହ ଦୀର୍ଘ ବର୍ଷ ଧରି ଅନୁଗୁଳର ନେତା ଜିଲ୍ଲା ସଭାପତି…

Continue Readingଅନୁଗୁଳ ଜିଲ୍ଲା ବିଜେଡି ସଭାପତି ହେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ! ନିଆଁ ଲାଗି ଜଳିଗଲା ମୋବାଇଲ ଦୋକାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ହାଟତୋଟା ସ୍ଥିତ ପୌରପରିଷଦ ମାର୍କେଟର ମୋବାଇଲ୍ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଆଜି ମଧ୍ୟାହ୍ନରେ ଦୁଇ ମହଲା ବିଶିଷ୍ଟ…

Continue Readingସର୍ଟ ସର୍କିଟରୁ ଅଗ୍ନିକାଣ୍ଡ! ନିଆଁ ଲାଗି ଜଳିଗଲା ମୋବାଇଲ ଦୋକାନ

ଧରମପୁର ପଞ୍ଚାୟତବାସୀଙ୍କ ବଡ଼ ନିଷ୍ପତ୍ତି: କୋଇଲା ଖଣି ପାଇଁ ପ୍ରାଇଭେଟ୍ କମ୍ପାନୀକୁ ଜାଗା ଦେବାକୁ କଲେ ରୋକଠୋକ୍ ମନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଧରମପୁର ଗ୍ରାମ ସ୍ଥିତ କୁଶଳେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଧରମପୁର ପଞ୍ଚାୟତ ଅଧୀନରେ ଯାଉଥିବା ଗ୍ରାମ ସଭାପତି ଓ ଅଞ୍ଚଳବାସୀଙ୍କ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଛି। କୋଇଲାଖଣି ସମ୍ବନ୍ଧରେ ଏକ ବୈଠକ ବସିଥିଲା।…

Continue Readingଧରମପୁର ପଞ୍ଚାୟତବାସୀଙ୍କ ବଡ଼ ନିଷ୍ପତ୍ତି: କୋଇଲା ଖଣି ପାଇଁ ପ୍ରାଇଭେଟ୍ କମ୍ପାନୀକୁ ଜାଗା ଦେବାକୁ କଲେ ରୋକଠୋକ୍ ମନା

୭ ଫୁଟିଆ ଅଜଗର ଉଦ୍ଧାର, ରାସ୍ତା ଅତିକ୍ରମ ବେଳେ ଧରିଲେ ସ୍ନେକ ହେଲ୍ପଲାଇନ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ଧରମପୁର ସ୍କୁଲ ଛକ ନିକଟରୁ ଶୁକ୍ରବାର ଏକ ୭ ଫୁଟିଆ ଅଜଗର ଉଦ୍ଧାର କରାଯାଇଛି। ଅଜଗରକୁ କଣ୍ଢାଳ ଜଙ୍ଗଲରେ ଛଡ଼ାଯାଇଛି। ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଧରମପୁର ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏକ…

Continue Reading୭ ଫୁଟିଆ ଅଜଗର ଉଦ୍ଧାର, ରାସ୍ତା ଅତିକ୍ରମ ବେଳେ ଧରିଲେ ସ୍ନେକ ହେଲ୍ପଲାଇନ୍