ଆସନ୍ତା ୮ରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବାକୁ ପୁରୀ ଯିବେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତିର ଶତାଧିକ କର୍ମକର୍ତ୍ତ

  ଅନୁଗୁଳ: ଆଜି ଅପରାହ୍ନରେ ଦେଉଳବେଡ଼ା ଠାରେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତି ପକ୍ଷରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୁ ଆରୋଗ୍ୟ କାମନା କରି ବୈଠକ ଆୟୋଜିତ ହୋଇଛି। ସଂଯୋଜକ ପର୍ଶୁରାମ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଉପାଧ୍ୟକ୍ଷ ବରୁଣ କୁମାର ସାହୁ…

Continue Readingଆସନ୍ତା ୮ରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବାକୁ ପୁରୀ ଯିବେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତିର ଶତାଧିକ କର୍ମକର୍ତ୍ତ

ଜାତୀୟ ଶ୍ରେଷ୍ଠ ସମାଜସେବୀ ଭାବେ ତାଳଚେରର କ୍ଷୀରୋଦ ସାହୁ ସମ୍ମାନିତ

ଅନୁଗୁଳ: ଜାତୀୟ ଶ୍ରେଷ୍ଠ ସମାଜସେବୀ ଭାବେ ତାଳଚେରର ସମାଜସେବୀ କ୍ଷୀରୋଦ ସାହୁ ସମ୍ମାନିତ। ଭାରତ ସରକାରଙ୍କ ଦ୍ୱାରା ଅନୁବନ୍ଧିତ ୱାର୍ଲଡ ଚ୍ୟାରିଟି ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ପୁରୀ ସ୍ଥିତ ମ୍ୟୁନିସିପାଲଟି ଟାଉନ ହଲ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ସାହୁଙ୍କୁ…

Continue Readingଜାତୀୟ ଶ୍ରେଷ୍ଠ ସମାଜସେବୀ ଭାବେ ତାଳଚେରର କ୍ଷୀରୋଦ ସାହୁ ସମ୍ମାନିତ

ସ୍ୱାସ୍ଥ୍ୟଗତ କାରଣରୁ ତାଳଚେର ଆସିବେନି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ, କାର୍ଯ୍ୟକ୍ରମ ସ୍ଥଗିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରକୁ ଆସିବେନି ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ। ଜାନୁଆରୀ ୧ ରେ ଥିବା କାର୍ଯ୍ୟକ୍ରମ ସ୍ଥଗିତ ରହିଛି। ଦେଉଳବେଡା ଡିସିଆଇ କ୍ଲବ ଠାରେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତି ପକ୍ଷରୁ ରବିବାର ଆୟୋଜିତ ସାମ୍ବାଦିକ…

Continue Readingସ୍ୱାସ୍ଥ୍ୟଗତ କାରଣରୁ ତାଳଚେର ଆସିବେନି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ, କାର୍ଯ୍ୟକ୍ରମ ସ୍ଥଗିତ

ବାଜପେୟୀଙ୍କ ୧୦୦ ତମ ପୁଣ୍ୟ ତିଥି: ବରିଷ୍ଠ ସାମ୍ବାଦିକ ଧୀରମୋହନ ରାୟଙ୍କୁ ଅଟଳ ସେବାରତ୍ନ ସମ୍ମାନ

ଅନୁଗୁଳ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ପୁଣ୍ୟ ତିଥି ତଥା ସୁଶାସନ ଦିବସ ଅବସରରେ ଭୁବନେଶ୍ବରର ପ୍ରତିଷ୍ଠିତ ଅନୁଷ୍ଠାନ ସେବା ସହଯୋଗ ସଚେତନ ଟ୍ରଷ୍ଟ (ଏସଏସଏସଟି) ପକ୍ଷରୁ ଓଡ଼ିଶା ଡିପ୍ଲୋମା ସର୍ଭିସ୍ ଆସୋସିଏସନ୍ ପରିସରରେ ଏକ…

Continue Readingବାଜପେୟୀଙ୍କ ୧୦୦ ତମ ପୁଣ୍ୟ ତିଥି: ବରିଷ୍ଠ ସାମ୍ବାଦିକ ଧୀରମୋହନ ରାୟଙ୍କୁ ଅଟଳ ସେବାରତ୍ନ ସମ୍ମାନ

ପୃଥକ ସଡ଼କ ଦୁର୍ଘଟଣା: ୫ ଜଣ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ସ୍ଥାନୀୟ ମୂଷାପାପୁଲି ନିକଟରେ ଦୁର୍ଘଟଣା ଘଟି ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଦ୍ବୟ ହେଲେ ଜରପଡ଼ା ଥାନା କଞ୍ଜରା ଗ୍ରାମର ବିକାଶ ବେହେରା (୨୨) ଓ ବାପୁନ ବେହେରା (୧୯)। ସୂଚନାଯୋଗ୍ୟ ଯେ,…

Continue Readingପୃଥକ ସଡ଼କ ଦୁର୍ଘଟଣା: ୫ ଜଣ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଦିନ ଦ୍ଵିପ୍ରହରରେ ମାରଣାସ୍ତ୍ର ଦେଖାଇ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ସହ ମଦ ଲୁଟ୍

ଅନୁଗୁଳ: ଦିନ ଦ୍ଵିପ୍ରହରରେ ବନ୍ଧୁକ ଏବଂ ଖଣ୍ଡା ଦେଖାଇ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ସହ ମଦ ଲୁଟ୍। ଅନୁଗୁଳ ଜିଲ୍ଲା ଗୁରୁଜାଙ୍ଗ ଠାରେ ଥିବା ବିଦେଶୀ ମଦ ଦୋକାନରୁ ଏଭଳି ଲୁଟ କରିଛନ୍ତି ୩ ଜଣ ଦୁର୍ବୃତ୍ତ। ସୂଚନା ଅନୁସାରେ,…

Continue Readingଦିନ ଦ୍ଵିପ୍ରହରରେ ମାରଣାସ୍ତ୍ର ଦେଖାଇ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ସହ ମଦ ଲୁଟ୍

ବିଶିଷ୍ଟ ଶ୍ରମିକ ନେତା ସ୍ଵର୍ଗତ ଦ୍ଵାରିକା ମୋହନ ମିଶ୍ରଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

ଅନୁଗୁଳ: ତାଳଚେର ପ୍ରେସ୍‌‍ କ୍ଲବ୍‌‍ ପକ୍ଷରୁ ବିଶିଷ୍ଟ ଶ୍ରମିକ ନେତା ତଥା ସମାଜସେବୀ ସ୍ଵର୍ଗତ ଦ୍ଵାରିକା ମୋହନ ମିଶ୍ରଙ୍କର ଆଜି ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗ…

Continue Readingବିଶିଷ୍ଟ ଶ୍ରମିକ ନେତା ସ୍ଵର୍ଗତ ଦ୍ଵାରିକା ମୋହନ ମିଶ୍ରଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

ଓଡିଶା ହାଇକୋର୍ଟର କ୍ୟାଲେଣ୍ଡର ଉନ୍ମୋଚିତ :ଅନୁଗୁଳର ଆଶୀର୍ବାଦଙ୍କ ପେଣ୍ଟିଙ୍ଗ ସ୍ଥାନିତ

ଅନୁଗୁଳ: ୨୦୨୫ ମସିହା ପାଇଁ ଓଡିଶା ହାଇକୋର୍ଟର ବାର୍ଷିକ କ୍ୟାଲେଣ୍ଡର ମାନ୍ୟବର ମୁଖ୍ୟ ବିଚାରପତି ସି.ଏସ ସିଂହଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି କ୍ୟାଲେଣ୍ଡରରେ ଅନୁଗୁଳ ଡିଏଭି ପବ୍ଲିକ ସ୍କୁଲ, ଜଗନ୍ନାଥ ଏରିଆ, ଡେରା, ତାଳଚେରର ନବମ ଶ୍ରେଣୀ ଛାତ୍ର ଆଶୀର୍ବାଦ…

Continue Readingଓଡିଶା ହାଇକୋର୍ଟର କ୍ୟାଲେଣ୍ଡର ଉନ୍ମୋଚିତ :ଅନୁଗୁଳର ଆଶୀର୍ବାଦଙ୍କ ପେଣ୍ଟିଙ୍ଗ ସ୍ଥାନିତ

ଆହତ ମାଙ୍କଡର ଚିକିତ୍ସା କରାଇଲେ ଜଙ୍ଗଲ କର୍ମଚାରୀ

ଅନୁଗୁଳ: ଗତ କାଲି ଅପରାହ୍ନ ପ୍ରାୟ ଅଢେ଼ଇଟା ସମୟରେ ତାଳଚେର ଜଙ୍ଗଲ ବିଭାଗର କର୍ମଚାରୀ ମାନଙ୍କୁ ଖବର ମିଳିଲା କି ରାଣୀ ପାର୍କ ଆଦର୍ଶ ସ୍କୁଲ ନିକଟରେ ଡିଆଁ ଡିଇଁ କରୁଥିବାବେଳେ ଗୋଟିଏ ମାଙ୍କଡ ବିଦ୍ୟୁତ୍ ତାର ସସ୍ପର୍ଶରେ ଆସି ଆହତ…

Continue Readingଆହତ ମାଙ୍କଡର ଚିକିତ୍ସା କରାଇଲେ ଜଙ୍ଗଲ କର୍ମଚାରୀ

ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ: ମୋବାଇଲ ଟାୱାରକୁ ଚଢ଼ି ଜୀବନ ହାରିବାକୁ ଦେଲା ଧମକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନା ଅନ୍ତର୍ଗତ ରଙ୍ଗବେଡ଼ା ଗ୍ରାମରେ ଯୁବକଙ୍କ ଉନ୍ମତ୍ତକାଣ୍ଡ। ମୋବାଇଲ ଟାୱାରରେ ଚଢ଼ି ମରିବାକୁ ଦେଲେ ଧମକ। ସୂଚନା ମୁତାବକ, ମଙ୍ଗଳବାର ଦିନ ପୂର୍ବାହ୍ନରେ ଗ୍ରାମର ଶ୍ରୀକାନ୍ତ ଦେହୁରୀ ଓରଫ ନନ୍ଦିଆ (୨୩)…

Continue Readingନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ: ମୋବାଇଲ ଟାୱାରକୁ ଚଢ଼ି ଜୀବନ ହାରିବାକୁ ଦେଲା ଧମକ