ଧଣ୍ଡାପୋତା ଛକ ମା’ ହିଙ୍ଗୁଳା ମନ୍ଦିରର ବାର୍ଷିକ ଉତ୍ସବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଘଣ୍ଟପଡା ଗ୍ରାମର ଧଣ୍ଡାପୋତା ଛକ ଠାରେ ମା' ହିଙ୍ଗୁଳା ମନ୍ଦିରର ୧୨ତମ ବାର୍ଷିକ ଉତ୍ସବ ଓ ଯଜ୍ଞ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ଶନିବାର ସକାଳୁ ଗୋପାଳପ୍ରସାଦ ସ୍ଥିତ ମା' ହିଙ୍ଗୁଳା ମନ୍ଦିରରୁ ପୂଜକ…

Continue Readingଧଣ୍ଡାପୋତା ଛକ ମା’ ହିଙ୍ଗୁଳା ମନ୍ଦିରର ବାର୍ଷିକ ଉତ୍ସବ

ତାଳଚେର ବ୍ଲକ ୧୨ ଓ ୧୬ ନମ୍ୱର୍ ୱାର୍ଡର ପୁନଃ ନିର୍ବାଚନ ପାଇଁ ଦାବି

ଅନୁଗୁଳ: ତାଳଚେର ବ୍ଲକ କୋଡ଼ିଏ ନମ୍ୱର୍ ଜିଲ୍ଲା ପରିଷଦ ଅନ୍ତର୍ଗତ ୧୨ ଓ ୧୬ ନମ୍ୱର୍ ୱାର୍ଡ ପାଇଁ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଗୁରୁବାର ଅନୁଗୋଳ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ…

Continue Readingତାଳଚେର ବ୍ଲକ ୧୨ ଓ ୧୬ ନମ୍ୱର୍ ୱାର୍ଡର ପୁନଃ ନିର୍ବାଚନ ପାଇଁ ଦାବି

ଡ୍ରାଇଭରକୁ ମାଡ଼ ମାରି ଟ୍ରକ୍ ଲୁଟ

ଅନୁଗୁଳ : ଡ୍ରାଇଭରକୁ ମାଡ଼ ମାରି ତିନି ଜଣ ଦୁର୍ବୃତ୍ତ ରାସ୍ତାରୁ ଏକ ଇଟା ବୋଝେଇ ଟ୍ରକ୍ ଲୁଟି ନେଇଛନ୍ତି। ମଙ୍ଗଳବାର ଦ୍ବିପ୍ରହର ବେଳେ ତାଳଚେର କଲିୟରୀ ଥାନା ଇଲାକାରେ ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ଟ୍ରକ୍…

Continue Readingଡ୍ରାଇଭରକୁ ମାଡ଼ ମାରି ଟ୍ରକ୍ ଲୁଟ

ବଳରାମ କୋଇଲା ଖଣିରେ ସିବିଆଇ ଚଢ଼ାଉ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳେର ବଳରାମ ଖଣିରେ କାର୍ଯ୍ୟରତ ଏମ୍‌ସିଏଲ୍ ସୁରକ୍ଷା ଅଧିକାରୀ (ସିକ୍ୟୁରିଟି ଇନ୍‌ଚାର୍ଜ ) ଜୟନ୍ତ କୁମାର ବାରିକ ଲାଞ୍ଚ ନେଉଥିବା ଅଭିଯୋଗରେ ସିବିଆଇ ହାତରେ ଧରାପଡ଼ିଛନ୍ତି | ସୂଚନା ମୁତାବକ, ବଳରାମ ଖଣିରେ କାର୍ଯ୍ୟରତ ଏମ‌୍‌ସିଏଲ୍ ସୁରକ୍ଷା…

Continue Readingବଳରାମ କୋଇଲା ଖଣିରେ ସିବିଆଇ ଚଢ଼ାଉ, ଜଣେ ଗିରଫ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଲିଙ୍ଗରାଜ ରୋଡ଼ ସାଇ ମନ୍ଦିର ନିକଟ ଏକ ନୂତନ ବାସଗୃହ ଭିତରୁ ମଙ୍ଗବାର ସକାଳେ ଯୁବ କୋଇଲା ବ୍ୟବସାୟୀ ଜୁମନ ସାହୁ (୩୨)ଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ମୁତାବକ, ଜୁମନଙ୍କର…

Continue Readingଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଦାୟିତ୍ଵ ଗ୍ରହଣ କଲେ କାଳନ୍ଦୀ

ଅନୁଗୁଳ: କେନ୍ଦ୍ର ସରକାରଙ୍କ କ୍ଷୁଦ୍ରଶିଳ୍ପ ନିଗମର ସ୍ବାଧୀନ ନିର୍ଦ୍ଦେଶକ ରୂପେ ଦାୟିତ୍ବ ଗ୍ରହଣ କରଛନ୍ତି ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ। ନୂଆଦିଲ୍ଲୀ ଏନ୍‌ଏସ୍‌ଆଇସି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ସାମଲ ଦାୟିତ୍ବ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଏନ୍ଏସ୍‌ଆଇସିର ପରିଚାଳନା…

Continue Readingଦାୟିତ୍ଵ ଗ୍ରହଣ କଲେ କାଳନ୍ଦୀ

ଅନୁଗୁଳ ଜିଲ୍ଲାରେ ଶେଷ ତଥା ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ

ଅନୁଗୁଳ: ଅନୁଗୁଳ ଜିଲ୍ଲାର କିଶୋରନଗର ଓ ତାଳଚେର ବ୍ଲକରେ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି। କିଶୋରନଗର ବ୍ଲକରେ ୮୩.୮ ପ୍ରତିଶତ ମତଦାନ ହୋଇଥିବା ବେଳେ ତାଳଚେର ବ୍ଲକରେ ୭୯ ପ୍ରତିଶତ…

Continue Readingଅନୁଗୁଳ ଜିଲ୍ଲାରେ ଶେଷ ତଥା ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ

ବିଡିଓଙ୍କୁ ଘେରିଲା ବିଜେପି

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ନିର୍ବାଚନ ପାଇଁ ସରକାରୀ କର୍ମଚାରୀ ତଥା ଏମ୍‌କେ, ସିଆରପି, ଅଙ୍ଗନବାଡ଼ିକର୍ମୀ, ପଞ୍ଚାୟତ କର୍ମଚାରୀଙ୍କୁ ଡକାଇ ଶାସକ ଦଳ ପାଇଁ ପ୍ରଚାର କରୁଛନ୍ତି ବୋଲି ବିଜେପି ଅଭିଯୋଗ କରି ଶନିବାର ବିଡ଼ିଓଙ୍କୁ…

Continue Readingବିଡିଓଙ୍କୁ ଘେରିଲା ବିଜେପି

ସ୍ଵାମୀ ଦୟାନନ୍ଦ ସରସ୍ଵତୀଙ୍କ ଜୟନ୍ତୀପାଳିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେର ମହାନଦୀ କୋଲ୍ ଫିଲ୍ଡ଼, ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡି.ଏ.ଭି. ପବ୍ଲିକ୍ ସ୍କୁଲ୍,ଅନନ୍ତବିହାର ଦ୍ଵାରା ଶନିବାର ବେଦ ଉଦ୍ଧାରକ ତଥା ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ସ୍ଵାମୀ ଦୟାନନ୍ଦ ସରସ୍ବତୀଙ୍କ ୧୯୮ ତମ ଜୟନ୍ତୀ ପାଳିତ ହୋଇଯାଇଅଛି।ଆୟୋଜିତ…

Continue Readingସ୍ଵାମୀ ଦୟାନନ୍ଦ ସରସ୍ଵତୀଙ୍କ ଜୟନ୍ତୀପାଳିତ

ଟ୍ରକ୍ ଧକ୍କାରେ ବ୍ୟବସାୟୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ବାଇପାସ୍ ଗ୍ରୀନପାର୍କ ହୋଟେଲ୍ ନିକଟରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ଼ ବାରଟା ବେଳେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ପରଜଙ୍ଗ ଥାନା ଡ଼ମ୍ୱଳ ଗାଁର ନରୋତ୍ତମ…

Continue Readingଟ୍ରକ୍ ଧକ୍କାରେ ବ୍ୟବସାୟୀ ମୃତ