ଭୟଙ୍କର ଦୁର୍ଘଟଣା: ଦୁଇ ଟ୍ରକ ମଝିରେ ଚାପି ହୋଇରହିଛି କାର

ଅନୁଗୁଳ: ତାଳଚେର ଥାନା ଅନ୍ତର୍ଗତ ଚାଇଁପାଳ ନିକଟସ୍ଥ ଗୁରୁଜାଙ୍ଗୁଲି ଛକରେ ଆଜି ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବଅଁରପାଳ ଆଡୁ ଆସୁଥିବା ଏକ କାରକୁ ଟ୍ରକ୍ ଧକ୍କା ଦେବାରୁ କାରଟି ପଛରୁ ଆସୁଥିବା ଏକ ଟ୍ରକ ମଝିରେ ଚାପି ହୋଇଯାଇଛି।…

Continue Readingଭୟଙ୍କର ଦୁର୍ଘଟଣା: ଦୁଇ ଟ୍ରକ ମଝିରେ ଚାପି ହୋଇରହିଛି କାର

ଗୋମାତା ଓ ପଶୁପକ୍ଷୀ ପାଇଁ ଦେବଦୂତ ସାଜିଛନ୍ତି ବିଭୂତି ସାହୁ, ବିଭିନ୍ନ ସ୍ଥାନରେ କରିଛନ୍ତି ଜଳକୁଣ୍ଡ ବ୍ୟବସ୍ଥା

ତାଳଚେର : ପ୍ରଚଣ୍ଡ ଖରାରେ ବୁଲା ଗାଈ ଗୋରୁ ଓ ପଶୁପକ୍ଷୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ସମାଜସେବୀ ବିଭୂତି ସାହୁ। ବର୍ତ୍ତମାନର ମୁଣ୍ଡ ଫଟା ଖରାରେ ବୁଲା ଜୀବଜନ୍ତୁଙ୍କ ଶୋଷ ମେଣ୍ଟାଇବା ପାଇଁ ବିଭୂତି ନିଜସ୍ୱ ଖର୍ଚ୍ଚରେ ସହରର ବିଭିନ୍ନ ସ୍ଥାନରେ…

Continue Readingଗୋମାତା ଓ ପଶୁପକ୍ଷୀ ପାଇଁ ଦେବଦୂତ ସାଜିଛନ୍ତି ବିଭୂତି ସାହୁ, ବିଭିନ୍ନ ସ୍ଥାନରେ କରିଛନ୍ତି ଜଳକୁଣ୍ଡ ବ୍ୟବସ୍ଥା

ଏବେ ଘରେ ପହଞ୍ଚିବ ସରକାରୀ ଭତ୍ତା: ପୌର ପରିଷଦର ପ୍ରଥମ କାଉନସିଲ ବୈଠକରେ ମଞ୍ଜୁର ହେଲା ଏକାଧିକ ଦାବି

ତାଳଚେର: ତାଳଚେର ପୌର ପରିଷଦ ପକ୍ଷରୁ ଶନିବାର ପ୍ରଥମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ନବ ନିର୍ବାଚିତ ନଗରପାଳ ପବିତ୍ର ଭୂତିଆ ଅଧ୍ୟକ୍ଷତା କରିଥିଲେ। ଏ ଅବସରରେ ନବ ନିର୍ବାଚିତ କାଉନସିଲରଙ୍କୁ ନଗରପାଳ ସ୍ୱାଗତ ଜଣାଇବା ସହ ଆଗାମୀ…

Continue Readingଏବେ ଘରେ ପହଞ୍ଚିବ ସରକାରୀ ଭତ୍ତା: ପୌର ପରିଷଦର ପ୍ରଥମ କାଉନସିଲ ବୈଠକରେ ମଞ୍ଜୁର ହେଲା ଏକାଧିକ ଦାବି

ସରକାରୀ ମେଡିକାଲ୍ କଲେଜକୁ ସରକାରୀ ପରିଚାଳନା ଦାବି, ମେ ୧୩ ରେ ତାଳଚେର ବନ୍ଦ

ତାଳଚେର: ସପ୍ତାହେ ଭିତରେ ତାଳଚେର ମେଡିକାଲ୍ କଲେଜକୁ ସରକାରୀସ୍ତରୀୟ କାର୍ଯ୍ୟକ୍ଷମ କରାନଗଲେ ଆସନ୍ତା ମେ ୧୩ ରେ ସମ୍ପୂର୍ଣ୍ଣ ବନ୍ଦ ହେବ ତାଳଚେର। ଏଥିସହ ଆଗାମୀ ଜୁନ୍ ୧ ରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଆଜି ଚେତାବନୀ…

Continue Readingସରକାରୀ ମେଡିକାଲ୍ କଲେଜକୁ ସରକାରୀ ପରିଚାଳନା ଦାବି, ମେ ୧୩ ରେ ତାଳଚେର ବନ୍ଦ

ରାତିରେ ଶୋଇଥିବା ବେଳେ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା, ଛଟପଟ ହୋଇ ଚାଲିଗଲା ପ୍ରାଣ

ତାଳଚେର: ପୁଣିଥରେ ଦନ୍ତା ଯୋଗୁ ଗଲା ଆଉ ଏକ ଜୀବନ। ଶନିବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତା ମହିଳା ହେଉଛନ୍ତି ତାଳଚେର ବ୍ଲକ ହିଲୋଇ ଗାଁର ବଚନ ବେହେରା (୬୨)। ସୂଚନା ମୁତାବକ, ବଚନ…

Continue Readingରାତିରେ ଶୋଇଥିବା ବେଳେ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା, ଛଟପଟ ହୋଇ ଚାଲିଗଲା ପ୍ରାଣ

ମା’ ହିଙ୍ଗୁଳାଙ୍କ ଆଶୀର୍ବାଦ ନେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୁଲି ଦେଖିଲେ ତାଳଚେରର ବିଭିନ୍ନ ପ୍ରକଳ୍ପ

ଅନୁଗୁଳ/ତାଳଚେର: ତିନିଦିନିଆ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଅଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗସ୍ତର ଅନ୍ତିମ ଦିନରେ ଶୁକ୍ରବାର ସେ ତାଳଚେରରେ ପହଞ୍ଚିଛନ୍ତି। ତାଳଚେରର ଅଧିଷ୍ଠାତ୍ରୀ ଅଗ୍ନିସ୍ଵରୂପା ମା' ହିଙ୍ଗୁଳାଙ୍କ ପ୍ରସିଦ୍ଧ…

Continue Readingମା’ ହିଙ୍ଗୁଳାଙ୍କ ଆଶୀର୍ବାଦ ନେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୁଲି ଦେଖିଲେ ତାଳଚେରର ବିଭିନ୍ନ ପ୍ରକଳ୍ପ

ତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନା ଦାବି, ୨୩ରେ ଜନ ଆନ୍ଦୋଳନ

ଅନୁଗୁଳ: ତାଳଚେର ମେଡିକାଲ୍ କଲେଜକୁ ସରକାର ପରିଚାଳନା କରିବା ଦାବିରେ ଆଜି ଏକ ବୈଠକ ସ୍ଥାନୀୟ ଘଣ୍ଟପଡା ୱାସେରୀ ସ୍ଥିତ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ବୈଠକରେ ସି.ଏସ୍.ଆର. ବିନିଯୋଗରେ ଏମ୍.ସି.ଏଲ୍. ପକ୍ଷରୁ ତାଳଚେରରେ ନିର୍ମିତ ମେଡିକାଲ୍ କଲେଜକୁ ସରକାର…

Continue Readingତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନା ଦାବି, ୨୩ରେ ଜନ ଆନ୍ଦୋଳନ

ଟ୍ରକ-ହାଇୱା ମୁହାଁ ମୁହିଁ ଧକ୍କାରେ ଜଣେ ମୃତ

ଅନୁଗୁଳ: ସୋମବାର ସନ୍ଧ୍ୟା ପ୍ରାୟ ସାଢେ଼ ସାତଟା ବେଳେ ହିଙ୍ଗୁଳା ଫାଣ୍ଡି ତଥା କଲିଆରୀ ଥାନା ଅନ୍ତର୍ଗତ ହିଙ୍ଗୁଳା ଓଭର ବ୍ରିଜ ଉପରେ ହାଇୱା ଓ ଡାଲା ଟ୍ରକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ହଇୱା ଚାଳକ ଜଗବନ୍ଧୁ…

Continue Readingଟ୍ରକ-ହାଇୱା ମୁହାଁ ମୁହିଁ ଧକ୍କାରେ ଜଣେ ମୃତ

ହିଙ୍ଗୁଳାଙ୍କ ହୁଣ୍ଡିରୁ ସଂଗ୍ରହ ହେଲା ୪ ଲକ୍ଷ ୮୮ ହଜାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡିକ ସୋମବାର ଖୋଲା ଯାଇଥିଲା ବେଳେ ସେଥିରୁ ୪ ଲକ୍ଷ ୮୮ ହଜାର ଟଙ୍କା ସଂଗୃହୀତ ହୋଇଛି। ଟ୍ରଷ୍ଟୋର୍ଡ ସଦସ୍ୟ ରାଜେନ୍ଦ୍ର…

Continue Readingହିଙ୍ଗୁଳାଙ୍କ ହୁଣ୍ଡିରୁ ସଂଗ୍ରହ ହେଲା ୪ ଲକ୍ଷ ୮୮ ହଜାର

ଦର୍ଶନ ଦେଲେ ମା’: ଚିହ୍ନଟ ହେଲା ଅଗ୍ନିରୂପା ହିଙ୍ଗୁଳାଙ୍କ ଉଭାସ୍ଥଳୀ

ତାଳଚେର: ବୁଧବାର ନିଶାର୍ଦ୍ଧରେ ଚିହ୍ନଟ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ କ୍ଳାଳାମୁଖୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ। ଗତକାଲି ମଧ୍ୟରାତ୍ରରେ ଦେହୁରୀ ମା’ଙ୍କୁ ଶାବରୀ ମନ୍ତ୍ରରେ ଆରାଧନା କରି ବଶୀଭୂତ କରିଥିଲେ। ଏହା ପରେ କୋଇଲା ସଂଯୋଗ କରି ମା’ଙ୍କ ଉଭାସ୍ଥଳୀ…

Continue Readingଦର୍ଶନ ଦେଲେ ମା’: ଚିହ୍ନଟ ହେଲା ଅଗ୍ନିରୂପା ହିଙ୍ଗୁଳାଙ୍କ ଉଭାସ୍ଥଳୀ