ଅନୁଗୁଳ: ଅନୁଗୁଳ ନାଲକୋ ପ୍ଲାଣ୍ଟର ଶ୍ରମିକ ନେତା ତଥା ଦୈନିକ ଖବରକାଗଜ ‘ଧରିତ୍ରୀ’ର ବଅଁରପାଳ ବ୍ଲକ୍ ପ୍ରତିନିଧି ଉପେନ୍ଦ୍ର ରାଉତଙ୍କ ବାପା ବ୍ରଜବନ୍ଧୁ ରାଉତଙ୍କର ବୁଧବାର ସକାଳେ ହୃଦଘାତରେ ପରଲୋକ ହୋଇଯାଇଛି। ସେ ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ। ନାଲକୋ ପ୍ଲାଣ୍ଟରେ ଶ୍ରମିକ ନେତା ଭାବେ ସୁନାମ ଅର୍ଜନ କରିଥିଲେ। ତାଙ୍କ ମୃତ୍ୟ ଖବର ପ।ଇ ଶ୍ରମିକ ନେତା ବିଭବ ଜେନ।, ପ୍ରଣବ ଜେନ।, ବିଜେଡି ଯୁବ ନେତା ନରେଶ ଚନ୍ଦ୍ର ବେହେରା, ପୂର୍ବତନ ଜିଲ୍ଲା କଂଗ୍ରେସ ସଭ।ପତି ସଂଗ୍ରାମ ମିଶ୍ର, ପୂର୍ବତନ ପୌରାଧ୍ୟକ୍ଷ ଭକ୍ତି ପ୍ରସାଦ ଦ।ସ ପ୍ରମୁଖ କୁଲାଡ ସ୍ଥିତ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବ। ସହ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ। ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ଶ୍ରମିକ ନେତାଙ୍କ ପରଲୋକ
- Post published:April 8, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
