କିଶୋରନଗର ବ୍ଲକରେ ଚାଲିଥିବା ମନରେଗା କାର୍ଯ୍ୟର ତଦାରଖ କଲେ ଲୋକପାଳ ଅଧିକାରୀ

You are currently viewing କିଶୋରନଗର ବ୍ଲକରେ ଚାଲିଥିବା ମନରେଗା କାର୍ଯ୍ୟର ତଦାରଖ କଲେ ଲୋକପାଳ ଅଧିକାରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଦଳୀମୁଣ୍ଡା ପଞ୍ଚାୟତର ବିଭିନ୍ନ ଗାଁରେ ଚାଲିଥିବା ମନରେଗା କାର୍ଯ୍ୟର ତଦାରଖ କରିଛନ୍ତି ଲୋକପାଳ ଅଧିକାରୀ ବିଭୂତି ପଟ୍ଟନାୟକ।

ସୂଚନା ମୁତାବକ, ଲୋକପାଳ ସୋମବାର କଦଳୀମୁଣ୍ଡା ପଞ୍ଚାୟତର କଦଳୀମୁଣ୍ଡା, ଧଉରାଗୋଠ, ଭୀମପୁର ଗାଁରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ। ଏ ଅବସରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସ୍ଥାନୀୟ ସରପଞ୍ଚଙ୍କ ସମେତ ଅଭିଯୋଗକାରୀମାନେ ଉପସ୍ଥିତ ଥିଲେ।

Share

Leave a Reply