ଅନୁଗୁଳ: ତାଳଚେର ସାର କାରଖାନାରୁ ଚୋରି । ସୋମବାର ରାତିରେ ସାର କାରଖାନାରେ କାମ କରୁଥିବା ଏକ ଠିକା ସଂସ୍ଥାର କାର୍ଯ୍ୟାଳୟରୁ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ ଲୁଟପାଟ୍ କରିଛନ୍ତି ଦୁର୍ବୃତ୍ତ। ଠିକାସଂସ୍ଥାର ୨ଟି କଣ୍ଟେନରକୁ ଭାଙ୍ଗି ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି । ୪ଟି ୱାଲ୍ ଫ୍ୟାନ୍ ସହିତ ଅନେକ ଟ୍ୟୁବ୍ ଲାଇଟ୍, କାର୍ଯ୍ୟାଳୟର ସମସ୍ତ ଫର୍ନିଚର ଓ ବହୁ ମୂଲ୍ୟବାନ କେବୁଲ୍ ଚୋରି କରିନେଇଛନ୍ତି। ଏନେଇ ବିକ୍ରମପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍ ଛାନ୍ଭିନ୍ ଆରମ୍ଭ କରିଛି ।
ତାଳଚେର ସାର କାରଖାନାରୁ ଚୋରି
- Post published:April 15, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
