ମାଟିଆ ସାହି ଗ୍ରିଡ୍‌ରୁ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଚୋରୀ

You are currently viewing ମାଟିଆ ସାହି ଗ୍ରିଡ୍‌ରୁ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଚୋରୀ

ଅନୁଗୁଳ: ସ୍ଥାନୀୟ ମାଟିଆ ସାହି ଆର୍‌ସିଏମ୍‌ଏସ ନିକଟରେ ଥିବା ଗ୍ରୀଡରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରମାନେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଚୋରୀ କରିନେଇଥିବା କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଛନ୍ତି।

ସୁରକ୍ଷାକର୍ମୀ ଖବର ପାଇ ଚୋରଙ୍କୁ ଗୋଡାଇବା ବେଳେ ଜଣେ ଗୋଟିଏ ଧଳା ସ୍କୁଟର ଛାଡି ପଳାଇଥିବା ବେଳେ ଅନ୍ୟମାନେ ସେତେବେଳକୁ ଅନେକ ଯନ୍ତ୍ରାଂଶ ଧରି ପଳାଇଥିଲେ। ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share

Leave a Reply