ଅନୁଗୁଳ: ଆସନ୍ତାକାଲି ଅନୁଗୁଳ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଶନିବାର ସକାଳ ସାଢ଼େ ୧୦ଟାରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଅନ୍ତୁଳିଆ ଠାରେ ଏକ ବିଜୟ ସଙ୍କଳ୍ପ ସାଧାରଣ ସଭାରେ ଯୋଗଦେବେ। ଏ ଅବସରରେ ସେ ଦଳ ପାଇଁ ପ୍ରଚାର କରିବେ ବୋଲି ଜଣାଯାଇଛି।
ଆସନ୍ତାକାଲି ଆଠମଲ୍ଲିକ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳ ପାଇଁ ମାଗିବେ ଭୋଟ୍
- Post published:April 26, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
You Might Also Like
ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ବୁଲିଲେ ଅନୁଗୁଳ ଗସ୍ତରେ ଥିବା ୫ଟି ସଚିବ: ଭିଡିଓ କଲିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରକୁ ‘ମୋ ହସ୍ପିଟାଲ’ ଯୋଜନାରେ ସାମିଲ କରିବାକୁ ଦେଲେ ପ୍ରତିଶ୍ରୁତି
ମହିଳାଙ୍କୁ ବ୍ଲାକମେଲିଂ, ଅଭିଯୁକ୍ତ ଗିରଫ


