ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ତଥା ଡୁଡାର ଅଧ୍ୟକ୍ଷ ସିଦ୍ଧର୍ଥ ଶଙ୍କର ସ୍ୱାଇଁ ଜିଲ୍ଲାର ବିଭିନ୍ନ ଅର୍ବାନ ଲୋକାଲ ବଡିର କର୍ମଚାରୀ ମାନଙ୍କୁ ବଦଳି କରିଛନ୍ତି। ଜିଲ୍ଲାର ମୋଟ ଆଠ ଜଣଙ୍କୁ ସେମାନଙ୍କ ସିଟରୁ ସ୍ଥାନାନ୍ତର କରାଯାଇଛି।ଅନୁଗୁଳ ପୌରପାଳିକାର ସିଓ ପ୍ରୀତିନନ୍ଦା ପ୍ରଧାନଙ୍କୁ ତାଳଚେର, ସ୍ୱାଗତିକା ସିଂହ,ଏମ୍ଆଇଏସ୍ ଙ୍କୁ ତାଳଚେର ଏବଂ ଆକାଉଣ୍ଟାନଟ ନିର୍ମଳ ବେହେରାଙ୍କୁ ଆଠମଲ୍ଲିକ ଏନ୍ଏସି କୁ ବଦଳି କରାଯାଇଛି।
ଅନୁଗୁଳ ପୌରପାଳିକାରୁ ବିଦା ହେଲେ ୩ କର୍ମଚାରୀ
- Post published:May 27, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul