ଦୁଇ ଅଟୋକୁ ଧକ୍କା ଦେଲା କାର: ଅଳ୍ପକେ ବର୍ତିଲେ ବାଟୋଇ

You are currently viewing ଦୁଇ ଅଟୋକୁ ଧକ୍କା ଦେଲା କାର: ଅଳ୍ପକେ ବର୍ତିଲେ ବାଟୋଇ

ଅନୁଗୁଳ: ବୁଧବାର ଅପରାହ୍ନ ପ୍ରାୟ ସାଢେ଼ ତିନିଟା ବେଳେ ମାଛ ମାର୍କେଟ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ମାଛ ମାର୍କେଟ ପଟୁ ଦୃତ ଗତିରେ ଆସୁଥିବା ଏକ କାର ଜୁଭେନାଇଲ ଜେଲ ନିକଟରେ ମରାମତି ହେବାକୁ ଥିବା ଦୁଇ ଅଟୋ ସହ ପିଟି  ହୋଇଥିଲା।ଏଥିରେ ଅଟୋ ଦୁଇଟି କ୍ଷତିଗ୍ରସ୍ତ ହୋଇ ଥିଲେ ମଧ୍ୟ ଦଇବାତ୍ କୌଣସି ବାଟୋଇ ସେତେବେଳେ ନଥିବାରୁ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଥିଲା ।

Share

Leave a Reply