କୁଚ ବିହାର ଟ୍ରଫି: ଓଡ଼ିଶା ବନାମ ମେଘାଳୟ ଅନୁଗୁଳର ଦୁଇ ବ୍ୟାଟରଙ୍କ ଶତକ

You are currently viewing କୁଚ ବିହାର ଟ୍ରଫି: ଓଡ଼ିଶା ବନାମ ମେଘାଳୟ ଅନୁଗୁଳର ଦୁଇ ବ୍ୟାଟରଙ୍କ ଶତକ

ଅନୁଗୁଳ: କୁଚ ବିହାର ଟ୍ରଫିର ଗତ ମ୍ୟାଚ୍ ରେ ଓଡ଼ିଶା ଦିଲ୍ଲୀକୁ ହରାଇବା ପରେ ଉତ୍ସାହିତ ଯୁବ ଦଳ ମେଘାଳୟକୁ ମଧ୍ୟ ପାଣି ପିଆଇଲେଣି। ପ୍ରଥମେ ବ୍ୟାଟିଂ କରି ମେଘାଳୟ ୯୬ରେ ଅଲ୍ ଆଉଟ୍ ହେବା ପରେ ଓଡ଼ିଶା ୯ ୱିକେଟରେ ୪୨୪ ର ବିଶାଳ ରନ କରି ପାଳି ଘୋଷଣା କରିଛନ୍ତି।

ଖୁସିର କଥା ଓଡ଼ିଶା ପକ୍ଷରୁ ଅନୁଗୁଳର ଦୁଇ ବ୍ୟାଟର ଶତକ ଅର୍ଜନ କରିଛନ୍ତି। କ୍ୟାପଟେନ ଶ୍ରେୟନ୍ସ ଭରଦ୍ୱାଜ୧୦୩ ରନ କରିଥିବା ବେଳେ ପାନକଲା ମୋଖିତ୍ ୧୧୬ ରନ କରିଛନ୍ତି। ଦ୍ଵିତୀୟ ଇନୀଙ୍ଗସ୍ ରେ ମେଘାଳୟ ଦୁଇ ୱିକେଟ ହରାଇ ଦ୍ଵିତୀୟ ଦିନ ସୁଦ୍ଧା ୮୪ ରନ କରିଛି । ଓଡ଼ିଶା ଏବେ ଉନ୍ନତ ସ୍ଥିତିରେ ଅଛି।

Share

Leave a Reply