ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଙ୍ଗାଳି ଡ୍ୟାମ ସାଇଟ ଥାନା ଅଞ୍ଚଳରୁ ନିଖୋଜ ହୋଇଥିବା ଦୁଇ ନାବାଳିକାଙ୍କୁ ପୋଲିସ ନିଖୋଜ ହେବାର ବାର ଘଣ୍ଟା ମଧ୍ୟରେ ଉଦ୍ଧାର କରି ପାରିଛି। ଅକ୍ଟୋବର ପହିଲା ସନ୍ଧ୍ୟାରେ ଏହି ଦୁଇ ନାବାଳିକା ହଠାତ ନିଖୋଜ ହୋଇ ଯାଇଥିଲେ।ପୋଲିସ ଏ ମାମଲାରେ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ କେସ ଦର୍ଜ କରି ଅନୁସନ୍ଧାନ ଆରମ୍ଭ କରିଥିଲା। ଶେଷରେ ଦୁଇ ନାବାଳିକାଙ୍କୁ ତହିଁ ପରଦିନ କଟକ ବାଦାମବାଡି ନିକଟରୁ ଉଦ୍ଧାର କରି ପରିବାର ଲୋକଙ୍କୁ ଫେରାଇଥିଲା।
ନିଖୋଜ ଦୁଇ ନାବାଳିକା ଉଦ୍ଧାର
- Post published:October 3, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
You Might Also Like
କଦଳୀ ବେରେଣୀରେ କଙ୍ଗାରୁକୋର୍ଟ ! ବୃଦ୍ଧବୃଦ୍ଧାଙ୍କୁ ସାମାଜିକ ବାସନ୍ଦ ଅଭିଯୋଗ, ଏସପିଙ୍କ ଦ୍ୱାରସ୍ଥ
ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲେ, ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା





