ପୁଣି ଖୋଲାଗଲା ରେଙ୍ଗାଳି ଡ୍ୟାମର ଗେଟ୍: ତଳମୁଣ୍ଡ ପାଇଁ ସତର୍କ ସୂଚନା ଜାରି

ଅନୁଗୋଳ: ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍‌ସ୍ଥିତ ରେଙ୍ଗାଳି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଯାଇଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ ବଢ଼ିବାରୁ ଏହି ପଦକ୍ଷେପ ନିଆଯାଇଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ…

Continue Readingପୁଣି ଖୋଲାଗଲା ରେଙ୍ଗାଳି ଡ୍ୟାମର ଗେଟ୍: ତଳମୁଣ୍ଡ ପାଇଁ ସତର୍କ ସୂଚନା ଜାରି

ରେଙ୍ଗାଳି ଡ୍ୟାମ ଜଳପତ୍ତନ ବୃଦ୍ଧି: ସତର୍କ ସୂଚନା ଜାରି

ଅନୁଗୋଳ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯାହାଫଳରେ କଣିହାଁ ବ୍ଲକସ୍ଥିତ ରେଙ୍ଗାଳି ଡ୍ୟାମରେ ବ୍ରାହ୍ମଣୀ ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଡ୍ୟାମର ଜଳଧାରଣ କ୍ଷମତା ୧୨୩.୫୦ ମିଟର ହୋଇଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୨୧.୭୫ ମିଟରରେ ପହଞ୍ଚିଛି। ଡ୍ୟାମ ମଧ୍ୟକୁ…

Continue Readingରେଙ୍ଗାଳି ଡ୍ୟାମ ଜଳପତ୍ତନ ବୃଦ୍ଧି: ସତର୍କ ସୂଚନା ଜାରି

ଜଙ୍ଗଲ ଭିତରେ ଜୁଆ ଖେଳ, ୧୩ ଜଣଙ୍କୁ ଗିରଫ କଲା ରେଙ୍ଗାଳି ପୋଲିସ

ଅନୁଗୋଳ: ଅନୁଗୋଳ ଜିଲ୍ଲା ରେଙ୍ଗାଳି ଡ୍ୟାମ ସାଇଟ ଥାନା ଅନ୍ତର୍ଗତ କଦଳୀପାଳ ଜଙ୍ଗଲରେ ଚାଲିଥିବା ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି। ଗତ ୨୪ ତାରିଖରେ ହୋଇଥିବା ଏହି ଚଢ଼ାଉରେ ୧୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ…

Continue Readingଜଙ୍ଗଲ ଭିତରେ ଜୁଆ ଖେଳ, ୧୩ ଜଣଙ୍କୁ ଗିରଫ କଲା ରେଙ୍ଗାଳି ପୋଲିସ

ଗାଧୋଇବା ବେଳେ ଅଘଟଣ: ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଡ୍ୟାମ ନିମ୍ନଭାଗ କଦଳିପାଳ ନିକଟ ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ କଣିହାଁ ବ୍ଲକ ଖାମାର ଗ୍ରାମର ରାଜେଶ ଗୋଛାୟତ। ସେ କଦଳିପାଳ ନିକଟ ନଦୀରେ ଗାଧୋଉଥିବା…

Continue Readingଗାଧୋଇବା ବେଳେ ଅଘଟଣ: ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ

ରେଙ୍ଗାଳି ଗ୍ରୀଡ୍ ସବ୍-ଷ୍ଟେସନରେ ଚୋରି ଘଟଣା: ୬ ଅଭିଯୁକ୍ତ ଗିରଫ, ନଗଦ ଟଙ୍କା ଓ ଗାଡ଼ି ଜବତ

ଅନୁଗୋଳ: ରେଙ୍ଗାଲି ଡ୍ୟାମ୍ ସାଇଟ୍ ଅଧୀନସ୍ଥ ୨୨୦/୩୩ କେଭି ଗ୍ରୀଡ୍ ସବ୍-ଷ୍ଟେସନରୁ ମୂଲ୍ୟବାନ ତମ୍ବା କଏଲ ଓ ଟ୍ରାନ୍ସଫର୍ମର ଅଏଲ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ମାମଲାରେ ପୋଲିସ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ…

Continue Readingରେଙ୍ଗାଳି ଗ୍ରୀଡ୍ ସବ୍-ଷ୍ଟେସନରେ ଚୋରି ଘଟଣା: ୬ ଅଭିଯୁକ୍ତ ଗିରଫ, ନଗଦ ଟଙ୍କା ଓ ଗାଡ଼ି ଜବତ

ପଞ୍ଚାୟତ ଅଧିକାରୀଙ୍କୁ ଆକ୍ରମଣ ଘଟଣା: ନାଏବ ସରପଞ୍ଚଙ୍କ ସ୍ୱାମୀଙ୍କ ସମେତ ୩ ଗିରଫ

​ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବାଲିପସି ଗ୍ରାମ ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ଦୁଷ୍ମନ୍ତ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ବାଲିପସି ପଞ୍ଚାୟତର ନାଏବ ସରପଞ୍ଚଙ୍କ…

Continue Readingପଞ୍ଚାୟତ ଅଧିକାରୀଙ୍କୁ ଆକ୍ରମଣ ଘଟଣା: ନାଏବ ସରପଞ୍ଚଙ୍କ ସ୍ୱାମୀଙ୍କ ସମେତ ୩ ଗିରଫ

ପଞ୍ଚାୟତ ପିଇଓଙ୍କୁ ମାଡ଼ ଓ ମରଣାନ୍ତକ ଆକ୍ରମଣ: ନାଏବ ସରପଞ୍ଚଙ୍କ ସ୍ୱାମୀ ନାମରେ ମାମଲା

ଅନୁଗୁଳ: କଣିହାଁ ବ୍ଲକ ବାଲିପସି ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ଼ ଓ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ନାଏବ ସରପଞ୍ଚଙ୍କ ସ୍ୱାମୀ ବିଷ୍ଣୁଚରଣ ପ୍ରଧାନ ଓ ତାଙ୍କ ସହଯୋଗୀ ରାଜୁ ସାହୁଙ୍କ ନାମରେ ରେଙ୍ଗାଳି…

Continue Readingପଞ୍ଚାୟତ ପିଇଓଙ୍କୁ ମାଡ଼ ଓ ମରଣାନ୍ତକ ଆକ୍ରମଣ: ନାଏବ ସରପଞ୍ଚଙ୍କ ସ୍ୱାମୀ ନାମରେ ମାମଲା

ରେଙ୍ଗାଳି ଜଳଭଣ୍ଡାର ହେବ କେଜ୍ କଲଚର ପ୍ରୟୋଗଶାଳା: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ-ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମଏସଏମଇ ବିଭାଗ କାର୍ଯ୍ୟକାରିତା ନେଇ ସମୀକ୍ଷା ବୈଠକ

ଅନୁଗୁଳ: ରେଙ୍ଗାଳି ଜଳଭଣ୍ଡାରକୁ ମତ୍ସ୍ୟ ଚାଷର ପ୍ରୟୋଗଶାଳା ଭାବେ ବିକଶିତ କରାଯିବ। ଏଠାରେ ଆଉ ୧୨୬ଟି କେଜ୍ କଲଚର ନିର୍ମାଣ କରି ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରାଯିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।…

Continue Readingରେଙ୍ଗାଳି ଜଳଭଣ୍ଡାର ହେବ କେଜ୍ କଲଚର ପ୍ରୟୋଗଶାଳା: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ-ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମଏସଏମଇ ବିଭାଗ କାର୍ଯ୍ୟକାରିତା ନେଇ ସମୀକ୍ଷା ବୈଠକ

ରେଙ୍ଗାଳି ପୋଲିସକୁ ବଡ଼ ସଫଳତା: ରାସନ ଦୋକାନରୁ ବିପୁଳ ବିଦେଶୀ ମଦ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ସାଇଡ୍ ଥାନା ଅନ୍ତର୍ଗତ ଭାଲିଆବେଡା ଗ୍ରାମର ଏକ ରାସନ ଦୋକାନରୁ ବିପୁଳ ପରିମାଣର ବେଆଇନ ବିଦେଶୀ ମଦ ଜବତ ହୋଇଛି। ଅନୁଗୁଳ ଜିଲ୍ଲା ସ୍ପେଶାଲ ସ୍କ୍ୱାଡ୍ ଓ ରେଙ୍ଗାଳି ପୋଲିସର ମିଳିତ…

Continue Readingରେଙ୍ଗାଳି ପୋଲିସକୁ ବଡ଼ ସଫଳତା: ରାସନ ଦୋକାନରୁ ବିପୁଳ ବିଦେଶୀ ମଦ ଜବତ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ମାମଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ବୁଧବାର ସନ୍ଧ୍ୟାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଜଣେ ୯ ବର୍ଷର ନାବାଳିକାକୁ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ପୋଲିସ ସୂଚନା ମୁତାବକ, ରେଙ୍ଗାଳି…

Continue Readingନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ମାମଲା