ଜନ୍ତୁ ଶିକାର ପାଇଁ ହୁକିଂ କରିଥିବା ଯୁବକ ଗିରଫ, ବିପୁଳ ସାମଗ୍ରୀ ଜବତ
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳ ରେଙ୍ଗାଳି ଥାନା ଅନ୍ତର୍ଗତ ନାକଟିଦେଉଳ ଯାତ୍ରା ପଡ଼ିଆ ପାଖରେ ଜନ୍ତୁ ଶିକାର ପାଇଁ ହୁକିଂ କରିଥିବା ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଫେରାର ହୋଇଯାଇଥିବା ବେଳେ…



