ବାରବାଟୀ ମ୍ୟାଚ ପାଇଁ ଧର୍ମେନ୍ଦ୍ର ଟିକଟ କିଣିଲେ

You are currently viewing ବାରବାଟୀ ମ୍ୟାଚ ପାଇଁ ଧର୍ମେନ୍ଦ୍ର ଟିକଟ କିଣିଲେ

ଅନୁଗୁଳ: ଆସନ୍ତା ଫେବୃୟାରୀ ୯ ତାରିଖରେ କଟକ ବରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ଵିତୀୟ ଏକ ଦିବସୀୟ କ୍ରିକେଟ ମ୍ୟାଚ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ ଲାଇନରେ ଏକ ଗ୍ୟାଲେରୀ ଟିକଟ କିଣିଥିଲେ। ପାଖରେ ଅଛନ୍ତି ଓସିଏର ସମ୍ପାଦକ ସଞ୍ଜୟ ବେହେରା ଏବଂ ଆପେକ୍ସ କାଉନସିଲ ମେମ୍ବର ତଥା ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ।

Share

Leave a Reply