ଅନିମେଶଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

 

ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଗସ୍ତ ସମୟରେ ଜିଲ୍ଲା ପାଇଁ ଗର୍ଵ ଓ ଗୌରବ ଆଣିଥିବା ଅନିମେଶ ପ୍ରଧାନଙ୍କୁ ଭେଟିଥିଲେ। ୟୁପିଏସସି ବା ସର୍ବଭାରତୀୟ ପ୍ରଶାସନିକ ସେବା -୨୦୨୩ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ତାଳଚେରର ଶ୍ରୀ ପ୍ରଧାନଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଆମ ଅନୁଗୁଳ ଜିଲ୍ଲାର ତଥା ତାଳଚେରର ଗର୍ଵ ଏବଂ ଓଡିଶାର ଗୌରବ । ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ନିଷ୍ଠା ଓ ଏକାଗ୍ରତା ବଳରେ ସେ ପାଇଥିବା ସଫଳତା ଯୁବପିଢିଙ୍କୁ ପ୍ରେରିତ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Leave A Reply

Your email address will not be published.

error: Content is protected !!