ସର୍ତ୍ତ ଖିଲାପ କରିବାରୁ ଜାମିନରେ ଥିବା ହତ୍ୟାକାରୀକୁ ଭୁବନେଶ୍ୱରରୁ ଗିରଫ କଲା ବଅଁରପାଳ ପୋଲିସ

You are currently viewing ସର୍ତ୍ତ ଖିଲାପ କରିବାରୁ ଜାମିନରେ ଥିବା ହତ୍ୟାକାରୀକୁ ଭୁବନେଶ୍ୱରରୁ ଗିରଫ କଲା ବଅଁରପାଳ ପୋଲିସ

ବଅଁରପାଳ: ବଅଁରପାଳ ଥାନା ଚୋୖରୀ ଦିହ ଗାଁର ନର ହତ୍ୟାକାରୀ ପ୍ରଶାନ୍ତ କୁମାର ସାହୁଙ୍କୁ ଆଜି ଭୁବନେଶ୍ୱରରୁ ଗିରଫ କରିଛି ପୋଲିସ।
ସୂଚନା ମୁତାବକ, ୨୦୧୧ ମସିହାରେ ଜଣେ ଯୁବକକୁ ହତ୍ୟା କରି ପ୍ରଶାନ୍ତ କୁମାର ସାହୁ ଜେଲ ଯାଇଥିଲେ। କିନ୍ତୁ ଜାମିନରେ ଆସିବା ପରେ ସେ ସର୍ତ୍ତ ଖିଲାପ କରି ଭୁବନେଶ୍ବରରେ ଆତ୍ମ ଗୋପନ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଥାନାଧିକାରୀ ନରେଶ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଏସଆଇ ସତୀଶ ଲେଙ୍କାଙ୍କ ସହ ଏକ ଟିମ୍ ଭୁବନେଶ୍ବରରେ ଚଢ଼ଉ କରି ପ୍ରଶାନ୍ତଙ୍କୁ ଧରିଛି। ଏଥିସହ ତାଙ୍କୁ କୋର୍ଟ ଚାଲାଣ କରିଛି।

Share

Leave a Reply