ଆସନ୍ତା କାଲି ୮ ଘଣ୍ଟା ବିଦ୍ୟୁତ୍ କାଟ

0

ଅନୁଗୁଳ: ଅନୁଗୁଳ ବିଦ୍ୟୁତ୍ ସବ୍ ଡିଭିଜନ ୧୩୨/୩୩ କେ.ଭି. ଗ୍ରୀଡର ବାର୍ଷିକ ରକ୍ଷଣାବେକ୍ଷଣ ନିମନ୍ତେ ଆସନ୍ତା ରବିବାର ସକାଳ ୮ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଅନୁଗୁଳ ସବ୍ ଡିଭିଜନ ଅଧିନସ୍ତ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ l ଏଥି ନିମନ୍ତେ ସର୍ବସାଧାରଣଙ୍କୁ ସହଯୋଗ କରିବାକୁ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ପକ୍ଷରୁ ସର୍ବସାଧାରଣଙ୍କୁ ଅନୁରୋଧ କରାଯାଇଛି l

Leave A Reply

Your email address will not be published.