ଅନୁଗୁଳ: କିଶୋରନଗର ବ୍ଲକ୍ ବଇଣ୍ଡା ଛକ ଆନନ୍ଦମୁଣ୍ଡା ନିକଟରେ ସୋମବାର ସକାଳେ ଏକ ପିଚୁ ବୋଝେଇ ଟ୍ୟାଙ୍କରରେ ନିଆଁ ଲଗାଯାଇଛି l ୫୫ ନମ୍ବର ରାଜପଥରେ ପିଚୁ ବୋଝେଇ ଟ୍ୟାଙ୍କରଟି ତାଳଚେରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିଲା। ଅଚାନକ ଟ୍ୟାଙ୍କରଟିରେ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ଲିଭାଇବାକୁ ଉଦ୍ୟମ କରି ସଫଳ ହେଇଥିଲେ।
ପିଚୁ ବୋଝେଇ ଟ୍ୟାଙ୍କରରେ ଲାଗିଲା ନିଆଁ
- Post published:November 24, 2020
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
