Skip to content
- ଅନୁଗୁଳ: ଆଠମଲ୍ଲିକ ମାଟିର ପୁଅ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ରମାକାନ୍ତ ମିଶ୍ର (୮୩)ଙ୍କ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଗତ ବୁଧବାର ପରଲୋକ ଘଟିଛି। ଆଠମଲ୍ଲିକରେ ଜନ୍ମିତ ସ୍ବର୍ଗତ ମିଶ୍ର ନିଜ ନିଷ୍ଠା, ଅଧ୍ୟବସାୟ ବଳରେ ସାଧାରଣ ପ୍ରଶାସନର ଉଚ୍ଚତମ ସୋପାନରେ ପହଞ୍ଚି ପାରିଥିଲେ। ଜଣେ ଶାନ୍ତ, ସରଳ, ମେଳାପୀ ମଣିଷ ଭାବେ ବେଶ୍ ପରିଚିତ ଥିଲେ। ସେ ମଧ୍ୟ ୩ ଖଣ୍ଡ ପୁସ୍ତକର ରଚୟିତା ଅଟନ୍ତି। ତାଙ୍କ ପରଲୋକରେ ସ୍ଥାନୀୟ ବିଧାୟକଙ୍କ ସମେତ ଅନେକ ବୁଦ୍ଧିଜୀବୀ, ସଂଗଠନର କାର୍ଯ୍ୟକର୍ତ୍ତା ଶୋକବ୍ୟକ୍ତ କରିଛନ୍ତି।
You Might Also Like
error: Content is protected !!