ଅନୁଗୁଳ ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ

You are currently viewing ଅନୁଗୁଳ ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ

ଅନୁଗୁଳ: ଆଜି ଅନୁଗୁଳ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ଏହି ନିର୍ବାଚନରେ ସଭାପତି ରୂପେ ଦିଲୀପ କୁମାର ସାହୁ ,ଉପ ସଭାପତି ଶିବାଶିଷ କର,ସାଧାରଣ ସମ୍ପାଦକ ରୁପେ ଧ୍ରୁବ ଚରଣ ସାହୁ,ସହ ସମ୍ପାଦକ ରୁପେ ପ୍ରଦୀପ୍ତ କୁମାର ଭୂତିଆ,କୋଷାଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ ଏବଂ ସାଂସ୍କୃତିକ ସମ୍ପାଦକ ରୁପେ ବିନୋଦ ବିହାରୀ ପ୍ରଧାନ ବିଜୟୀ ହୋଇଛନ୍ତି। ଅନୁଷ୍ଠିତ ନିର୍ବାଚନକୁ ବରିଷ୍ଠ ଆଇନଜୀବି ପ୍ରମୋଦ କୁମାର ପ୍ରଧାନ ପରିଚାଳନା କରିଥଲେ।

Share

Leave a Reply