ଅନୁଗୁଳ: ଅନୁଗୁଳ ଜେଏସ୍ପିଏଲ୍ କାରଖାନାରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ଅକ୍ସିଜେନ୍ ବୋଝେଇ ଏକ ଟ୍ୟାଙ୍କର ଯାଉଥିବା ବେଳେ ସନ୍ତ୍ରୀ ନିକଟରେ ଗାଡ଼ି ହଠାତ୍ ଅଚଳ ହୋଇପଡ଼ିଥିଲା। କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ଏସ୍ପି ସୂଚନା ପାଇ ଗାଡ଼ି ମରାମତି ବ୍ୟବସ୍ଥା କରାଇବାକୁ ବଅଁରପାଳ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ବଅଁରପାଳ ଥାନା ଅଧିକାରୀ ସୁନିଲ କୁମାର କର ସ୍ଥାନୀୟ ମେକାନିକ୍ଙ୍କ ଜରିଆରେ ଗାଡ଼ି ମରାମତି ବ୍ୟବସ୍ଥା କରିଥିଲେ । ମରାମତି ପରେ ଗାଡ଼ି ବିଜୟୱାଡ଼ା ଅଭିମୁଖେ ବାହାରି ଯାଇଥିଲା ।
ଅକ୍ସିଜେନ ଟ୍ୟାଙ୍କର ମରାମତି କରାଇଲା
- Post published:May 14, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
You Might Also Like
ଜଙ୍ଗଲ ଜମିରେ ଖଣି ଖାଦାନ ନ କରିବା ପାଇଁ ଛେଣ୍ଡିପଦା ଗ୍ରାମବାସୀ ଦାବି, ତହସିଲ କାର୍ଯ୍ୟାଳୟ ସାମ୍ନାରେ ୯ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ
ଭାରତର ଏହି ରାଜ୍ୟରେ ପାଳିତ ହୁଏନି ସ୍ୱାଧୀନତା ଦିବସ, ଉଡ଼େନି ତ୍ରିରଙ୍ଗା; ଜାଣନ୍ତୁ କାହିଁକି ?


