ଯୁବକଙ୍କୁ ଆକ୍ରମଣ, ଲୁଟ୍

You are currently viewing ଯୁବକଙ୍କୁ ଆକ୍ରମଣ, ଲୁଟ୍

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ବଲଣ୍ଡାରେ ଶୁକ୍ରବାର ସକାଳ ୧୧ଟାରେ ଅନନ୍ତ କୋଲନୀର ରମଣ କୁମାର ସିଠ (୩୦)ଙ୍କୁ ଘଂଟପଡ଼ା ଗ୍ରାମର ଦେବାଶିଷ ସାହୁ, ବିକାଶ ସେଠୀ ଓ ଜିତେନ୍ଦ୍ର ପଟ୍ଟନାୟକ ଆକ୍ରମଣ କରି ସୁନାଚେନ, ମୁଦି, ବ୍ରେସଲେଟ ଓ ସ୍ମାର୍ଟଫୋନ ଲୁଟି ନେଇଛନ୍ତି। ସ୍ଥାନୀୟ ଲୋକେ ରମଣଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  ଅଭିଯୋଗ ପରେ ବଲଣ୍ଡା ଫାଣ୍ଡି ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି।

Share

Leave a Reply