ଅନୁଗୁଳ ଟାଇକୋଣ୍ଡୋ ସଂଘ ପକ୍ଷରୁ କେଦାର ଗୌରୀ ଧନ୍ଦାମୂଳକ ଅନ୍ଧ ଆଶ୍ରମର ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ବଣ୍ଟନ

ଅନୁଗୁଳ: ଆଜି ଅନୁଗୁଳ ଟାଇକୋଣ୍ଡୋ ସଂଘର ସମ୍ପାଦକ ଦୁଷ୍ମନ୍ତ କୁମାର ନାଥଙ୍କ ତତ୍ତ୍ୱାବଧାନରେ କେଦାର ଗୌରୀ ଧନ୍ଦାମୂଳକ ଅନ୍ଧ ଆଶ୍ରମର ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରାଯାଇଛି। ଅନ୍ତେବାସୀଙ୍କୁ ଚାଉଳ, ଚୂଡ଼ା ଆଦି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର…

Continue Readingଅନୁଗୁଳ ଟାଇକୋଣ୍ଡୋ ସଂଘ ପକ୍ଷରୁ କେଦାର ଗୌରୀ ଧନ୍ଦାମୂଳକ ଅନ୍ଧ ଆଶ୍ରମର ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ବଣ୍ଟନ

ମଝି ନଈରେ ଅପେରା ସମ୍ରାଟ ମାୟା ନଗରୀ: ବିବାଦ ଯୋଗୁଁ ଥାନାରେ ମାମଲା

ଅନୁଗୁଳ: ୨୦୧୯ ମସିହାରେ ଯେଉଁ ମାୟା ନଗରୀ ଅପେରା ଅନୁଗୁଳ ଜିଲ୍ଲାରେ ଆତ୍ମପ୍ରକାଶ କରି ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା,ଡବଲ ଷ୍ଟେଜରେ ଡବଲ ସୋ କରି ଦର୍ଶକଙ୍କ ଅଜସ୍ର କରତାଳି ସାଉଁଟି ଥିଲା ସେଇ ଅପେରା ଆଜି ଚାରି ବର୍ଷରେ…

Continue Readingମଝି ନଈରେ ଅପେରା ସମ୍ରାଟ ମାୟା ନଗରୀ: ବିବାଦ ଯୋଗୁଁ ଥାନାରେ ମାମଲା

ଅନୁଗୁଳକୁ ଆସିଲା ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ

ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ରକ୍ତ ଭଣ୍ଡାର ସମେତ ୪ଟି ଜିଲ୍ଲାକୁ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ପ୍ରଦାନ କରିଛନ୍ତି। ଆଜି ସକାଳେ ଏହି ଅତ୍ୟାଧୁନିକ ଯାନ ଅନୁଗୁଳରେ ପହଞ୍ଚିଛି। ଏହି ଯାନର ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା।…

Continue Readingଅନୁଗୁଳକୁ ଆସିଲା ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ

ସୁନା ଚେନ ଛିନତାଇ ବିଫଳ

ଅନୁଗୁଳ: ଅନୁଗୁଳ ସହରଭିତରେ ଚୋରି, ଛିନତାଇ, ଲୁଟ ଆଦିକୁ ରୋକିବା ପାଇଁ ପ୍ରତି ଛକରେ ହୋମଗାର୍ଡ ମୁତୟନ କରାଯିବା ସହ ପିସିଆର ଗାଡ଼ି ମଧ୍ୟ ବାରମ୍ବାର ବୁଲୁଛି। ଏସବୁ ସତ୍ତ୍ୱେ ଦୁର୍ବୃତ୍ତ ମାନେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ତାଙ୍କ କାମ ହାସଲ…

Continue Readingସୁନା ଚେନ ଛିନତାଇ ବିଫଳ

ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ନେଲେ ବିଧାୟକ

ଅନୁଗୁଳ: ଆଜି ଦିନ ପ୍ରାୟ ଦଶଟା ବେଳେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଅନୁଗୁଳ ଗସ୍ତରେ ଆସୁଥିବାବେଳେ କର୍ଣ୍ଣପୁର ନିକଟରେ ସଡକ ଦୁର୍ଘଟଣାରେ ଜଣେ ଯୁବକ ଆହତ ହୋଇ ରାସ୍ତା କଡ଼ରେ ପଡିଥିବାର ଦେଖିଥିଲେ। ବିଧାୟକ ଶ୍ରୀ ପ୍ରଧାନ ଏହା…

Continue Readingଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ନେଲେ ବିଧାୟକ

ଲିଙ୍ଗରାଯୋଡ଼ିରେ ଭାଇଚାରା ବାଣ୍ଟିଲେ ସୌମ୍ୟରଞ୍ଜନ

ଅନୁଗୁଳ: ସ୍ଥାନୀୟ ଲିଙ୍ଗରାଯୋଡ଼ିରେ ଦୋଲାପର୍ବ ଅବସରରେ ମେଲଣ ଅନୁଷ୍ଠିତ ହୋଇଥିଲା। ଏ ଅବସରରେ ଯୁବନେତା ସୌମ୍ୟରଂଜନ ସାହୁ ମେଲଣରେ ସମାବିଷ୍ଟ ଯୁବ ସାଥୀ ମାନଙ୍କୁ ଭାରତୀୟ ସଂସ୍କୃତିରେ ଦୋଳ ପର୍ବର ମହତ୍ତ୍ଵ, ଭାଇଚାରା,ସମାଜର ଉନ୍ନତି ପାଇଁ ଯୁବ ସଂଗଠନର କାର୍ଯ୍ୟକାରିତା ଉପରେ…

Continue Readingଲିଙ୍ଗରାଯୋଡ଼ିରେ ଭାଇଚାରା ବାଣ୍ଟିଲେ ସୌମ୍ୟରଞ୍ଜନ

ଡା ପ୍ରଭାତ ପଣ୍ଡା ହେଲେ ଆଇଏମ୍ଏ ରାଜ୍ୟ ସଭାପତି

ଅନୁଗୁଳ: ଡା ପ୍ରଭାତ କୁମାର ପଣ୍ଡା ଭାରତୀୟ ଚିକିତ୍ସକ ସଂଘ ବା ଆଇଏମ୍ଏର ରାଜ୍ୟ ସଭାପତି ଭାବେ ୨୦୨୩-୨୪ ବର୍ଷ ପାଇଁ ମନୋନୀତ ହୋଇଛନ୍ତି। ଡା ପଣ୍ଡା ଏହାପୂର୍ବରୁ ଆଇଏମ୍ଏ ତାଳଚେର- ଳଅନୁଗୁଳ ଓ ପରେ ଅନୁଗୁଳ ଶାଖାର ସମ୍ପାଦକ ଭାବେ…

Continue Readingଡା ପ୍ରଭାତ ପଣ୍ଡା ହେଲେ ଆଇଏମ୍ଏ ରାଜ୍ୟ ସଭାପତି

ରାତି ପାହିଲେ ହୋଇଥାନ୍ତା ବିବାହ: ହୋଲି ଖେଳି ସାରି ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇ ଗଲା ବର ଜୀବନ

ଅନୁଗୁଳ: ସରିଥିଲା ସବୁ ପ୍ରସ୍ତୁତି। ହୋଲି ସରିଥିଲେ ପରଦିନ ହୋଇଥାନ୍ତା ରୀତିନୀତି ଅନୁଯାୟୀ ବିବାହ। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ବାହା ହୋଇ ବୋହୂକୁ ସସମ୍ମାନେ ଘରକୁ ଆଣିବା ପୂର୍ବରୁ ଚାଲିଗଲା ବର ନିଶା ବେହେରାର ଜୀବନ। ପୁରୁଣାକୋଟ ଥାନା…

Continue Readingରାତି ପାହିଲେ ହୋଇଥାନ୍ତା ବିବାହ: ହୋଲି ଖେଳି ସାରି ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇ ଗଲା ବର ଜୀବନ

ଅନୁଗୁଳରେ ଦୋଳପୂର୍ଣ୍ଣିମା

ଅନୁଗୁଳ: ସ୍ଥାନୀୟ ମଦନମୋହନ ମନ୍ଦିରରେ ଦୋଳପର୍ବ ନୀତି କାନ୍ତି ସହ ପାଳିତ ହୋଇଯାଇଛି। ସକାଳୁ ମନ୍ଦିରରେ ନୀତି କାନ୍ତି ସହ ପୂଜାର୍ଚ୍ଚନା ଭୋଗ ଆଦି ଲାଗି ହେବାପରେ ଅପରାହ୍ନରେ ଶ୍ରୀ ରାଧା ଓ ମଦନମୋହନଙ୍କୁ ସୁସଜ୍ଜିତ ପାଲିଙ୍କିରେ ଦୋଳ ମଣ୍ଡପକୁ ନିଆ…

Continue Readingଅନୁଗୁଳରେ ଦୋଳପୂର୍ଣ୍ଣିମା

ଅନୁଗୁଳରେ ହୋଲି: ଦୁର୍ଘଟଣାରେ ୫୦ରୁ ଅଧିକ ଆହତ

ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ରଙ୍ଗର ପର୍ବ ହୋଲି ଆପାତତଃ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲେ ମଧ୍ୟ ବିଭିନ୍ନ ରାସ୍ତାରେ ସଡକ ଦୁର୍ଘଟଣା ଘଟି ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସହରବାସୀ ବିଶେଷ କରି ଘର ଭିତରେ ଅତି…

Continue Readingଅନୁଗୁଳରେ ହୋଲି: ଦୁର୍ଘଟଣାରେ ୫୦ରୁ ଅଧିକ ଆହତ