ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ,କଟକ ସ୍ପୋର୍ଟସ ହଷ୍ଟେଲ ଚମ୍ପିୟାନ

ଅନୁଗୁଳ: ପିଟିସି ଖେଳ ପଡ଼ିଆରେ ଆୟୋଜିତ ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜି ଖେଳାଯାଇଥିବା ଫାଇନାଲ ମ୍ୟାଚରେ କଟକ ସ୍ପୋର୍ଟସ ହଷ୍ଟେଲ ୨-୦ ଗୋଲରେ ଆଠମଲ୍ଲିକକୁ ହରାଇ ଚମ୍ପିୟାନ ହୋଇଥିଲା। ଖେଳର ପ୍ରଥମାର୍ଧରେ ଦୁଇଟି ଯାକ ଗୋଲ ହୋଇଥିଲା।…

Continue Readingଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ,କଟକ ସ୍ପୋର୍ଟସ ହଷ୍ଟେଲ ଚମ୍ପିୟାନ

ନାଲକୋନଗରରେ ଅଗଷ୍ଟ ୧୮ରୁ ଜାତୀୟ ଜନଜାତି କାର୍ଣିଭାଲ

ଅନୁଗୁଳ: ଆସନ୍ତା ଅଗଷ୍ଟ ୧୮ ତାରିଖରୁ ୨୮ ତାରିଖ ଯାଏ ନାଲକୋନଗର ଠାରେ ଏକ ଜାତୀୟ ସ୍ତରିୟ ଆଦିବାସୀ ମେଳା ଅନୁଷ୍ଠିତ ହେବ। ସା ପରିଚୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ମେଳାକୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ…

Continue Readingନାଲକୋନଗରରେ ଅଗଷ୍ଟ ୧୮ରୁ ଜାତୀୟ ଜନଜାତି କାର୍ଣିଭାଲ

ଇକୋ ପାର୍କରେ ଫଳକ ଭଙ୍ଗାକୁ ନେଇ ଚର୍ଚ୍ଚା ଜୋର

ଅନୁଗୁଳ: ଅନୁଗୁଳ ଇକୋ ପାର୍କ ପରିସରରେ ଗତ ପନ୍ଦର ଅଗଷ୍ଟ ସନ୍ଧ୍ୟାରେ ଏକ ମ୍ୟୁଜିକାଲ ଫାଉଣ୍ଟେନ୍‌ ଉଦ୍‌ଘାଟିତ ହୋଇଥିଲା। ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହାକୁ ଉଦ୍‌ଘାଟନ କରିଥିଲେ। ପୌରାଧକ୍ଷ ଅକ୍ଷୟ ସାମନ୍ତଙ୍କ ସମେତ ବହୁ ଅଧିକାରୀ ଓ କାଉନସିଲର…

Continue Readingଇକୋ ପାର୍କରେ ଫଳକ ଭଙ୍ଗାକୁ ନେଇ ଚର୍ଚ୍ଚା ଜୋର

ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ବାଗେଡିଆକୁ ଟାଇବ୍ରେକରରେ ହରାଇ ଆଠମଲ୍ଲିକ ଫାଇନାଲରେ

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ ବାଗେଡିଆକୁ ଟାଇ ବ୍ରେକରରେ ହରାଇ ଆଠମଲ୍ଲିକ ଫାଇନାଲରେ ପହଞ୍ଚିଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଏହାପରେ ପେନାଲ୍ଟି ସୁଟ ଆଉଟରେ…

Continue Readingଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ବାଗେଡିଆକୁ ଟାଇବ୍ରେକରରେ ହରାଇ ଆଠମଲ୍ଲିକ ଫାଇନାଲରେ

ଜନ-ଗଣ-ମନ ଧ୍ୱନିରେ କମ୍ପିଲା ପରିବେଶ: ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚ ପାଳିଲା ସ୍ବାଧୀନତା ଦିବସ

ଅନୁଗୁଳ: ସ୍ଥାନୀୟ ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚର ଗ୍ରାମେଶ୍ୱରୀ ମା' ବଗାଧରଙ୍କ ପୀଠରେ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି। ମଞ୍ଚର ସଭାପତି ରାଜ କିଶୋର ଦାସ ପତାକା ଉତ୍ତୋଳନ କରି ଦେଶର ଅଖଣ୍ଡତା ନିରାପତ୍ତା ରକ୍ଷା କରିବା ସହିତ ଦିବସ…

Continue Readingଜନ-ଗଣ-ମନ ଧ୍ୱନିରେ କମ୍ପିଲା ପରିବେଶ: ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚ ପାଳିଲା ସ୍ବାଧୀନତା ଦିବସ

ଲିଟିଲ୍ ହାର୍ଟସରେ ୭୭ତମ ସ୍ୱତନ୍ତ୍ରତା ଦିବସ

ଅନୁଗୁଳ: କୁଇଓ ସ୍ଥିତ ଲିଟିଲ୍ ହାର୍ଟସ ଟଡଲରସ ଏକାଡେମୀ ପରିସରରେ ୭୭ ତମ ସ୍ୱତନ୍ତ୍ରତା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ସ୍କୁଲର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଦୀପ୍ତି ଯୋଶୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ…

Continue Readingଲିଟିଲ୍ ହାର୍ଟସରେ ୭୭ତମ ସ୍ୱତନ୍ତ୍ରତା ଦିବସ

ଅନୁଗୁଳର ଯୁବ ବୈଜ୍ଞାନିକ ଯୁଗଳ କିଶୋର ଦେହୁରୀ

ଅନୁଗୁଳ: କଠିନ ଅଧ୍ୟବସାୟ ଓ ନିଜ ସ୍ବପ୍ନକୁ ସାକାର କରିବା ପାଇଁ ନିରଳସ ସାଧନା ହିଁ ସଫଳତା ଆଡକୁ ବାଟ କଢାଇ ନିଏ। ଆମେ କହୁଚୁ ଅନୁଗୁଳର ଯୁବ ବୈଜ୍ଞନିକ ଯୁଗଳ କିଶୋର ଦେହୁରୀଙ୍କ କଥା। ବାପା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ…

Continue Readingଅନୁଗୁଳର ଯୁବ ବୈଜ୍ଞାନିକ ଯୁଗଳ କିଶୋର ଦେହୁରୀ

ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଜାମସେଦପୁରକୁ ୩-୦ ଗୋଲରେ ହରାଇ ବାଗେଡ଼ିଆ ସେମିଫାଇନାଲରେ

  ଅନୁଗୁଳ: ପିଟିସି ଖେଳପଡିଆରେ ଚାଲିଥିବା ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ ଜାମସେଦପୁରକୁ ୩-୦ ଗୋଲରେ ପରାସ୍ତ କରି ବାଗେଡିଆ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା। ଢେ଼ଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଖେଳକୁ…

Continue Readingଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଜାମସେଦପୁରକୁ ୩-୦ ଗୋଲରେ ହରାଇ ବାଗେଡ଼ିଆ ସେମିଫାଇନାଲରେ

ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ପରଲୋକ

  ଅନୁଗୁଳ: ଅବସରପ୍ରାପ୍ତ ପୋଲିସ ସବ ଇନ୍ସପେକ୍ଟର ହେମନ୍ତ କୁମାର ଦାସଙ୍କ କୁମଣ୍ଡ ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ସେ ଜଣେ ଦକ୍ଷ ଓ ସଚ୍ଚୋଟ ପୋଲିସ ଅଧିକାରୀ ଭାବେ…

Continue Readingଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ପରଲୋକ

ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ କଟକ ସ୍ପୋର୍ଟସ ହଷ୍ଟେଲ ଢେ଼ଙ୍କାନାଳକୁ ହରାଇ ଫାଇନାଲରେ

ଅନୁଗୁଳ: ପିଟିସି ଖେଳ ପଡ଼ିଆରେ ଚାଲିଥିବା ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜି ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହୋଇଥିଲା। ଆଜିର ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ କଟକ ସ୍ପୋର୍ଟସ ହଷ୍ଟେଲ ୧-୦ ଗୋଲରେ ପୋପୁଲାର୍ କ୍ଳବ୍ ଢେ଼ଙ୍କାନାଳକୁ ହରାଇ ଫାଇନାଲକୁ…

Continue Readingଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ କଟକ ସ୍ପୋର୍ଟସ ହଷ୍ଟେଲ ଢେ଼ଙ୍କାନାଳକୁ ହରାଇ ଫାଇନାଲରେ