ନୃତ୍ୟ ନିଳୟ ଛାତ୍ରୀଙ୍କୁ ଓଡିଶୀ ସ୍କଲାରସିପ
ଅନୁଗୁଳ: ୨୦୨୧-୨୨ ମସିହା ପାଇଁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସିସିଆର୍ଟି ସ୍କଲାରସିପ ତାଲିକାରେ ଓଡ଼ିଶାର ୧୪ ଜଣ ଛାତ୍ର ଛାତ୍ରୀ ସ୍ଥାନ ପାଇଛନ୍ତି।ସେମାନଙ୍କ ମଧ୍ୟରେ ଅନୁଗୁଳ ନୃତ୍ୟନିଳୟ ର ଛାତ୍ରୀ ଲାବନ୍ୟା ପ୍ରସାଦ ଦାଶ୍ ଅନ୍ୟତମ। ଲାବନ୍ୟା…



