ଅଂଶୁଘାତରେ ମାଛ ବ୍ୟବସାୟୀର ମୃତ୍ୟୁ!

ଅନୁଗୁଳ: ଆଜି ଦିନ ଦି ପହରେ ଜଣେ ମାଛ ବ୍ୟବସାୟୀର ଅଂଶୁ ଘାତରେ ମୃତ୍ୟୁ ଘଟିଛି।ରାଜକିଶୋର ପଡ଼ାର ମାଛ ବ୍ୟବସାୟୀ ମଳୟ ବେହେରା (୩୬) ବୁଲି ବୁଲି ମାଛ ବିକନ୍ତି। ଆଜି ମାଛ ବିକି ନିଜ ଘରକୁ ଦିନ ପ୍ରାୟ ଗୋଟାଏ…

Continue Readingଅଂଶୁଘାତରେ ମାଛ ବ୍ୟବସାୟୀର ମୃତ୍ୟୁ!

ଦ୍ୱାବିଂଶ ଶୈଳ ଶ୍ରୀକ୍ଷେତ୍ର ଘୋଷ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ

ଅନୁଗୁଳ: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା ଶୈଳ ଶ୍ରୀକ୍ଷେତ୍ର ଗୁଣ୍ଡିଚା ଯାତ୍ରା ୩୦ ଜୁନ ନୀଳାଦ୍ରି ବିଜୟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ଓ ତାର ପ୍ରସ୍ତୁତି ନେଇ ମନ୍ଦିର ପରିସରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ…

Continue Readingଦ୍ୱାବିଂଶ ଶୈଳ ଶ୍ରୀକ୍ଷେତ୍ର ଘୋଷ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ

ଅନୁଗୁଳ ବସ୍ ମାଲିକ ସଂଘର ନିର୍ବାଚନ

ଅନୁଗୁଳ: ଆଜି ଅନୁଗୋଳର ଏକ ହୋଟେଲରେ ଅନୁଗୁଳ ଜିଲ୍ଲା ବସ୍ ମାଲିକ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମାନସ କୁମାର ସାମଲ ସଭାପତି,କଲ୍ଲୋଳ କୁମାର ସାହୁ ଉପସଭାପତି,ସନ୍ତୋଷ କୁମାର ମିଶ୍ର ସମ୍ପାଦକ, ସୁଦୀପ୍ କୁମାର ଗଡ଼ନାୟକ ସହ ସମ୍ପାଦକ…

Continue Readingଅନୁଗୁଳ ବସ୍ ମାଲିକ ସଂଘର ନିର୍ବାଚନ

ଆଜି ଅନୁଗୁଳରେ ବର୍ଷର ସର୍ବୋଚ୍ଚ ତାପମାତ୍ରା

ଅନୁଗୁଳ: ଆଜି ଅନୁଗୁଳର ତାପମାତ୍ରା ପୂର୍ବର ସବୁ ରେକର୍ଡକୁ ଟପି ଯାଇଛି। ଆଜି ଅନୁଗୁଳର ତାପମାତ୍ରା ୪୪.୭ ଡିଗ୍ରୀ ସେଲସିଏସ ରେକର୍ଡ କରାଯାଇଥିଲା। ଏଭଳି ତାପମାତ୍ରାରେ ଅନୁଗୁଳର ଜନଜୀବନ ଦୁର୍ବିସହ ହୋଇଯାଇଥିଲା। ସକାଳ ୯ ଟା ପରେ ଏବଂ ସନ୍ଧ୍ୟା ୬…

Continue Readingଆଜି ଅନୁଗୁଳରେ ବର୍ଷର ସର୍ବୋଚ୍ଚ ତାପମାତ୍ରା

ଫୋନରେ ବରିଷ୍ଠ ନାଗରିକଙ୍କୁ ହତ୍ୟା ଧମକ

ଅନୁଗୁଳ: ବନ୍ତଳା ମଧୁପୁର ଅଞ୍ଚଳର ନିରଞ୍ଜନ ଦେହୁରୀ (୬୫) ଅନୁଗୁଳ ଟାଉନର ମିଶ୍ରପଡ଼ାରେ ସାମୟିକ ପାଇଁ ରହୁଛନ୍ତି। ଗତ ଜୁନ ୧୪ ତାରିଖ ଅପରାହ୍ନ ପ୍ରାୟ ୪:୩୦ ସମୟରେ ଜଣେ ବ୍ୟକ୍ତି ନିରଞ୍ଜନଙ୍କ ମୋବାଇଲକୁ ଫୋନ୍ କରି ତୋ ପୁଅ ଆମକୁ…

Continue Readingଫୋନରେ ବରିଷ୍ଠ ନାଗରିକଙ୍କୁ ହତ୍ୟା ଧମକ

ତିନି ଅନୁଗୁଳିଆଙ୍କୁ ମିଳିବ ରାଜଧାନୀ ପୁସ୍ତକ ମେଳା ପୁରସ୍କାର

ଅନୁଗୁଳ: ରାଜଧାନୀ ପୁସ୍ତକମେଳା କମିଟି ପକ୍ଷରୁ ୨୦୨୦,୨୦୨୧ ଓ ୨୦୨୨ ମସିହା ପାଇଁ ରାଜଧାନୀ ପୁସ୍ତକ ମେଳା ପୁରସ୍କାର ଘୋଷଣା କରାଯାଇଛି। ୨୦୨୦ ମସିହା ପାଇଁ ବିଶିଷ୍ଟ ଶିଶୁ ସାହିତ୍ୟିକ,ସୁ ବକ୍ତା ତଥା ଆଦର୍ଶ ଶିକ୍ଷକ ସଂଗ୍ରାମ କେଶରୀ ପୃଷ୍ଟିଙ୍କ ପୁସ୍ତକ…

Continue Readingତିନି ଅନୁଗୁଳିଆଙ୍କୁ ମିଳିବ ରାଜଧାନୀ ପୁସ୍ତକ ମେଳା ପୁରସ୍କାର

ମାଟିଆ ସାହି ଗ୍ରିଡ୍‌ରୁ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଚୋରୀ

ଅନୁଗୁଳ: ସ୍ଥାନୀୟ ମାଟିଆ ସାହି ଆର୍‌ସିଏମ୍‌ଏସ ନିକଟରେ ଥିବା ଗ୍ରୀଡରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରମାନେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଚୋରୀ କରିନେଇଥିବା କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ସୁରକ୍ଷାକର୍ମୀ ଖବର ପାଇ ଚୋରଙ୍କୁ ଗୋଡାଇବା ବେଳେ ଜଣେ ଗୋଟିଏ…

Continue Readingମାଟିଆ ସାହି ଗ୍ରିଡ୍‌ରୁ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଚୋରୀ

ଅନୁଗୁଳର ବଣମଲ୍ଲି ଝରିଗଲା: ପରଲୋକରେ ଭିନ୍ନକ୍ଷମ ଲେଖିକା ବି ନିରୁପମା

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବଣମଲ୍ଲି ଛେଣ୍ଡିପଦା ଥାନା ଅନ୍ତର୍ଗତ ମାମୁରିଆ ଗାଁର ଭିନ୍ନକ୍ଷମ ଲେଖିକା ବି ନିରୁପମାଙ୍କ ଆଜି ୪୨ ବର୍ଷ ବୟସରେ ପରଲୋକ ଘଟିଛି। ନିରୁପମା ଆମ ଜିଲ୍ଲାର ହେଲେନ କେଲର କହିଲେ ଅତ୍ୟୁକ୍ତି ହେବ ନାହିଁ। ବାପା ଭୁବନେଶ୍ବର…

Continue Readingଅନୁଗୁଳର ବଣମଲ୍ଲି ଝରିଗଲା: ପରଲୋକରେ ଭିନ୍ନକ୍ଷମ ଲେଖିକା ବି ନିରୁପମା

ଟାଟା ଷ୍ଟିଲ କାରଖାନାରେ ଗ୍ୟାସ ଲିକ,୧୯ ଆହତ

ଅନୁଗୁଳ: ଆଜି ଦିନ ପ୍ରାୟ ଗୋଟାଏ ବେଳେ କଣ୍ଟାବଣିଆ ସ୍ଥିତ ଟାଟା ଷ୍ଟିଲ କାରଖାନାରେ ବ୍ଲାଷ୍ଟ୍ ଫର୍ଣେସ ୨ର ପାଇପ ଲାଇନ୍ ରେ ଉତ୍ତପ୍ତ ଗ୍ୟାସ ଲିକ୍ କରିବାରୁ ସେଠାରେ କାର୍ଯ୍ୟରତ ପ୍ରାୟ ୧୯ ଜଣ କର୍ମଚାରୀ ପୋଡ଼ି ଗୁରୁତର ଆହତ…

Continue Readingଟାଟା ଷ୍ଟିଲ କାରଖାନାରେ ଗ୍ୟାସ ଲିକ,୧୯ ଆହତ

ସାଂସ୍କୃତିକ ଅନୁଷ୍ଠାନ କଳାକାର କାର୍ଯ୍ୟାଳୟ ଭାଙ୍ଗିଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ ସରକାରୀ ଯାଗାରେ ଥିବା କ୍ଳବ୍ ତଥା ଅନୁଷ୍ଠାନ ଗୁଡ଼ିକୁ ବୁଲ୍ଡୋଜର ଲଗାଇ ଭଙ୍ଗା ଯାଉଛି।ଅତୀତରେ ଅନୁଗୁଳର ବହୁ ମୂଲ୍ୟବାନ ଜାଗା ଜବରଦଖଲରେ ଥିବାବେଳେ ଏବେ ସେସବୁକୁ ଉଚ୍ଛେଦ କରାଯାଉଛି। ଏହି କ୍ରମରେ ଆଜି…

Continue Readingସାଂସ୍କୃତିକ ଅନୁଷ୍ଠାନ କଳାକାର କାର୍ଯ୍ୟାଳୟ ଭାଙ୍ଗିଲା