ଅବସର ନେଲେ ଖାଉଟି ଅଦାଲତ ଅଧ୍ୟକ୍ଷ
ଅନୁଗୁଳ: ଅନୁଗୁଳ ଖାଉଟି ବିବାଦ ବିଚାର ଆୟୋଗର ଅଧ୍ୟକ୍ଷ ସରୋଜ କୁମାର ସାହୁ ଗତ ୧୧ ତାରିଖରେ ଅବସର ଗ୍ରହଣ କରିଛନ୍ତି।ଏଥିପାଇଁ କାର୍ଯ୍ୟାଳୟ ପରିସରରେ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ଶ୍ରୀ ସାହୁ ମାର୍ଚ୍ଚ ୧୬,୨୦୨୨ରେ ଏଠାରେ ଯୋଗା ଦାନ କରିଥିଲେ।…
ଅନୁଗୁଳ: ଅନୁଗୁଳ ଖାଉଟି ବିବାଦ ବିଚାର ଆୟୋଗର ଅଧ୍ୟକ୍ଷ ସରୋଜ କୁମାର ସାହୁ ଗତ ୧୧ ତାରିଖରେ ଅବସର ଗ୍ରହଣ କରିଛନ୍ତି।ଏଥିପାଇଁ କାର୍ଯ୍ୟାଳୟ ପରିସରରେ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ଶ୍ରୀ ସାହୁ ମାର୍ଚ୍ଚ ୧୬,୨୦୨୨ରେ ଏଠାରେ ଯୋଗା ଦାନ କରିଥିଲେ।…
ଅନୁଗୁଳ: ଅନୁଗୁଳ ପିଟିସିରେ କନଷ୍ଟେବଳ ଭାବେ କାର୍ଯ୍ୟରତ ରାଜେଶ୍ ଲାଜରୁସଙ୍କ ଆଜି ସକାଳେ ହୃଦ୍ଘାତରେ ପରଲୋକ ଘଟିଛି। ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ଅନୁଗୁଳ ହସ୍ପିଟାଲ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜେଶ୍ଙ୍କ ମୃତ୍ୟୁରେ…
ଅନୁଗୁଳ: ଆଗାମୀ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ୧୧ ଦୁର୍ଗା ପୂଜା କମିଟି ଏବଂ ୨୭ ଲକ୍ଷ୍ମୀ ପୂଜା କମିଟିର କର୍ମକର୍ତ୍ତାଙ୍କୁ ନେଇ ଆଜି ସ୍ଥାନୀୟ ଟାଉନ ହଲରେ ଶାନ୍ତି କମିଟି ବା…
ଅନୁଗୁଳ: ଆଜି ଅପରାହ୍ନ ପାଞ୍ଚଟା ସମୟରେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ବଲାସିଂହା ଗାଁରେ ବିଦ୍ୟୁତ୍ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସେହି ଗାଁର ସୁଦୀପ୍ତ ସାହୁ(୩୦) ସେ ଘର ପାଖ ଜଣଙ୍କ ଘରେ ଢ଼ଳେଇ…
ଅନୁଗୁଳ: ଅନୁଗୁଳ ନବକୃଷ୍ଣ ଚୌଧୁରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟର ବରିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମର ଅଜିତ ସିଂହ ସାମନ୍ତଙ୍କ ଆଜି ସକାଳେ ହୃଦ୍ଘାତରେ ପରଲୋକ ଘଟିଛି। ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ସେ ଅନୁଗୁଳ ରାଜପୁତ କ୍ଷତ୍ରିୟ ସମାଜର ଜଣେ ବରିଷ୍ଠ…
ଅନୁଗୁଳ: ଆସନ୍ତା ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ଯାଏ ଅନୁଗୁଳ ରେଞ୍ଜରସ ଟ୍ରେନିଂ କଲେଜ୍ ପଡ଼ିଆରେ ରାଜ୍ୟ ସ୍ତରୀୟ ସ୍କୁଲ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧୪ ବର୍ଷରୁ କମ ଓ ୧୭ ବର୍ଷରୁ କମ ବୟସର ପ୍ରତିଯୋଗୀ ମାନେ…
ଅନୁଗୁଳ: ରବିବାର ରାତିରେ ଅନୁଗୁଳ ଜିଲ୍ଲା ପୁରୁଣା କୋଟ ଥାନା ଓଳାବିର ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତି ସେହି ଗାଁର ବିଶ୍ଵନାଥ ବର୍ଗିଆ। ସୂଚନା ଯେ, ବିଶ୍ଵନାଥ ବନ୍ୟଜନ୍ତୁଙ୍କ କବଳରୁ ଫସଲକୁ ରକ୍ଷା କରିବା ପାଇଁ…
ଅନୁଗୁଳ: ଆସନ୍ତା ଅକ୍ଟୋବର ୧୨ ତାରିଖରୁ ପଣ୍ଡିଚେରୀରେ ଆରମ୍ଭ ହେବାକୁ ଯାଉଥିବା ୧୯ ବର୍ଷରୁ କମ ଜାତୀୟ ଭିନୁ ମଙ୍କଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଅନୁଗୁଳ ଜିଲ୍ଲାର ୩ ଜଣ ଯୁବ ଖେଳାଳୀଙ୍କୁ ମନୋନୀତ କରିଛି। ମନୋନୀତ ଖେଳାଳୀ ମାନେ ହେଲେ…
ଅନୁଗୁଳ: ସିକିମର ଗାଙ୍ଗ୍ଟକ୍ରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଅନୁଗୁଳର ତିନି ସାଙ୍ଗ ଫସି ଥିବା ଖବର ମିଳିଛି। ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ହେମସୁରପଡ଼ାର ଯୁବକ ନୃସିଂହ ମହାନ୍ତି, ରାଜକିଶୋରପଡ଼ାର ତପନ ସାହୁ ଏବଂ ରଧାରମନପଡ଼ାର ବଳଭଦ୍ର ସାହୁ ଅନୁଗୁଳରୁ ସାଲିମାର…
ଅନୁଗୁଳ: ୬୯ ତମ ବନ୍ୟ ପ୍ରାଣୀ ସପ୍ତାହ ପାଳନ ଅବସରରେ ଆଜି ସୂର୍ଯ୍ୟ ଇକୋ ରେସର୍ଟସ ପକ୍ଷରୁ ମାଣିକ ଯୋଡ଼ି ଉଚ୍ଚ ବିଦ୍ୟାଳୟ ପରିସରରେ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ବନ୍ୟ ପ୍ରାଣୀଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିବା ଏବଂ…