ଗଜଲକ୍ଷ୍ମୀ ପୂଜା ପାଇଁ ଝଲସୁଛି ଅନୁଗୁଳ ମୀନା ବଜାର ଓ ଫୁଡ୍ କୋର୍ଟରେ ଲୋକଙ୍କ ଭିଡ଼
ଅନୁଗୁଳ: ଅନୁଗୁଳର ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ପାଇଁ ବିଭିନ୍ନ ପୂଜା କମିଟି ବିଭିନ୍ନ କାର୍ଯ୍ୟକ୍ରମର ବ୍ୟବସ୍ଥା କରିଛନ୍ତି। ପ୍ରାୟ ସବୁ ପୂଜା କମିଟି ପକ୍ଷରୁ ଦିନ ବେଳା ଅନ୍ନ ଭୋଗ ସହିତ ସନ୍ଧ୍ୟାରେ କ୍ଷୀରୀ କାକରା,ହାଲୁଆ ଆଦି ତିଆରି କରି ଭକ୍ତଙ୍କୁ…




