ଲିଟିଲ୍ ହାର୍ଟସରେ ବିଜ୍ଞାନ ପ୍ରଦର୍ଶନୀ ଟେକ୍ନୋଫିଏଷ୍ଟା ଉଦଘାଟିତ

ଅନୁଗୁଳ: କୁଇଓ ସ୍ଥିତ ଲିଟିଲ୍ ହାର୍ଟସ ଟଡଲରସ ଏକାଡେମୀରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନୀ "ଟେକ୍ନୋଫିଏସ୍ଟା" ଉଦଘାଟିତ ହୋଇଯାଇଛି।ବଅଁରପାଳ ସିଆରସିସି ଶରତ କୁମାର ମହାରଣା ମୁଖ୍ୟ ଅତିଥି ରୁପେ ସମାରୋହକୁ ଉଦଘାଟନ କରିଥିଲେ। ଶାକସିଙ୍ଗା କ୍ଲଷ୍ଟର ସିଆରସିଶି ଆଶିଷ କୁମାର ନଗେଶ…

Continue Readingଲିଟିଲ୍ ହାର୍ଟସରେ ବିଜ୍ଞାନ ପ୍ରଦର୍ଶନୀ ଟେକ୍ନୋଫିଏଷ୍ଟା ଉଦଘାଟିତ

ଆସନ୍ତା ୧୪ରେ ଅନୁଗୁଳ ଭଲିବଲ୍ ଦଳ ଚୟନ

ଅନୁଗୁଳ: ଚଳିତ ନଭେମ୍ବର ମାସରେ କନ୍ଧମାଳ ଠାରେ ଆନ୍ତଃ ଜିଲ୍ଲା ଭଲିବଲ ପ୍ରତିଯୋଗିତା ଆୟୋଜନ କରିବାକୁ ରାଜ୍ୟ ଭଲିବଲ ସଂଘ ନିଷ୍ପତ୍ତି ନେଇଛି। ଏ ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲାର ପୁରୁଷ ଭଲିବଲ୍ ଦଳର ଚୟନ ଆସନ୍ତା ନଭେମ୍ବର ୧୪ ତାରିଖରେ ଅମଲାପଡ଼ା…

Continue Readingଆସନ୍ତା ୧୪ରେ ଅନୁଗୁଳ ଭଲିବଲ୍ ଦଳ ଚୟନ

ମା’ ଧନଦାତ୍ରୀ ନେଲେ ମେଲାଣି: ସମ୍ମିଳିତ ଭସାଣି ଦେଖିବାକୁ ଜନ ସମୁଦ୍ର

ଅନୁଗୁଳ: ଆଜି ଅନୁଗୁଳରେ ଧନଦାତ୍ରୀ ମହାଲକ୍ଷ୍ମୀଙ୍କ ସମ୍ମିଳିତ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣିରେ ଭାଗ ନେଉଥିବା ପୂଜା କମିଟି ପକ୍ଷରୁ ଅପରାହ୍ନ ତିନିଟା ସୁଦ୍ଧା ମେଢ଼ ଗୁଡ଼ିକ ଥାନା ଛକରେ ପହଞ୍ଚିବା ପରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକ୍ରମ କେଶରୀ…

Continue Readingମା’ ଧନଦାତ୍ରୀ ନେଲେ ମେଲାଣି: ସମ୍ମିଳିତ ଭସାଣି ଦେଖିବାକୁ ଜନ ସମୁଦ୍ର

କାଞ୍ଜିଆହୁଦା ନିର୍ମାଣ ନିମନ୍ତେ ସାଂସଦଙ୍କୁ ସ୍ମାରକ

ଅନୁଗୁଳ: ଦୀର୍ଘ ଦିନ ଧରି ଅନୁଗୁଳ ପୌରାଞ୍ଚଳ ମଧ୍ୟରେ ଏକ କାଞ୍ଜିଆହୁଦା ନିର୍ମାଣ ପାଇଁ ସ୍ବେଛାସେବୀ ମାନେ ଦାବୀ କରି ଆସୁଛନ୍ତି କିନ୍ତୁ ପ୍ରଶାସନ ପକ୍ଷରୁ ଏଥିନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ।ବୁଲା ଗାଈ ଗୋରୁ ରାସ୍ତାରେ ଏଣେତେଣେ ବୁଲିବା ଦ୍ଵାରା…

Continue Readingକାଞ୍ଜିଆହୁଦା ନିର୍ମାଣ ନିମନ୍ତେ ସାଂସଦଙ୍କୁ ସ୍ମାରକ

ଜିଲ୍ଲାସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ଓ ବିଜ୍ଞାନ କୁଇଜ ପ୍ରତିଯୋଗିତା ଆୟୋଜିତ

ଅନୁଗୁଳ: ଅନୁଗୁଳ ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ଓ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଆମ୍ବୁଜ କୁମାର ଗଡ଼ନାୟକ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ…

Continue Readingଜିଲ୍ଲାସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ଓ ବିଜ୍ଞାନ କୁଇଜ ପ୍ରତିଯୋଗିତା ଆୟୋଜିତ

ସାହି ଗୋଟେ ଲକ୍ଷ୍ମୀ ପୂଜା ଦିଟା:ମାହୋଲ୍ ଜମୁଛି

ଅନୁଗୁଳ: ଅନୁଗୁଳ ଅମଲାପଡ଼ାରେ ଲକ୍ଷ୍ମୀପୂଜା ଧୁମ୍ ଧାମରେ ଚାଲିଛି। ଗତ ୨୬ ବର୍ଷ ଧରି ଜୟ ଦୁର୍ଗା ମାର୍କେଟ ଓ ପାଖ ଅନ୍ୟାନ୍ୟ ମାର୍କେଟର ବ୍ୟବସାୟୀ ମାନେ ମିଶି ପୂଜା କରି ଆସୁଛନ୍ତି। ସୁନ୍ଦର୍ ପ୍ରତିମୂର୍ତ୍ତି ଆକର୍ଷଣୀୟ ତୋରଣ ସାଂଗକୁ ବିଜୁଳି…

Continue Readingସାହି ଗୋଟେ ଲକ୍ଷ୍ମୀ ପୂଜା ଦିଟା:ମାହୋଲ୍ ଜମୁଛି

ଲିଟିଲ୍ ହାର୍ଟସ୍ ଟଡଲରସ୍ ଏକାଡେମୀରେ ଫେଶନ ସୋ

ଅନୁଗୁଳ: ଶନିବାର ପୂର୍ବାହ୍ନରେ ସ୍ଥାନୀୟ ସଭାଘରେ ଲିଟିଲ୍ ହାର୍ଟସ୍ ଟଡଲରସ ଏକାଡେମୀ ପକ୍ଷରୁ ଏକ ଫେସନ୍ ସୋ ଆୟୋଜିତ ହୋଇଯାଇଛି। ଏହି ସୋ ରେ ଜୁନିଅର କେଜି ଓ ସିନିୟର୍ କେଜିର ପଚାଶରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ବେଶଭୂଷା,ମଞ୍ଚରେ…

Continue Readingଲିଟିଲ୍ ହାର୍ଟସ୍ ଟଡଲରସ୍ ଏକାଡେମୀରେ ଫେଶନ ସୋ

ବର୍ଷା ପବନରେ ଭାଙ୍ଗିପଡିଲା ତୋରଣ: ଅଳ୍ପକେ ବର୍ତ୍ତିଲେ ପଥଚାରୀ

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ଅଢେଇଟା ସମୟରେ ହଠାତ୍ କିଛି ସମୟ ପାଇଁ ବର୍ଷା ପବନ ମାଡ଼ି ଆସିଥିଲା। ଏହି ସମୟରେ ମ୍ୟୁନିସପାଲିଟି କଲୋନୀ ସମ୍ମୁଖରେ ଡ଼ିଆଇସି ଛକ ପୂଜା କମିଟି ପକ୍ଷରୁ ନିର୍ମିତ ଏକ ବିଶାଳ ଲାଇଟ୍ ଗେଟ ଭାଙ୍ଗି…

Continue Readingବର୍ଷା ପବନରେ ଭାଙ୍ଗିପଡିଲା ତୋରଣ: ଅଳ୍ପକେ ବର୍ତ୍ତିଲେ ପଥଚାରୀ

୩୮ ବର୍ଷରେ କାଞ୍ଚନ ବଜାର ଓ ୨୪ ବର୍ଷରେ ସିମିଳିପଡ଼ା ପୂଜା ମଣ୍ଡପ

ଅନୁଗୁଳ: ଅନୁଗୁଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଏବେ ଜୋର୍ ସୋର୍ ରେ ଆଗେଇ ଚାଲିଛି। ପ୍ରତିଦିନ ସନ୍ଧ୍ୟାରେ ଚାଳିଶରୁ ପଚାଶ ହଜାର ଦର୍ଶକ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି।ଲକ୍ଷ୍ମୀ ପୂଜା ମଣ୍ଡପ ମଧ୍ୟରେ…

Continue Reading୩୮ ବର୍ଷରେ କାଞ୍ଚନ ବଜାର ଓ ୨୪ ବର୍ଷରେ ସିମିଳିପଡ଼ା ପୂଜା ମଣ୍ଡପ

ଶିକ୍ଷକପଡା ପୂଜାମଣ୍ଡପରେ ପୂର୍ବତନ ମୁଖ୍ୟ ଶାସନ ସଚିବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଶିକ୍ଷକ ପଡ଼ା ପଦ୍ମାଳୟା ପୂଜା କମିଟି ପକ୍ଷରୁ ନିର୍ମିତ ଲକ୍ଷ୍ମୀ ପୂଜା ମଣ୍ଡପରେ ଗତ ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ତଥା ଏବେ ଜାତୀୟ କଂଗ୍ରେସ ଦଳରେ ଯୋଗ…

Continue Readingଶିକ୍ଷକପଡା ପୂଜାମଣ୍ଡପରେ ପୂର୍ବତନ ମୁଖ୍ୟ ଶାସନ ସଚିବ