ନାରଣ ସାଗର କୂଳରେ ଛଟ ପୂଜା: ୩ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଅନୁଗୁଳ: ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ନିକଟରେ ଥିବା ନାରଣ ସାଗର କୂଳରେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଝାରଖଣ୍ଡ,ବିହାର,ଉତ୍ତର ପ୍ରଦେଶ ଅଞ୍ଚଳର ଅଣଓଡ଼ିଆ ଭକ୍ତ ମାନେ ଆଜି ଛଟ ପୂଜା କରିଥିଲେ। କାର୍ତ୍ତିକ ଶୁକ୍ଳ ଷଷ୍ଠୀ ତିଥିରେ ଏହି ପୂଜା କରାଯାଏ।ଭକ୍ତମାନେ ଅସ୍ତଗାମି…

Continue Readingନାରଣ ସାଗର କୂଳରେ ଛଟ ପୂଜା: ୩ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ମେଡ଼ିକାଲ କଲୋନିରୁ ରାତିକେ ୪ ଘରୁ ଚୋରି

ଅନୁଗୁଳ: ଚୋରମାନେ ଅନୁଗୁଳ ମେଡ଼ିକାଲ କଲୋନିରେ ଗତ ଶନିବାର ରାତିରେ କଳା କନା ବୁଲାଇଥିବା ଜଣାପଡିଛି। ଚୋର ମାନେ ଡାକ୍ତର ନିରୋଦ ସାହୁ,ସୁଜାତା ଦାସ, ଷ୍ଟେନୋ ଏବଂ ଜଣେ ଏଲ୍‌ଟିଙ୍କ ଘରୁ ଚୋରି କରିଥିବା ଜଣା ପଡ଼ିଛି।ଡାକ୍ତର ବିଶ୍ୱଜିତ୍ ସାମଲ ବଡ଼ି…

Continue Readingମେଡ଼ିକାଲ କଲୋନିରୁ ରାତିକେ ୪ ଘରୁ ଚୋରି

ଅନୁଗୁଳରେ ରାଜ୍ୟର ପ୍ରଥମ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆୟୋଜିତ, ଉପସ୍ଥିତ ଥିଲେ ୭୦ ଜଣ ପେନସନଭୋଗୀ

ଅନୁଗୁଳ: ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟର ପ୍ରଥମ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ ହୋଇଛି। ଏଥିରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦୀପ୍ତିରାଣୀ ସାହୁ,…

Continue Readingଅନୁଗୁଳରେ ରାଜ୍ୟର ପ୍ରଥମ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆୟୋଜିତ, ଉପସ୍ଥିତ ଥିଲେ ୭୦ ଜଣ ପେନସନଭୋଗୀ

ଅମା ଭଗବାନ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର

ଅନୁଗୁଳ: ମା ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଅମା ଭଗବାନ ସେବା ସମିତି,ଜୀବନ ବିନ୍ଦୁ ଏବଂ ବାସନ୍ତୀ ଦୁର୍ଗାପୂଜା କମିଟିର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ଶକ୍ତି…

Continue Readingଅମା ଭଗବାନ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର

ଅକ୍ଷୟଙ୍କ ପୁଣ୍ୟ ତିଥିରେ ପ୍ରଶଂସକ ଦେଲେ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ବିଶିଷ୍ଟ କଣ୍ଠଶିଳ୍ପୀ,ସଙ୍ଗୀତ ନିର୍ଦ୍ଦେଶକ,ଗାଳ୍ପିକ ଅକ୍ଷୟ ମହାନ୍ତିଙ୍କ ପୁଣ୍ୟତିଥିରେ ତାଙ୍କର ଶତାଧିକ ପ୍ରଶଂସକ ବାଢ଼ିଥିଲେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅକ୍ଷୟ ସଙ୍ଗୀତ ଚର୍ଚ୍ଚା ଓ ଅକ୍ଷୟଙ୍କ ଗୀତ ଗାଇ ଶ୍ରୋତାଙ୍କୁ ବିଭୋର କରିଥିଲେ କଣ୍ଠଶିଳ୍ପୀ ମାନେ। ସ୍ଥାନୀୟ ଧର୍ମଶାଳାରେ ଆୟୋଜିତ ଏହି ସମାରୋହକୁ…

Continue Readingଅକ୍ଷୟଙ୍କ ପୁଣ୍ୟ ତିଥିରେ ପ୍ରଶଂସକ ଦେଲେ ଶ୍ରଦ୍ଧାଞ୍ଜଳି

ବସ୍‌ଟି ପଙ୍କଚର ହେବାରୁ ଓହ୍ଲାଇବା ବେଳେ ଯାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ: ୩ ମୃତ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବରଗାପାଲିରେ ଟ୍ରକ୍‌ ଧକ୍କାରେ ୩ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ, ପ୍ରାଚୀ ନାମକ ବସ୍‌ଟି ସୁନ୍ଦରଗଡ଼ରୁ ଭୁବନେଶ୍ୱର…

Continue Readingବସ୍‌ଟି ପଙ୍କଚର ହେବାରୁ ଓହ୍ଲାଇବା ବେଳେ ଯାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ: ୩ ମୃତ, ଜଣେ ଗୁରୁତର

ଜିଲ୍ଲାସ୍ତରୀୟ ଭଲିବଲ ଖେଳାଳି ଚୟନ, ଭାଗ ନେଲେ ୫୮ କ୍ରୀଡ଼ାବିତ୍

ଅନୁଗୁଳ: ଅନୁଗୁଳରେ ଜିଲ୍ଲାସ୍ତରୀୟ ଭଲିବଲ ଖେଳାଳି ଚୟନ ଅନୁଗୁଳ ବାସନ୍ତୀ ପଡ଼ିଆରେ ଅନୁଷ୍ଠିତ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫୮ ଜଣ ଖେଳାଳି ଏହି ଚୟନ ଶିବିରରେ ଭାଗ ନେଇଥିଲେ। ଅନୁଗୁଳ ଜିଲ୍ଲା କ୍ରୀଡ଼ା ସଂସଦ ତରଫରୁ ଆୟୋଜିତ ଏହି ଶିବିରକୁ…

Continue Readingଜିଲ୍ଲାସ୍ତରୀୟ ଭଲିବଲ ଖେଳାଳି ଚୟନ, ଭାଗ ନେଲେ ୫୮ କ୍ରୀଡ଼ାବିତ୍

ଅତିରିକ୍ତ ସିନିୟର ସିଭିଲ ଜଜ୍ ମାନସ ରଞ୍ଜନ ରାୟଙ୍କ ଅକାଳ ବିୟୋଗ

ଅନୁଗୁଳ: କଟକର ଅତିରିକ୍ତ ସିନିୟର୍ ସିଭିଲ ଜଜ୍ ମାନସ ରଞ୍ଜନ ରାୟଙ୍କ ରବିବାର ଅପରାହ୍ନ ସାଢେ଼ ପାଞ୍ଚଟା ସମୟରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେବ କର୍କଟ ରୋଗରେ ପୀଡିତ…

Continue Readingଅତିରିକ୍ତ ସିନିୟର ସିଭିଲ ଜଜ୍ ମାନସ ରଞ୍ଜନ ରାୟଙ୍କ ଅକାଳ ବିୟୋଗ

ଦୀପରୁ ନିଆଁ ଲାଗି ଜଳିଗଲା ଦୋକାନ

ଅନୁଗୁଳ: ସୋମବାର ବଡ଼ି ଭୋର ସମୟରେ ଅନୁଗୁଳ ସଂଜୀବନୀ ମାର୍କେଟର ଏକ ଭେରାଇଟି ଷ୍ଟୋରରେ ନିଆଁ ଲାଗି ଯାଇଥିଲା।ଦୀପରୁ ନିଆଁ ଧରି ଦୋକାନ ସାରା ବ୍ୟାପି ଯାଇଥିଲା।କିଛି ବାଟୋଇ ଦୋକାନରୁ ଧୁଆଁ ବାହାରୁଥିବା ଦେଖି ବିଦ୍ୟୁତ୍ ଓ ଦମକଳ ବିଭାଗକୁ ଖବର…

Continue Readingଦୀପରୁ ନିଆଁ ଲାଗି ଜଳିଗଲା ଦୋକାନ

ଦଶହରା ପଡିଆ ଶ୍ୟାମାକାଳୀ ପୂଜା କମିଟିର ବୈଠକ

ଅନୁଗୁଳ: ସ୍ଥାନୀୟ ଦଶହରା ପଡିଆ ଶ୍ୟାମାକାଳୀ ପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସମେତ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଚି। ଦୀପାବଳୀ ଅମାବାସ୍ୟା ଦିନ ଦେବୀଙ୍କ ପୂଜା ସନ୍ଧ୍ୟା ଆଠଟାରୁ ରାତି ବାରଟା ପର୍ଯ୍ୟନ୍ତ ନିତିକନ୍ତି ସହ ଅନୁଷ୍ଠିତ…

Continue Readingଦଶହରା ପଡିଆ ଶ୍ୟାମାକାଳୀ ପୂଜା କମିଟିର ବୈଠକ