ବରିଷ୍ଠ ଆଇନଜୀବୀଙ୍କୁ ୫ମ କପିଳାସ ସମ୍ମାନ

ଅନୁଗୁଳ: ଗୋପବନ୍ଧୁ ଟାଉନ ହଲ ଢେ଼ଙ୍କାନାଳ ଠାରେ ଗତ ୨୬ ତାରିଖ ସନ୍ଧ୍ୟାରେ ଆୟୋଜିତ ମାଇକ୍ରୋମିଡ଼ିଆର ବାର୍ଷିକ ଉତ୍ସବ ଅବସରରେ ଅନୁଗୁଳର ବରିଷ୍ଠ ଆଇନଜୀବି ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା। ଆଇନ ସେବାରେ ବୃତ୍ତିଗତ ଦକ୍ଷତା ଏବଂ ସମାଜସେବା କ୍ଷେତ୍ରରେ…

Continue Readingବରିଷ୍ଠ ଆଇନଜୀବୀଙ୍କୁ ୫ମ କପିଳାସ ସମ୍ମାନ

କଳାକାର ପକ୍ଷରୁ ୩୮ ତମ ବୋଇତ ବନ୍ଦାଣ ଉତ୍ସବ ଉଦଘାଟିତ

ଅନୁଗୁଳ: ସ୍ଥାନୀୟ ସଭାଘରେ ଅନୁଗୁଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାକାର ପକ୍ଷରୁ ୩୮ ତମ ବୋଇତ ବନ୍ଦାଣ ଉତ୍ସବ ଆରମ୍ଭ ହୋଇଛି। ଦୁଇ ଦିନିଆ ଏହି ସାଂସ୍କୃତିକ ମହୋତ୍ସବକୁ ପ୍ରଦୀପ ଜାଳି ଉଦଘାଟନ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର।…

Continue Readingକଳାକାର ପକ୍ଷରୁ ୩୮ ତମ ବୋଇତ ବନ୍ଦାଣ ଉତ୍ସବ ଉଦଘାଟିତ

ହନୁମାନ ବଜାରରେ ସନ୍ଦିଗ୍ଧ କାର

ଅନୁଗୁଳ: ଅନୁଗୁଳ ହନୁମାନ ବଜାରର ବରିଷ୍ଠ ଆଇନଜୀବି ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକଙ୍କ ଚାମ୍ବର ସମ୍ମୁଖରେ ଗତ ଦଶ ଦିନ ହେବ ଏକ ମାରୁତି କାର OD02 AB 4759 ସନ୍ଦେହ ଜନକ ଅବସ୍ଥାରେ ଠିଆ ହୋଇଛି।ସ୍ଥାନୀୟ ବ୍ୟବସାୟୀ ଏଥନେଇ ଆତଙ୍କିତ ହୋଇପଡିଛନ୍ତି।…

Continue Readingହନୁମାନ ବଜାରରେ ସନ୍ଦିଗ୍ଧ କାର

ଆସନ୍ତା କାଲି ସକାଳେ ରାହାଗିରି ଅନୁଷ୍ଠିତ ହେବ

ଅନୁଗୁଳ: ଆସନ୍ତା କାଲି ନଭେମ୍ବର ୨୫ ତାରିଖରେ ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ରାହାଗିରି ଅନୁଷ୍ଠିତ ହେବ। ଭୋଟର ତାଲିକାରେ ନାମ ପଞ୍ଜିକରଣ ଏବଂ ସଂଶୋଧନ ଆଦି ବିଷୟ ଉପରେ ଏହି ରାହାଗିରୀ ଅନୁଷ୍ଠିତ ହେବ। ଏଥିନେଇ ଅନୁଗୁଳ ଉପଜିଲ୍ଲାପାଳ ଏକ…

Continue Readingଆସନ୍ତା କାଲି ସକାଳେ ରାହାଗିରି ଅନୁଷ୍ଠିତ ହେବ

ପିକନିକ ସ୍ପଟରେ ଏଣିକି ପ୍ଲାଷ୍ଟିକ ମନା, ସଚେତନତା ଉପରେ ଗୁରୁତ୍ବ

ଅନୁଗୁଳ: ରାଜ୍ୟର ୧୦୦ ଗୋଟି ପିକନିକ ସ୍ପଟରେ ଲାଗିଚି କଟକଣା।ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ସଂଘ ଓ ୟୁଥ୍ ଫର୍ ୱାଟର ଏଞ୍ଜିଓ ପକ୍ଷରୁ ଏଥିନେଇ ବ୍ୟାପକ ଜନ ସଚେତନତା କରାଯିବ ବୋଲି ସଂଘ ଗତ ୨୧ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି…

Continue Readingପିକନିକ ସ୍ପଟରେ ଏଣିକି ପ୍ଲାଷ୍ଟିକ ମନା, ସଚେତନତା ଉପରେ ଗୁରୁତ୍ବ

“ଆମ ପ୍ରତିଭା ଆମ ସ୍ୱାଭିମାନ”ର ୨ୟ ସ୍ଵନକ୍ଷତ୍ର ଦିବସ ପାଳିତ

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ଆମ ପ୍ରତିଭା ଓ ଆମ ସ୍ବାଭିମାନ ସଂସ୍ଥା ପକ୍ଷରୁ ଏହାର ଦ୍ଵିତୀୟ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଦ୍ମଶ୍ରୀ ଦଇତାରୀ ନାୟକ ଗୋନାଶିକା ପାହାଡ଼ର ତିନି…

Continue Reading“ଆମ ପ୍ରତିଭା ଆମ ସ୍ୱାଭିମାନ”ର ୨ୟ ସ୍ଵନକ୍ଷତ୍ର ଦିବସ ପାଳିତ

ଚୋରି କରି କାନ ଧଇଲେ ଭୁଲ୍ ମାଗିଲେ ସେଲ୍ସ ମ୍ୟାନ

ଅନୁଗୁଳ: କଥାରେ ଅଛି ଚୋର ପାଇଁ ସବୁଦିନ ଅନ୍ଧାର ରାତି ନ ଥାଏ। ଅନୁଗୁଳ ମହିଳା ମହାବିଦ୍ୟାଳୟ ଗଳିରେ ଥିବା ଏକ ହୋଲ୍‌ସେଲ ଦୋକାନର ସେଲ୍ସ ମ୍ୟାନ ଦୀର୍ଘ ଦିନ ଧରି ଗ୍ରାହକ ମାଲ ନେବା ବେଳେ ଗୋଟାଏ ପେଟି ଯେଉଁ…

Continue Readingଚୋରି କରି କାନ ଧଇଲେ ଭୁଲ୍ ମାଗିଲେ ସେଲ୍ସ ମ୍ୟାନ

କେନାଲ ହୁଡ଼ାରୁ ମାଂସ ଦୋକାନ ଉଚ୍ଛେଦ

ଅନୁଗୁଳ: ଅମଲାପଡ଼ା କେନାଲ ହୁଡାରେ ଆଠରୁ ଦଶ ଜଣ କଂସେଇ ମାଂସ ଦୋକାନ ବେଆଇନ ଭାବେ କରି ଆସୁଥିଲେ। ଶହ ଶହ ସ୍କୁଲ ପିଲା ସେହି ରାସ୍ତା ଦେଇ ଯିବା ଆସିବା କରୁଥିଲେ ମଧ୍ୟ ଦୋକାନୀ ମାନେ ବ୍ୟବସାୟ ଜାରି ରଖିଥିଲେ।…

Continue Readingକେନାଲ ହୁଡ଼ାରୁ ମାଂସ ଦୋକାନ ଉଚ୍ଛେଦ

ମେଡ଼ିକାଲ କଲୋନୀରୁ ଚୋରି: ଟଙ୍କା ଲଫାପା ଛାଡି ଶାଢ଼ୀ ନେଇଗଲେ

ଅନୁଗୁଳ: ଅନୁଗୁଳ ମେଡ଼ିକାଲ ନୂଆ କଲୋନୀର ଚାରି ଚାରିଟା କ୍ୱାର୍ଟରକୁ ଚୋର ମାନେ ଗତ ଶନିବାର ରାତିରେ ତାଲା ଭାଙ୍ଗି ପଶିଥିଲେ। ବାରି ପଛପଟେ ପଶି ଚୋର ମାନେ ଦୁଇଜଣ ଡାକ୍ତର,ଜଣେ ଏଲଟି ଏବଂ ଷ୍ଟେନୋ ବାବୁଙ୍କ ଘରେ ପଶିଥିଲେ। ଆଜିର…

Continue Readingମେଡ଼ିକାଲ କଲୋନୀରୁ ଚୋରି: ଟଙ୍କା ଲଫାପା ଛାଡି ଶାଢ଼ୀ ନେଇଗଲେ

ବାଳକ ବାଳିକା ମାନଙ୍କୁ ବୈଷୟିକ ତାଲିମ ଦେବେ ସରକାର

ଅନୁଗୁଳ: ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ଦ୍ଵାରା ଇଛୁକ ବାଳିକା ଓ ବାଳକ ମାନଙ୍କୁ ଉଚ୍ଚତର ତାଲିମ ଦିଆଯିବ।ଆଇଟିଆଇ ଏବଂ ପଲିଟେକନିକ୍ ସଂସ୍ଥା ସହ ଅନ୍ୟାନ୍ୟ ତାଲିମ ପ୍ରଦାନ କାରୀ ସଂସ୍ଥା ସହଯୋଗରେ ଏହି ତାଲିମ ଦିଆଯିବ।ଅନୁଗୁଳର ପ୍ରାର୍ଥୀ…

Continue Readingବାଳକ ବାଳିକା ମାନଙ୍କୁ ବୈଷୟିକ ତାଲିମ ଦେବେ ସରକାର