ଆଠ ଦଫା ଦାବି ନେଇ ମେଡିକାଲ୍ ଓ ସେଲ୍ସ୍ ରିପ୍ରେଜେଣ୍ଟେଟିଭଙ୍କ ୨୪ ଘଣ୍ଟିଆ ଧର୍ମଘଟ

ଅନୁଗୁଳ: ମେଡିକାଲ୍ ଓ ସେଲ୍ସ୍ ରିପ୍ରେଜେଣ୍ଟେଟିଭଙ୍କ ସର୍ବ ଭାରତୀୟ ସଂଗଠନ "ଫେଡେରେସନ୍ ଅଫ୍ ମେଡିକାଲ୍ ଆଣ୍ଡ୍ ସେଲ୍ସ୍ ରିପ୍ରେଜେଣ୍ଟେଟିଭ୍ ଆସୋସିଏସନ୍ସ ଅଫ୍ ଇଣ୍ଡିଆ" ପକ୍ଷରୁ ଆଜି ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି। ଏ ଅବସରରେ ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ମେଡିକାଲ୍…

Continue Readingଆଠ ଦଫା ଦାବି ନେଇ ମେଡିକାଲ୍ ଓ ସେଲ୍ସ୍ ରିପ୍ରେଜେଣ୍ଟେଟିଭଙ୍କ ୨୪ ଘଣ୍ଟିଆ ଧର୍ମଘଟ

ଅନୁଗୁଳର ପୂର୍ବତନ ବିଧାୟକ ସନ୍ତୋଷ ପ୍ରଧାନଙ୍କ ପରଲୋକ, ଫୁସଫୁସ ସଂକ୍ରମଣ ପାଇଁ ହସ୍ପିଟାଲରେ ଥିଲେ ଭର୍ତ୍ତି

ଅନୁଗୁଳ: ଅନୁଗୁଳର ପୂର୍ବତନ ବିଧାୟକ ତଥା ବିଶିଷ୍ଟ କଂଗ୍ରେସ ନେତା ସନ୍ତୋଷ ପ୍ରଧାନଙ୍କ ପରଲୋକ ଘଟିଛି। ମଙ୍ଗଳବାର ରାତିରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସlଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଗତ କିଛି ଦିନ ଧରି ସେ ଫୁସଫୁସ ଜନିତ…

Continue Readingଅନୁଗୁଳର ପୂର୍ବତନ ବିଧାୟକ ସନ୍ତୋଷ ପ୍ରଧାନଙ୍କ ପରଲୋକ, ଫୁସଫୁସ ସଂକ୍ରମଣ ପାଇଁ ହସ୍ପିଟାଲରେ ଥିଲେ ଭର୍ତ୍ତି

ଲିଟିଲ୍ ହାର୍ଟସର ବାର୍ଷିକ ଉତ୍ସବ ଉଦଘାଟିତ

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ କୁଈଓ ସ୍ଥିତ ଲିଟିଲ୍ ହାର୍ଟସ ଟଡଲରସ ଏକାଡେମୀରେ ବାର୍ଷିକ ଉତ୍ସବ ଆରମ୍ଭ ହୋଇଚି।ପାଞ୍ଚ ଦିନିଆ ଏହି ସମାରୋହକୁ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବାରିକ। ପରିଶ୍ରମର ବିକଳ୍ପ ନାହିଁ। ମନଯୋଗ…

Continue Readingଲିଟିଲ୍ ହାର୍ଟସର ବାର୍ଷିକ ଉତ୍ସବ ଉଦଘାଟିତ

ଜୁଡ଼ିସିଆଲ କ୍ୟାଲେଣ୍ଡରରେ ଅନୁଗୁଳ ଛାତ୍ରଙ୍କ ପେଣ୍ଟିଂ

ଅନୁଗୁଳ: କଟକ ଉଚ୍ଚ ନ୍ୟାୟାଳୟ ଜଷ୍ଟିସ ଗତିକୃଷ୍ଣ ମିଶ୍ର ଅଡିଟରୀୟମରେ ଗତ ୧୭ ତାରିଖରେ ୨୦୨୪ ପାଇଁ ଜୁଡ଼ିଶିଆଲ କ୍ୟାଲେଣ୍ଡର ଉନ୍ମୋଚନ ସମାରୋହ ଆୟୋଜିତ ହୋଇଯାଇଛି। ଏହି କ୍ୟାଲେଣ୍ଡରରେ ୧୨ ଟି ସ୍କୁଲ ପିଲାଙ୍କ ପେଣ୍ଟିଂ ରହିଛି। ଏଥିପାଇଁ ରାଜ୍ୟ ସ୍ତରରେ…

Continue Readingଜୁଡ଼ିସିଆଲ କ୍ୟାଲେଣ୍ଡରରେ ଅନୁଗୁଳ ଛାତ୍ରଙ୍କ ପେଣ୍ଟିଂ

ଟାଉନ ଉଚ୍ଚ ବିଦ୍ୟାଳୟର ପୁରସ୍କାର ବିତରଣୀ ସମାରୋହ

ଅନୁଗୁଳ: ଟାଉନ ଉଚ୍ଚ ବିଦ୍ୟାଳୟର ପୁରସ୍କାର ବିତରଣି ସମାରୋହ ସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି। ଶିକ୍ଷାବିତ୍ ବୃନ୍ଦାବନ ସ୍ୱାଇଁ ଏହି ସମାରୋହକୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ ।ମୁଖ୍ୟ ବକ୍ତା ରୂପେ ପୂର୍ବତନ ଓଷ୍ଟା ଜିଲ୍ଲା ସଭାପତି ସରୋଜ ପାଣିଗ୍ରାହୀ…

Continue Readingଟାଉନ ଉଚ୍ଚ ବିଦ୍ୟାଳୟର ପୁରସ୍କାର ବିତରଣୀ ସମାରୋହ

ଅନୁଗୁଳରେ ଶୀତର ପ୍ରକୋପ ଜାରି

ଅନୁଗୁଳ: ଅନୁଗୁଳରେ ଶୀତର ପ୍ରକୋପ ଜାରି ରହିଛି। ଗତ ଦୁଇ ଦିନ ଧରି ଅନୁଗୁଳର ତାପମାତ୍ରା ୯.୦ ଡିଗ୍ରୀ ସେଲସିୟସ ରହିଛି।ଏହା ଫଳରେ ପ୍ରଚଣ୍ଡ ଥଣ୍ଡା ଅନୁଭୂତ ହେଉଛି।ରାତିରେ ତାପମାତ୍ରା ଅଧିକ ଖସୁଥିବା ଲକ୍ଷ କରାଯାଉଛି। ଥଣ୍ଡା ଯୋଗୁଁ ବାସହୀନ ଲୋକ…

Continue Readingଅନୁଗୁଳରେ ଶୀତର ପ୍ରକୋପ ଜାରି

୧୧ଶ ସାତକୋଶିଆ ମହୋତ୍ସବ ୨୦୨୩ ଉଦଯାପିତ

ଅନୁଗୁଳ: ସ୍ଥାନୀୟ ସଭାଘରେ ଚାଲିଥିବା ତ୍ରୀ ଦିବସୀୟ ସାତକୋଶିଆ ମହୋତ୍ସବ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପିତ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ମୃଦୂଳା ଠାକୁର ପ୍ରଧାନ। ମୁଖ୍ୟ ଅତିଥି ଶ୍ରୀମତୀ ପ୍ରଧାନ…

Continue Reading୧୧ଶ ସାତକୋଶିଆ ମହୋତ୍ସବ ୨୦୨୩ ଉଦଯାପିତ

ସାତକୋଶିଆ ମହୋତ୍ସବରେ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କ ମନ ମୋହିଲା

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ଆୟୋଜିତ ୧୧ଶ ସାତକୋଶିଆ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟାକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ ରାଜ୍ୟ ବିଧାନ ସଭାର ପୂର୍ବତନ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ। ଶ୍ରୀ ସିଂହ ନିଜ ଅଭିଭାଷଣରେ ନୃତ୍ୟ…

Continue Readingସାତକୋଶିଆ ମହୋତ୍ସବରେ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କ ମନ ମୋହିଲା

୧୧ଶ ସାତକୋଶିଆ ମହୋତ୍ସବ ଉଦଘାଟିତ

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ଅନୁଗୁଳର ଅଗ୍ରଣୀ ନୃତ୍ୟାନୁଷ୍ଠାନ ନୃତ୍ୟନୀଳୟ ଆନୁକୁଲ୍ୟରେ ୧୧ଶ ସାତକୋଶିଆ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି ସମାରୋହକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର। ଶ୍ରୀ ମହାପାତ୍ର ନିଜ…

Continue Reading୧୧ଶ ସାତକୋଶିଆ ମହୋତ୍ସବ ଉଦଘାଟିତ

୭୬ ବର୍ଷରେ କବିତା ଲେଖୁଛନ୍ତି,ଗାଉଛନ୍ତି ସୁବର୍ଣ୍ଣ

ଅନୁଗୁଳ: ୭୬ ବର୍ଷ ବୟସରେ ସେ କବିତା ଲେଖୁଛନ୍ତି,ଆବୃତ୍ତି ବି କରୁଛନ୍ତି,ରାତିରେ ଭାବନ୍ତି ଦିନରେ ଲେଖନ୍ତି। ଦୁଇ ଦୁଇ ଖଣ୍ଡ ବହି ପ୍ରକାଶିତ ହୋଇସାରିଛି। ସେ କେବଳ ଜଣେ କବି ପ୍ରାଣ ମହିଳା ନୁହନ୍ତି ପରିବେଶ ସୁରକ୍ଷା ଦିଗରେ ସେ ଜଣେ…

Continue Reading୭୬ ବର୍ଷରେ କବିତା ଲେଖୁଛନ୍ତି,ଗାଉଛନ୍ତି ସୁବର୍ଣ୍ଣ