୨୮୦.୮୦୫ କେଜି ଗଞ୍ଜେଇ ନଷ୍ଟ କରାଗଲା
ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା, ହଣ୍ଡପା ଓ ସଦର ଅବକାରୀ ରେଞ୍ଜ ଅଞ୍ଚଳରୁ ଜବତ ହୋଇଥିବା ୨୭ପ୍ୟାକେଟ ଗଞ୍ଜେଇକୁ ଆଜି ଅବକାରୀ ବିଭାଗ ପକ୍ଷରୁ ନାଲକୋ ଇନ୍ସିନେରେଟରରେ ନଷ୍ଟ କରି ଦିଆ ଯାଇଛି।ଏହି ଗଞ୍ଜେଇର ପରିମାଣ ୨୮୦.୮୦୫ କେଜି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା, ହଣ୍ଡପା ଓ ସଦର ଅବକାରୀ ରେଞ୍ଜ ଅଞ୍ଚଳରୁ ଜବତ ହୋଇଥିବା ୨୭ପ୍ୟାକେଟ ଗଞ୍ଜେଇକୁ ଆଜି ଅବକାରୀ ବିଭାଗ ପକ୍ଷରୁ ନାଲକୋ ଇନ୍ସିନେରେଟରରେ ନଷ୍ଟ କରି ଦିଆ ଯାଇଛି।ଏହି ଗଞ୍ଜେଇର ପରିମାଣ ୨୮୦.୮୦୫ କେଜି…
ଅନୁଗୁଳ:ତାଳଚେର ଓଏମ୍ଭିଡି ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରାଙ୍କ ଗାଡ଼ିକୁ ଅଟକାଇ ଗତ ଗୁରୁବାର ବିଳମ୍ବିତ ରାତିରେ ଯାଞ୍ଚ କରିଥିଲା। କାରଟି ତାଳଚେରରୁ ଅସ୍ତରଙ୍ଗ ଯାଉଥିବା ବେଳେ ଭୁବନେଶ୍ୱର ବାଲିଅନ୍ତା ନିକଟରେ ଭିଜିଲାନ୍ସ ଯାଞ୍ଚ କରି ୧୧,୧୫,୪୭୦ ଟଙ୍କା ପାଇଥିଲା ଏତେ…
ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ସହର ଉପକଣ୍ଠ ପଞ୍ଚ ମହଲାସ୍ଥିତ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜିଲ୍ଲା କୃଷକ କ୍ଲବ ମହାସଂଘ ପକ୍ଷରୁ ସଭାପତି ଅରକ୍ଷିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳ କୃଷି ବିଜ୍ଞାନ…
ଅନୁଗୁଳ: ପୌରପାଳିକା ସଭା କକ୍ଷରେ ଆଜି ନବନିର୍ବାଚିତ ରାଜ୍ୟ ବାର୍କା ଉନସିଲ ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ବିବେଦୀଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମାରୋହରେ ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତ ଓ ଅନୁଗୁଳ ବାର୍ ସଭାପତି ଦିଲୀପ କୁମାର ସାହୁ ଯୋଗ…
ଅନୁଗୁଳ: ରାଜସ୍ବ ଅମଲାଙ୍କ ପାଇଁ ପୃଥକ ପାହ୍ୟା ଦାବିକୁ ସରକାର ଗତ ୬.୧.୨୪ ରେ ଚିଠି ସଂଖ୍ୟା ୭୯୮ ରେ ମାନି ନେଇଥିବାରୁ ସଂଘର ସଦସ୍ୟ ମାନଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି। ସଂଘର ଏଇ ଦୀର୍ଘ ଦିନର ଦାବି ପୂରଣ…
ଅନୁଗୁଳ: ଚଳିତ ମାସ ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଗୁଳ ଜିଲ୍ଲା ମହୋତ୍ସବ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ଆଜି ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦର ପୌରୋହିତ୍ୟରେ ମଶାଲ ଶୋଭାଯାତ୍ରା ବାହାରିଥିଲା।…
ଅନୁଗୁଳ: ବାସନ୍ତୀ ଦୁର୍ଗାପୂଜା ପଡିଆରେ ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ତ୍ରି ଦିବସୀୟ ରାଜ୍ୟସ୍ତରୀୟ ବାସନ୍ତୀ ଦୁର୍ଗା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଭଦ୍ରକର ଯୁବ ଖେଳାଳୀ ମାନେ ଭୁବନେଶ୍ବରର ଅଭିଜ୍ଞ ଖେଳାଳୀଙ୍କୁ ସଂଘର୍ଷପୂର୍ଣ୍ଣ…
ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପି ସମର୍ଥିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆଜି ପାର୍ଟି ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରକାଶ କରିଥିଲେ। ଅଧିକାଂଶ ସଭ୍ୟ ବିଜେଡି…
ଅନୁଗୁଳ: ଗାଡି ଚାଳକଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ଅନୁଗୁଳର ବିଭିନ୍ନ ତେଲ ଟାଙ୍କି ରେ ଆଜି ପେଟ୍ରୋଲର ଅଭାବ ଦେଖିବାକୁ ମିଳିଥିଲା। ଗ୍ରାହକ ମାନେ ଏଥିନେଇ ବହୁତ୍ ହିନସ୍ତା ହୋଇଥିଲେ। ଯେଉଁ ଗୋଟିଏ ଦୁଇଟି ଟାଙ୍କିରେ କିଛି ତେଲ ଥିଲା…
ଅନୁଗୁଳ:ବାସନ୍ତୀ ଦୁର୍ଗା ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନ ଅପରାହ୍ନରେ ଖେଳ ଆରମ୍ଭ ହୋଇଛି। ଗାଡ଼ି ଚାଳକଙ୍କ ଧର୍ମଘଟ ଯୋଗୁଁ ପାରାଦୀପରୁ ବାଇକରେ ଖେଳାଳୀମାନେ ଆସିଥିଲେ। ଆଜି ବର୍ତ୍ତମାନ ସୁଦ୍ଧା ରାଉରକେଲା ବାସନ୍ତୀ କ୍ଳବ୍ ଅନୁଗୁଳକୁ,ଭଦ୍ରକ ବାସନ୍ତୀ କ୍ଳବକୁ,ଏବଂ ଭୁବନେଶ୍ବର ପାରାଦୀପ ପୋର୍ଟକୁ…