କଙ୍କରେଇ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଅନୁଗୁଳ:କଙ୍କେରେଇ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ଆୟୋଜିତ ହୋଇଯାଇଛି। ଛେଣ୍ଡିପଦା ବିିଇଓ ଶ୍ରୀମତୀ ମଧୁସ୍ମିତା ନନ୍ଦ ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ନନ୍ଦ ନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ପରିଶ୍ରମୀ,ସୃଜନଶୀଳ, ଜିଜ୍ଞାଶୁ…

Continue Readingକଙ୍କରେଇ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା ଲୁହର ରଙ୍ଗ ଦର୍ଶକଙ୍କୁ କଲା ଅଶ୍ରୁ ସିକ୍ତ

ଅନୁଗୋଳ: ସଭଘରେ ନାଟ୍ୟ ମେଳାର ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ନାଟକ ଲୁହର ରଙ୍ଗ ମଞ୍ଚସ୍ଥ ହୋଇଥିଲା। ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ନବଦିପ ମହାଳିକ ଏହି ଉତ୍ସବକୁ ଉଦଘାଟନ କରିଥିଲେ। ଜାଗରଣ ଆର୍ଟ ଇଣ୍ଟରନେସନାଲ,ଦେବଗଡ଼ ପକ୍ଷରୁ ଏହା ମଞ୍ଚସ୍ଥ ହୋଇଥିଲା। ବିଷୟ…

Continue Readingନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା ଲୁହର ରଙ୍ଗ ଦର୍ଶକଙ୍କୁ କଲା ଅଶ୍ରୁ ସିକ୍ତ

ନାଟ୍ୟମ ପକ୍ଷରୁ ନାଟକ ବ୍ରହ୍ମ ବିବାଦ ବିସମ୍ବାଦ ମଞ୍ଚସ୍ଥ

ଅନୁଗୁଳ: ପୁରୀରେ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପରକଳ୍ପର ଭବ୍ୟ ଲୋକାର୍ପଣ ସମାରୋହ ଅବସରରେ ଅନୁଗୁଳରେ ଶ୍ରୀ ଜଗନ୍ନାଥ ତତ୍ତ୍ଵ ଆଧାରିତ ନାଟକ ବ୍ରହ୍ମ ବିବାଦ ବିସମ୍ବାଦ ଅନୁଗୁଳ ସଭଘରେ ମଞ୍ଚସ୍ଥ ହୋଇଯାଇଛି। ଏହି ସମାରୋହକୁ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ…

Continue Readingନାଟ୍ୟମ ପକ୍ଷରୁ ନାଟକ ବ୍ରହ୍ମ ବିବାଦ ବିସମ୍ବାଦ ମଞ୍ଚସ୍ଥ

ଆସନ୍ତା ୨୭ରୁ ଜିଲ୍ଲା ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା

ଅନୁଗୁଳ: ଆସନ୍ତା ଜାନୁୟାରୀ ୨୭ ଓ ୨୮ ଦୁଇ ଦିନ ଧରି ନାଲକୋ ବିଜୁ ପଟ୍ଟନାୟକ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ୩୦ ତମ ଜିଲ୍ଲା ସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧୪,୧୬,୧୮,୨୦ ଓ ୨୩ ବର୍ଷରୁ କମ ବାଳକ…

Continue Readingଆସନ୍ତା ୨୭ରୁ ଜିଲ୍ଲା ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା

୨୮ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୧୮ ରୁ ନାଟ୍ୟମ ନାଟ୍ୟ ମେଳା

ଅନୁଗୁଳ: ଆସନ୍ତା ୧୮ ତାରିଖରୁ ୨୧ ତାରିଖ ଯାଏ ସ୍ଥାନୀୟ ସଭାଘର ଠାରେ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ନାଟ୍ୟମ୍‌ ନାଟ୍ୟ ମେଳା ଅନୁଷ୍ଠିତ ହେବ। ଏ ପ୍ରସଙ୍ଗରେ ନାଟ୍ୟମ୍‌ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ସଂସ୍କୃତି ପାଠାଗାର ଠାରେ ଏକ ସାମ୍ବାଦିକ ସମ୍ମିଳନୀ…

Continue Reading୨୮ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୧୮ ରୁ ନାଟ୍ୟମ ନାଟ୍ୟ ମେଳା

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର: ୧୨ ଟି ଅଭିଯୋଗର ଶୁଣାଣି କରି ନ୍ୟାୟ ଦେଲେ ଜିଲ୍ଲାପାଳ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ମଧ୍ୟ ଯୋଗ ଦେଇଥିଲେ। ଦାଖଲ ହୋଇଥିବା…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର: ୧୨ ଟି ଅଭିଯୋଗର ଶୁଣାଣି କରି ନ୍ୟାୟ ଦେଲେ ଜିଲ୍ଲାପାଳ

ଶିମିଳିପଡ଼ାରେ ବିଶ୍ଵଶାନ୍ତି ମହାଯଜ୍ଞ

ଅନୁଗୁଳ: ସ୍ଥାନୀୟ ଶିମିଳିପଡ଼ାରେ ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଏକବିଂଶ କୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ଆୟୋଜିତ ହୋଇଯାଇଛି। ପୌରାଣିକ ମତେ ଏହି ଯଜ୍ଞରେ ଯଜମାନ ମାନେ ହୋମ ସମୟରେ ଶୁଦ୍ଧ ଘିଅ,ହରଡ,ରାଶି,ଚନ୍ଦନ,ଗୁଗୁଳ, ଗିଲୋଏ ଆଦି ଆହୁତି ଦିଆଯାଏ। ଏହାଦ୍ବାରା ଆଖ…

Continue Readingଶିମିଳିପଡ଼ାରେ ବିଶ୍ଵଶାନ୍ତି ମହାଯଜ୍ଞ

ଅନୁଗୁଳ ଜିଲ୍ଲା ମହୋତ୍ସବ ଉଦଯାପିତ ସତ୍ୟଜିତ,ଆକାଂକ୍ଷା ଓ ଶୈଲେନ୍ଦ୍ରଙ୍କ ଗୀତରେ ଝୁମିଲେ ଦର୍ଶକ

ଅନୁଗୁଳ: ଅନୁଗୁଳ ଷ୍ଟାଡିୟମ୍‌ରେ ଗତ ତିନି ଦିନଧରି ଚାଲିଥିବା ଅନୁଗୁଳ ଜିଲ୍ଲା ମହୋତ୍ସବ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ରାଜ୍ୟ ପରିବେଶ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।ଜିଲ୍ଲା ମହୋତ୍ସବ ନୃତ୍ୟକଳା ଲୋକକଳା…

Continue Readingଅନୁଗୁଳ ଜିଲ୍ଲା ମହୋତ୍ସବ ଉଦଯାପିତ ସତ୍ୟଜିତ,ଆକାଂକ୍ଷା ଓ ଶୈଲେନ୍ଦ୍ରଙ୍କ ଗୀତରେ ଝୁମିଲେ ଦର୍ଶକ

ଅନୁଗୁଳ ଜିଲ୍ଲା ମହୋତ୍ସବର ୨ୟ ସନ୍ଧ୍ୟା: ନଭ୍ୟା ଓ ମହମ୍ମଦଙ୍କ ଗୀତରେ ଝୁମିଲା ପୂରା ଷ୍ଟାଡିୟମ୍

ଅନୁଗୁଳ: ଶନିବାର ଅନୁଗୁଳ ମହୋତ୍ସବର ଦ୍ଵିତୀୟ ଦିନ। ଅନୁଗୁଳ ଷ୍ଟାଡିୟମରେ ଚାଲିଥିବା ଜିଲ୍ଲା ମହୋତ୍ସବକୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳାଇ ଉଦଘାଟନ କରିଥିଲେ। ଶ୍ରୀ ଦଳାଇ କହିଥିଲେ, ଅନୁଗୁଳ ଜିଲ୍ଲାର କଳା ସଂସ୍କୃତିର ତୁଳନା ନାହିଁ। ସେହିପରି ସମ୍ମାନିତ…

Continue Readingଅନୁଗୁଳ ଜିଲ୍ଲା ମହୋତ୍ସବର ୨ୟ ସନ୍ଧ୍ୟା: ନଭ୍ୟା ଓ ମହମ୍ମଦଙ୍କ ଗୀତରେ ଝୁମିଲା ପୂରା ଷ୍ଟାଡିୟମ୍

ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଜମୁଛି ବେପାର

ଅନୁଗୁଳ: ହାଇସ୍କୁଲ ପଡିଆରେ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଗତ ଗୁରୁବାର ସଂଧ୍ୟାରେ ଉଦଘାଟିତ ହୋଇଯାଇଛି।ଢେ଼ଙ୍କାନାଳ ସାଂସଦ ମହେଶ ସାହୁ ଏହାକୁ ଉଦଘାଟନ କରିଥିଲେ। ଓର୍‌ମାସ ସାହାଯ୍ୟରେ ଆୟୋଜିତ ଏହି ମେଳାରେ ୧୦୦ରୁ ଅଧିକ ଷ୍ଟଲ ଲାଗିଛି। ବିଶେଷ କରି ଓଡ଼ିଶାର…

Continue Readingଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଜମୁଛି ବେପାର